Daily Archives

November 23, 2020

ମୁମ୍ବାଇର କରାଚି ସୁଇଟ୍ସର ନାଁକୁ ନେଇ ବଢୁଛି ବିବାଦ । ଫଡନଭୀସ କହିଲେ, ଦିନେ ଭାରତର ଅଂଶ ବନିବ କରାଚି । ଶିବସେନା…

କନକ ବ୍ୟୁରୋ : ଶିବସେନା ନେତାଙ୍କ ଭାଇରାଲ ଭିଡିଓ ପରେ କରାଚି ନାଁକୁ ନେଇ ବଢୁଛି ରାଜନୀତି । ଅଖଣ୍ଡ ଭାରତର ଉଲ୍ଲେଖ କରି ଗୋଟିଏ ଦିନ କରାଚି ଭାରତର ଅଂଶ ହେବ ବୋଲି କହିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନଭୀସ । ସେ କହିଛନ୍ତି ଯେ ଆମେ ଅଖଣ୍ଡ…

ଫେଲ୍ ମାରିଲା ସୈତାନ ପାକିସ୍ତାନର ଷଡଯନ୍ତ୍ର । ଗୁପ୍ତ ସୁଡଙ୍ଗ ଦେଇ ଭାରତକୁ ପଠାଇଥିଲା ଆତଙ୍କବାଦୀ, ଗୋଡାଇ ଗୋଡାଇ…

କନକ ବ୍ୟୁରୋ : ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଆଉ ଏକ ଆକ୍ରମଣ ଷଡଯନ୍ତ୍ର କରିଥିଲା ପାକିସ୍ତାନ । ଏଥିପାଇଁ ଗୁପ୍ତ ସୁଡଙ୍ଗ ଦେଇ ପଠାଇଥିଲା ଆତଙ୍କବାଦୀ । ସଇତାନ ପାକିସ୍ତାନର ନଗରୋଟା ଯୋଜନା ଫେଲ୍ ମାରିଯାଇଛି । ଆଉ ଭାରତ ହାତରେ ଲାଗିଛି ପାକିସ୍ତାନ ସଂପୃକ୍ତିର ବଡ ପ୍ରମାଣ । ମୋବାଇଲ ଟେକ୍ସଟ…

ବିହାର ପରାଜୟ ପରେ ପଦାରେ କଂଗ୍ରେସର ଅନ୍ତରୀଣ କନ୍ଦଳ । କପିଲ ସିବଲ ଓ ଚିଦାମ୍ବରମଙ୍କ ପରେ ମୁହଁ ଖୋଲିଲେ ଗୁଲାମ ନବୀ…

କନକ ବ୍ୟୁରୋ : ପଦାରେ ପଡିଲା କଂଗ୍ରେସ କନ୍ଦଳ । ବିହାର ପରାଜୟ ପରେ କଂଗ୍ରେସର କଳି ବଢିବାରେ ଲାଗିଛି । ବରିଷ୍ଠ ନେତାଙ୍କ ଆରୋପ ପ୍ରତ୍ୟାରୋପ ରାଜନୀତି ଉଷ୍ମ ହେଉଛି । ଦଳର ବରିଷ୍ଠ ନେତା କପିଲ ଶିବଲଙ୍କ ପରେ ପି ଚିଦାମ୍ବରମଙ୍କ ପରେ ଏବେ ମୁହାଁ ଖୋଲିଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ଗୁଲାମ…

ଜମ୍ମୁକଶ୍ମୀରର ସାମ୍ବା ସେକ୍ଟରରେ ଦେଖିବାକୁ ମିଳିଲା ଷଡଯନ୍ତ୍ରର ସୁଡଙ୍ଗ । ପାକିସ୍ତାନରେ ରହିଛି ପ୍ରବେଶ ଦ୍ୱାର, ଭାରତ…

କନକ ବ୍ୟୁରୋ : କିଛିଦିନ ତଳେ ଜାମ୍ମୁ-କାଶ୍ମୀରର ନଗରୋଟାରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ । ଆଉ ଏବେ ପାକିସ୍ତାନରୁ ଭାରତକୁ ଆତଙ୍କବାଦୀ ପଠାଇବା ପାଇଁ ତିଆରି ସୁଡଙ୍ଗର ପର୍ଦ୍ଦାଫାସ ହୋଇଛି । ଜାମ୍ମୁ-କାଶ୍ମୀରର ଭାରତୀୟ ସୀମାରେ ରହିଛି ଏହି ସୁଡଙ୍ଗ । ଯେଉଁ…

ଗ୍ରାମାଞ୍ଚଳ ପିଲାଙ୍କ ଚିନ୍ତା ବଢ଼ାଇଲା ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି । ଉଠିଲା ପ୍ରଶ୍ନ, ସରକାରୀ ସ୍କୁଲରେ ପାଠ…

କନକ ବ୍ୟୁରୋ : ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ପିଲାଙ୍କ ଚିନ୍ତା ବଢ଼ାଇଦେଇଛି । ସ୍କୁଲ ବନ୍ଦ ନିଷ୍ପତିକୁ ନେଇ ଦୁଇ ଦିନ ବିଧାନସଭାରେ ହଙ୍ଗାମା ପରେ ସରକାର କିଛି ସର୍ତ ବଦଳାଇଥିଲେ ମଧ୍ୟ ବନ୍ଦ କରିବା ଜିଦିରେ ଅଟଳ ରହିଛନ୍ତି । ଏବେ ପ୍ରଶ୍ନ ଉଠୁଛି ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲା…

ରେଙ୍ଗାଲି ତହସିଲ ଅଫିସ୍ ପୋଡ଼ି ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ମିଛ ଦସ୍ତାବିଜ ଦେଇ ୨ ଏକର ଜମି ଠକି…

କନକ ବ୍ୟୁରୋ : ରେଙ୍ଗାଲି ତହସିଲ ଅଫିସ୍ ପୋଡି ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ସତ । ପାରିବାରିକ ସମ୍ପତିକୁ ଜାଲ୍ ଦସ୍ତାବିଜ୍ ତିଆରି କରି ବିକ୍ରି କରିଦେବା ନେଇ ଅଭିଯୋଗ ଆଣିଥିଲେ ରାଜୀବ । ୨ ଏକର ଜମି ଠକି ନେଇଛନ୍ତି ଦଲାଲ୍, ବାରମ୍ବାର ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ ଏନେଇ…