Daily Archives

November 14, 2020

ଦୀପାବଳି ପୂର୍ବରୁ ସୀମାରେ ବଡ ଧମାକା । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ମୁହଁତୋଡ ଜବାବ । ରକେଟ ମାଡରେ ଧୂଳିସାତ…

କନକ ବ୍ୟୁରୋ : ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ ପାକିସ୍ତାନକୁ ମହଙ୍ଗା ପଡିଛି । ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ପାକିସ୍ତାନ ସେନାର ବଙ୍କର, ପୋଷ୍ଟ ଓ ତୈଲ ଟାଙ୍କିକୁ ବିସ୍ଫୋରଣ କରି ଭାରତୀୟ ଯବାନ ଉଡାଇ ଦେଇଛନ୍ତି । ଏଥିରେ ପାକିସ୍ତାନର ୬ରୁ ୭ ଜଣ ନିହତ ହୋଇଥିବା ବେଳେ ୭ରୁ…

ପିଶାଚଙ୍କ ପଂଝାରେ କୁନିଝିଅ । କଙ୍କଡ଼ାହାଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୫ ଅଟକ । ଏପଟେ ୫ ମାସ ପରେ ବି…

କନକ ବ୍ୟୁରୋ : ଇଏ ଏକ ଏମିତି କାହାଣୀ ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଇଛି । ମାତ୍ର ପାଂଚ ବର୍ଷର କୁନି ଝିଅ ସହିତ ଏମିତି କିଛି ଘଟିଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଗତ ପାଂଚ ମାସ ମଧ୍ୟରେ ଦୁଇ ଦୁଇଟି ହତ୍ୟା ଘଟଣା ଘଟିଛି । ହେଲେ କୌଣସି ଘଟଣାରେ ବି ହତ୍ୟାକାରୀ ପାଖରେ…

ଦୀପାବଳିରେ ଅଘଟଣ : ଦୀପ ନିଆଁରେ ରାଉରକେଲାରେ ଜଳିଗଲା ଘର । ଜଣେ ଗୁରୁତର, ବର୍ତ୍ତିଗଲା ୫ ମାସର ଶିଶୁ 

କନକ ବ୍ୟୁରୋ : ଆଲୋକ ଓ ଖୁସିର ପର୍ବ ଦୀପାବଳି ରାଉରକେଲାର ଏକ ପରିବାର ପାଇଁ ଦୁଃଖ ଆଣି ଦେଇଛି। ଦୀପ ନିଆଁରେ ଜଳି ଯାଇଛି ଘର। ପୁରୁଷୋତ୍ତମ ସାମଲ  ନିଆଁରେ ପୋଡି ଯାଇଥିବା ବେଳେ ପାଞ୍ଚ ମାସରେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛି। ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସମସ୍ତ…

ବିହାରରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ । ଆସନ୍ତାକାଲି ପାଟନାରେ ବସିବ ଏନଡିଏର ବିଧାୟକ ଦଳ ବୈଠକ

କନକ ବ୍ୟୁରୋ : ବିହାରରେ ଏନଡିଏକୁ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଏନଡିଏର ବିଧାୟକ ଦଳ ବୈଠକ ବସିବ ଓ ଏଥିରେ ବିଧାୟକ ଦଳ ନେତା ବଛାଯିବ । ପାଟନାରେ ହେବାକୁ ଥିବା ଏନଡିଏର ବିଧାୟକ ଦଳ ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ…

ଦୀପାବଳିରେ ଓଡିଶା-ଝାଡଖଣ୍ଡ ସୀମାରେ ଗୁଳିମାଡ । ପୂର୍ବ ପିଏଲଏଫଆଇ ମଦନ ମାଝିଙ୍କ ମୃତ୍ୟୁ

କନକ ବ୍ୟୁରୋ : ଆଜି ସନ୍ଧ୍ୟା ପ୍ରାୟ ୬ଟା ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନାରୁ ମାତ୍ର ୩୦ କିମି ଦୂର ଓଡିଶା -ଝାଡ଼ଖଣ୍ଡ ସୀମାନ୍ତରେ ଗୁଳିକାଣ୍ଡ ହୋଇଛି । ପିଏଲଏଫଆଇ ଗୁଳି ମାଡରେ ପୂର୍ବ ପିଏଲଏଫଆଇ ମଦନ ମାଝି (୪୫)ର ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।…

ଆସନ୍ତା ସୋମବାରରୁ ମହାରାଷ୍ଟ୍ରରେ ଖୋଲିବ ସବୁ ଧାର୍ମିକ ସ୍ଥଳ । ଉଦ୍ଧବ ସରକାର ଜାରି କଲେ ଗାଇଡଲାଇନ

କନକ ବ୍ୟୁରୋ : କରୋନା କାଳରେ ମହାରାଷ୍ଟ୍ରରେ ସୋମବାର ଠାରୁ ଖୋଲିବ ଧାର୍ମିକ ସ୍ଥଳ । ଶ୍ରଦ୍ଧାଳୁ ମାନେ ମନ୍ଦିର, ମସଜିଦ, ଗୀର୍ଜା ଯାଇ ଉପାସନା, ଆରାଧନା ପୂଜାର୍ଚ୍ଚନା କରିପାରିବେ । ଏନେଇ ଉଦ୍ଧବ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । କୋଭିଡ ନିୟମ ପାଳନ ସହ ସମସ୍ତେ ମାସ୍କ…