Daily Archives

November 19, 2020

ମାସ୍କ ନପିନ୍ଧିଲେ ଏବେ ଦିଲ୍ଲୀରେ ଦବାକୁ ହେବ ୨ ହଜାର ଟଙ୍କା ଜରିମାନା । ଗତ ୨୪ ଘଂଟାରେ ଦିଲ୍ଲୀରେ ୭ହଜାରରୁ ଅଧିକ…

କନକ ବ୍ୟୁରୋ : ନଭେମ୍ବର ମାସ ଆରମ୍ଭରୁ ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ୬ରୁ ୭ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ରାଜଧାନୀରେ କରୋନା ସଂକ୍ରମଣର ତୃତୀୟ ଲହଡି କାୟାବିସ୍ତାର କରୁଛି । ସଂକ୍ରମଣକୁ ଆୟତ କରିବା ପାଇଁ କିଛି ବଡ ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ…

୨୦୨୧ରେ ମହାକାଶ ଯାତ୍ରା କରିବ ମାନବ ବିହୀନ ଗଗନଯାନ । ୨୦୨୨ରେ ମଧ୍ୟ ଇସ୍ରୋ ପଠାଇବ ମାନବ ବିହୀନ ମହାକାଶଯାନ

କନକ ବ୍ୟୁରୋ : ମହାକାଶ ଯାତ୍ରା କରିବ ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ ବା ଇସ୍ରୋର ମାନବ ବିହୀନ ଗଗନଯାନ । ଏହାସହ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ରୋବର୍ଟ ମଧ୍ୟ ମହାକାଶକୁ ପଠାଇବାକୁ ଯୋଜନା କରୁଛି ଇସ୍ରୋ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ.ଶିବନ । ଏହି ମିଶନ…

ବଢିଲା କଂଗ୍ରେସ କଳି : କପିଲ୍ ଶିବଲଙ୍କ ପରେ ବିହାର ପରାଜୟ ପରେ କେନ୍ଦ୍ରୀୟ ନେତୃତ୍ୱକୁ ଟାର୍ଗେଟ କଲେ ପି ଚିଦାମ୍ବରମ

କନକ ବ୍ୟୁରୋ : ପଦାରେ ପଡିଲା କଂଗ୍ରେସର ଅନ୍ତରୀଣ କନ୍ଦଳ । ବିହାର ପରାଜୟ ପରେ କଂଗ୍ରେସର କଳି ବଢିବାରେ ଲାଗିଛି । ବରିଷ୍ଠ ନେତାଙ୍କ ଆରୋପ ପ୍ରତ୍ୟାରୋପ ରାଜନୀତି ଉଷ୍ମ ହେଉଛି । ଦଳର ବରିଷ୍ଠ ନେତା କପିଲ ଶିବଲଙ୍କ ପରେ ପି ଚିଦାମ୍ବରମ ଦଳର ନେତୃତ୍ୱକୁ ପୁଣି ଟାର୍ଗେଟ କରିଛନ୍ତି । ଯାହାର…

ପୁରୀ ହାଜତ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲା ବିଜେପି ବିଧାୟକ ଦଳ । ଏସପିଙ୍କୁ ବହିଷ୍କାର ସହ…

କନକ ବ୍ୟୁରୋ : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକ ପ୍ରତିନିଧୀ ଦଳ ପୁରୀ ଗସ୍ତ କରି ପୀଡିତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ପ୍ରଦୀପ୍ତ ନାଏକ ଆଜିର ଦିବସକୁ କଳା ଦିବସ ବୋଲି କହିବା ସହ ରାଜ୍ୟସରକାର ପୀଡିତ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ…

ଦୁର୍ନୀତି କଲେ, ପଦନ୍ନୋତି ପାଇଲେ । ପାଇଖାନା ନିର୍ମାଣରେ ହୋଇଥିଲା ଦୁର୍ନୀତି ଅଭିଯୋଗ । କାର୍ଯ୍ୟାନୁଷ୍ଠାନ…

କନକ ବ୍ୟୁରୋ : ଦୁର୍ନୀତି କଲେ, ପଦନ୍ନୋତି ପାଇଲେ । ଏପରି ଅଜବ ଘଟଣା ଘଟିଛି ବଲାଙ୍ଗୀରରେ । ଜିଲ୍ଲାରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଦୁର୍ନୀତି ଓ ବ୍ୟାପକ ଅନିୟମିତତାର ଖବର ଆମେ ପ୍ରସାରଣ କରିଥିଲୁ । ଯନ୍ତ୍ରୀ, ଅଧିକାରୀ ଓ ଠିକାଦାର କିଭଳି ଭାଗ ବାଣ୍ଟି ସରକାରୀ ଟଙ୍କା…

ଗୁହାଳ ନାହିଁ କି ଗାଈ ନାହିଁ । ବରଗଡ଼ ଜିଲ୍ଳା ସାହାଜବାହାଲରେ ଚାଷୀଙ୍କ ନାଁରେ ଉଠାଯାଇଛି ଋଣ ଟଙ୍କା

କନକ ବ୍ୟୁରୋ : ଗାଈ ଚୋରୀ କଥା ଆପଣ ଶୁଣିଥିଲେ । ହେଲେ ଗାଈ ଗୁହଳ ଚୋରି କଥା ଶୁଣିଲା ବେଳକୁ ଅଡୁଆ ଲାଗିବ ନିଶ୍ଚୟ । ହେଲେ ଯେଉଁଠି ଦୁର୍ନୀତି ଥିବ ସଠି ସବୁ ସମ୍ଭବ । ଠିକ୍ ଏଭଳି ଏକ ଦୁର୍ନୀତିର ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ସାହାଜବାହାଲ୍ ଗାଁରୁ । ଗାଈ ଓ ଗୁହାଳ ପାଇଁ ଚାଷୀଙ୍କୁ ଋଣ…