Daily Archives

November 4, 2020

ଫଳାଫଳ ଆସିବା ପୂର୍ବରୁ ହ୍ୱାଇଟ ହାଉସରେ ସେନା ଛାଉଣି, ସରକାରୀ ସଂସ୍ଥା ଗୁଡିକରେ ହାଇ ଆଲର୍ଟ । କିନ୍ତୁ  ଫଳାଫଳ ଆସିବା…

କନକ ବ୍ୟୁରୋ : ୱାସିଂଟନ୍ ସ୍ଥିତ ହ୍ୱାଇଟ ହାଉସ ଓ ଅନ୍ୟ ସରକାରୀ ସଂସ୍ଥାଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ଏହି ଅଂଚଳରୁ ସେନା ଛାଉଣିରେ ପରିଣତ କରାଯାଇଛି । କାରଣ ରାଷ୍ଟ୍ରପତି ନିର୍ବାଚନର ପରିଣାମକୁ ନେଇ ଆମେରିକାରେ ଏକ ବଡଧରଣ ଅଶାନ୍ତିର ଆଶଙ୍କା କରାଯାଉଛି । ୱାସିଂଟନ ଡିସି ସ୍ଥିତ…

ସ୍ୱିଙ୍ଗ ଷ୍ଟେଟ ବାଛିବ ଆମେରିକାର ସମ୍ରାଟ କିଏ? ଜାଣନ୍ତୁ କେମିତି ହୁଏ ଆମେରିକାରେ ଭୋଟ ଗଣତି, କେଉଁ ଆଧାରରେ ବଛାଯାଏ…

କନକ ବ୍ୟୁରୋ : ଆମେରିକାରେ ୫୦ଟି ରାଜ୍ୟ ମଧ୍ୟରୁ ୬ଟି ରହିଛି ସ୍ୱିଙ୍ଗ ଷ୍ଟେଟ । ଅର୍ଥାତ ଏସବୁ ରାଜ୍ୟରେ ପରିଣାମ ଯାହା ସପକ୍ଷରେ ଯିବ, ସିଏ ହ୍ୱାଇଟ ହାଉସର ଧ୍ୱଜାଧାରୀ ହେବା ଏକ ପ୍ରକାର ନିଶ୍ଚିତ । ଆଉ ବର୍ତମାନ ପର୍ଯ୍ୟନ୍ତ ଆସିଥିବା ପରିଣାମ ଅନୁସାରେ ଏସବୁ ରାଜ୍ୟରେ ରିପବ୍ଲିକାନ ପ୍ରାର୍ଥୀ…

ଭୋଟ ଗଣତି ମଝିରେ ବିଜୟୀ ନେଇ ଟ୍ରମ୍ପଙ୍କ ଦାବି । ଡେମୋକ୍ରାଟ ଦଳ ଭୋଟ ଚୋରି କରୁଥିବା ଓ ବିଜୟୀ ହେବାକୁ ପ୍ରୟାସ…

କନକ ବ୍ୟୁରୋ : ଭୋଟ ଗଣତି ବେଳେ ରାଷ୍ଟ୍ରପତି ଟ୍ରମ୍ପ ବିଜୟୀ ହୋଇଗଲେ ବୋଲି ଘୋଷଣା କରିବା ଚାରିଆଡେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ଫଳାଫଳକୁ ବିରୋଧୀ ବଦଳାଇ ଦେବାକୁ ଚକ୍ରାନ୍ତ କରୁଥିବା କହିଛନ୍ତି ଟ୍ରମ୍ପ । ଏଥିପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ…

ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ୍ ବିମାନ । ବଢିଲା ବାୟୁସେନାର ବଳ, ଥରହର ହେବ ଶତ୍ରୁ ଶିବିର ।

କନକ ବ୍ୟୁରୋ : ବଢିଲା ଭାରତୀୟ ବାୟୁସେନାର ବଳ । ଆକାଶର ଆତଙ୍କ ରଚିବ ଆକାଶର ବାହୁବଳୀ । ଛାତିରେ ପଶିବ ଛନକା, ଭୟରେ ଥରହର ହୋଇଉଠିବ ଶତ୍ରୁଶିବିର । ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ୍ ବିମାନ । ଏହି ୩ଟି ଲଢୁଆ ବିମାନ ଫ୍ରାନ୍ସରୁ ଅବିରାମ ଭାବେ ଉଡି, ଭାରତ ମାଟିରେ ଓହ୍ଲାଇଛି । ପୂର୍ବରୁ…

ଫିଲ୍ମ ଷ୍ଟାଇଲରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ହାତରେ ପଡ଼ିଲା ହ୍ୟାଣ୍ଡକପ୍ । ସକାଳୁ ସକାଳୁ ଘରୁ ଉଠାଇନେଲା ମୁମ୍ବାଇ ପୋଲିସ ।…

କନକ ବ୍ୟୁରୋ : ଆଜି ନାଟକୀୟ ଢଙ୍ଗରେ ଗିରଫ ହୋଇଥିଲେ ରିପବ୍ଲିକ ଟିଭି ଓ ରିପବ୍ଲିକ ଭାରତର ଏଡିଟର ଇନ୍ ଚିଫ ଅର୍ଣ୍ଣବ ଗୋସ୍ୱାମୀ । ଅର୍ଣ୍ଣବ ପ୍ରତିବାଦ କରୁଥାନ୍ତି କିନ୍ତୁ କ୍ରାଇମବ୍ରାଂଚ ଟିମ୍ ଓ ସିଟି ପୁଲିସ ଟିମର ଅଧିକାରୀଙ୍କ ଠାରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନଥାଏ । ପୁଲିସ…

ରୋଚକ ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ, ପ୍ରତି ଘଣ୍ଟାରେ ବଦଳୁଛି ଟ୍ରେଣ୍ଡ । କିଏ ଦଖଲ କରିବ ହ୍ୱାଇଟ ହାଉସ,…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ଅଛନ୍ତି ଡେମୋକ୍ରାଟ ଜୋ ବାଇଡେନ୍ । କିନ୍ତୁ ପ୍ରତି ଘଂଟାରେ ବଦଳିବାର ସମ୍ଭାବନା ରହିଥିବା ଏହି ଟ୍ରେଣ୍ଡ କାହାକୁ ରାଷ୍ଟ୍ରପତି ଆସନରେ ବସାଇବ ତାକୁ ନେଇ ସାରା ବିଶ୍ୱରେ ଉତ୍କଣ୍ଠା ଦେଖା ଦେଇଛି…