Daily Archives

November 2, 2020

ରାତି ପାହିଲେ ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବ ଆମେରିକା । ଟ୍ରମ୍ପ ଓ ବାଇଡେନଙ୍କ ଭିତରୁ କାହାକୁ ବାଛିବେ ଆମେରିକା ଜନତା…

କନକ ବ୍ୟୁରୋ: ରାତି ପାହିଲେ ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବ ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ବିରୋଧରେ ଥିବା ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କ ମଧ୍ୟରୁ ଜଣେ ବନିବ ଆମେରିକାରର ୪୬ତମ ରାଷ୍ଟ୍ରପତି । ତେବେ ଭାରତ ସହ ଆମେରିକାର ପଲିସି ଠାରୁ ଆରମ୍ଭ କରି କୋଭିଡ…

କିଏ ଖାଇଗଲା ବାବା କା ଢାବା ପଇସା ? ଭିଡିଓ ସେୟାର କରି ପ୍ରସିଦ୍ଧ କରାଇଥିଲେ, ଟଙ୍କା ନେଇ ଠକିଦେଲେ । ୟୁଟ୍ୟୁବର…

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବାବା କା ଢାବାକୁ ନେଇ ଏବେ ନୂଆ ଚର୍ଚ୍ଚା । ୟୁଟ୍ୟୁବର ଗୌରବ ୱାସନ ଏହି ବୃଦ୍ଧ ଦମ୍ପତିଙ୍କର ଏକ ଭିଡିଓ ବନାଇଥିଲେ ଯେଉଁଥିରେ କରୋନା ଯୋଗୁଁ ରୋଜଗାର ହେଉନଥିବାରୁ ନିଜର ଅସହାୟତା ପ୍ରକାଶ କରିଥିଲେ ଏହି ଦମ୍ପତି । ପରେ ଏହି ଭିଡିଓଟି ବେଶ…

କ୍ରିକେଟକୁ ବାଏ ବାଏ କହିଲେ ସେନ ୱାଟସନ । କ୍ରିକେଟର ସବୁ ଫର୍ମାଟରୁ ନେଲେ ସନ୍ୟାସ । ୨୦୨୧ରେ ଖେଳିବେନି ଆଇପିଏଲ

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗସ୍ ଦୁର୍ଦ୍ଦଶ ଖେଳାଳି ସେନ ୱାଟସନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି । ଚେନ୍ନାଇର ଏହି ଅଲରାଉଣ୍ଡର ୨୦୨୧ରୁ ଆଉ ହଳଦିଆ ଜର୍ସିରେ ନଜର ଆସିବେନି । ସେ ଟ୍ୱିଟ କରି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେନ ୱାଟସନ…

ଶତ୍ରୁ ଦେଶରୁ ସୁନ୍ଦରଗଡ । ୨୫ ବର୍ଷ ପରେ ପାକିସ୍ତାନରୁ ଫେରୁଛି ଓଡିଆ ପୁଅ । ବାଟ ଚାହିଁ ବସିଛି ମାଟି ମାଆ । କେମିତି…

କନକ ବ୍ୟୁରୋ: ସୁନ୍ଦରଗଡ କୁତ୍ରା ଗାଁରେ ଉତ୍ସବର ପରିବେଶ । କାରଣ ୨୫ ବର୍ଷ ପରେ ଗାଁରୁ ହଜିଯାଇଥିବା ଯୁବକ ଗାଁକୁ ଫେରୁଛି । ସୀମାପାର କରି ଲାହୋର ଜେଲରୁ ମାଟିର ପୁଅ ଫେରୁଛି । ଏବେ ପାକିସ୍ତାନରୁ ଓଡିଶାକୁ ଫେରୁଛି ପୁଅ । ଆଉ ତାଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ଆୟୋଜନ କରାଯାଇଛି । ଘର…

ଭାରତୀୟ ସେନାର ଡାକ୍ତରଙ୍କୁ ବଡ ସଫଳତା । ୧୬ ହଜାର ଫୁଟ୍ ଉଚ୍ଚତାରେ କଲେ ବିରଳ ଅସ୍ତ୍ରୋପଚାର । ଯବାନଙ୍କ ପେଟରୁ ବାହାର…

କନକ ବ୍ୟୁରୋ : ଚୀନସେନାଙ୍କର ଅନୁପ୍ରବେଶ ରୋକିବାକୁ ସିଆଚିନର ବରଫ୍ ପାହାଡ ଉପରେ ଜଗି ରହିଛି ଭାରତୀୟ ସେନା । ଏହା ମଧ୍ୟରେ ୧୬ ହଜାର ଫୁଟ ଉଚ୍ଚତା ଉପରେ ଭାରତୀୟ ସେନା ଡାକ୍ତରଙ୍କୁ ମିଳିଛି ବଡ ସଫଳତା । ପୂର୍ବ ଲଦାଖର ସର୍ଜିକାଲ ସେଣ୍ଟରରେ ଜଣେ ଯବାନଙ୍କ ବିରଳ ଅସ୍ତ୍ରୋପଚାର କରାଯାଇଛି ।…

ହନିଟ୍ରାପ୍ କୁ ନେଇ ଭାରତୀୟ ସେନାର ଚିନ୍ତା । ଟ୍ରାପ୍ ରୋକିବାକୁ ସେନା ଆପଣାଇଲା ଅଭିନବ ଉପାୟ । କେମିତି ରହିବେ…

କନକ ବ୍ୟୁରୋ : ଶତ୍ରୁରାଷ୍ଟ୍ରର ହନିଟ୍ରାପ ରୋକିବାକୁ ଭାରତୀୟ ସେନାର ନୂଆ ଯୋଜନା । ଶତୃରାଷ୍ଟ୍ର ଦ୍ୱାରା ହନିଟ୍ରାପ ମାଧ୍ୟମରେ ଫସୁଥିବା ଯବାନ ମାନଙ୍କୁ ଦିଆଯିବ ନୂତନ ଜ୍ଞାନ କୌଶଳର ଶିକ୍ଷା । ଭାରତୀୟ ସେନା ଆଣିଲା ଫେସ୍କାଲ ପ୍ରୋଫାଇଲ କ୍ଳୋନିଂ ବନ୍ଦ କରିବାର ବ୍ୟବସ୍ଥା । ଏହାଦ୍ୱାରା ଯବାନ…