Daily Archives

November 16, 2020

ରାୟଗଡାରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ : ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ, ବସ ତଳେ କିଛି ଯାତ୍ରୀ ଚାପି…

କନକ ବ୍ୟୁରୋ : ରାୟଗଡାରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଷମ କଟକ ଥାନା ଅନ୍ତର୍ଗତ କାମୁଣିଠାରେ ଏକ ଫର୍ଚୁନ ନାମକ ବସ ଦୁର୍ଘଟଣା ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାସହ ବସ ତଳେ କିଛି ଯାତ୍ରୀ ଚାପି…

କୋରାପୁଟ ଲକ୍ଷ୍ମୀପୁରରୁ ଆସିଲା ଅଭାବନୀୟ ଖବର । ରାତି ଅଧରେ ଫୁଟିଲା ମୋବାଇଲ । ବର୍ଷକର ଶିଶୁକନ୍ୟା ଗୁରୁତର

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ମୋବାଇଲ ଫାଟି ୧ବର୍ଷର ଶିଶୁକନ୍ୟା ଗୁରୁତର ହୋଇଛି । ଲକ୍ଷ୍ମୀପୁର ଅଂଚଳର ରୋହିତ ନାଚିକା ନିଜ ମୋବାଇଲ ଚାର୍ଜ କରିବା ପରେ ଖଟ ଉପରେ ରଖିଦେଇଥିଲେ । ସେହି ଖଟ ଉପରେ ତାଙ୍କ ପତ୍ନୀ ଓ ୧ବର୍ଷର ଝିଅ ଶୋଇଥିଲେ । ହେଲେ ହଠାତ ମଝି ରାତିରେ ମୋବାଇଲ…

ଓଡ଼ିଶାରେ ଧାନ ବିକି ପାରିବନି ଛତିଶଗଡ଼ ଚାଷୀ । ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ । ସ୍କାର୍ଡ ଗଠନ କରି…

କନକ ବ୍ୟୁରୋ : ବରଗଡ ଜିଲ୍ଲା ପଦ୍ମପୁରରେ ମଣ୍ଡି ଖୋଲିବା ପରେ ବି କେମିତି ଚାଷୀଙ୍କୁ ଟୋକନ ମିଳୁନାହିଁ ସେନେଇ ଗତକାଲି ଅଭିଯୋଗ ଆସିଥିଲା । ଏହାପରେ ଆଜି ଯୋଗାଣ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ପଞ୍ଜିକୃତ ଥିବା ସବୁ ଚାଷୀଙ୍କୁ ଟୋକନ ମିଳିବ । ସେମାନେ ମଣ୍ଡିରେ ଧାନ ବିକ୍ରିକରିପାରିବେ ।…

ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ ମନ୍ଦିର କବାଟ । ପ୍ରବଳ ତୁଷାରପାତରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଧଳା ଚାଦରରେ…

କନକ ବ୍ୟୁରୋ : ଶୀତକାଳ ପାଇଁ ବନ୍ଦ ହେଲା ଉତ୍ତରାଖଣ୍ଡର ଚାରିଧାମରୁ ଅନ୍ୟତମ ଧାମ କେଦାରନାଥ । ପ୍ରବଳ ତୁଷାରପାତ ମଧ୍ୟରେ ଆଜି କେଦାରନାଥ କବାଟ ବନ୍ଦ କରାଯାଇଛି । ପୋଲିସ ପ୍ରଶାସନ ଓ ଦେବସ୍ଥାନମ ବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ମନ୍ଦିର କବାଟ ବନ୍ଦ କରାଯାଇଛି । ଏହି ଅବସରରେ ଉତ୍ତରାଖଣ୍ଡ…

ଆଜିଠୁ ମନ୍ଦିରରେ ଠାକୁର ଦର୍ଶନ କଲେ ଭକ୍ତ । ୭ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ସ୍ଥଳ । କୋଭିଡ କଟକଣା…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ଅନୁଷ୍ଠାନ । ମହାରାଷ୍ଟ୍ର ସରକାର ଅନୁମତି ଦେବା ପରେ ମନ୍ଦିର, ମସଜିଦ୍, ଗୀର୍ଜା ସମେତ ସମସ୍ତ ଧାର୍ମିକ ପୀଠର ଦ୍ୱାର ଭକ୍ତଙ୍କ ପାଇଁ ଆଜିଠାରୁ ଖୋଲିଛି । ଦ୍ୱାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ପହଁଚି ସେମାନଙ୍କ ଆରାଧ୍ୟ ଦେବତାଙ୍କୁ…

ସୋନୁ ଆଉ କେତେ ଜିଣିବ ମନ? ୬ ବର୍ଷ ବାଳକର ଲିଭର ପ୍ରତିରୋପଣ ପାଇଁ ସହାୟତାର ହାତ ବଢାଇଲେ ସୋନୁ, ଧନ୍ୟବାଦ ଜଣାଇଲେ ମାଆ…

କନକ ବ୍ୟୁରୋ : ଜଣେ ଛଅ ବର୍ଷିୟ ବାଳକର ‘ଲିଭର୍‌’ ବା ଯକୃତ୍‌ ପ୍ରତିରୋପଣ ନିମନ୍ତେ ଅଭିନେତା ସୋନୁ ସୁଦ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ହର୍ଷବର୍ଦ୍ଧନ ନାମକ ବାଳକର ପରିବାରକୁ ସାହାଯ୍ୟ କରିବା ସହ ଅସ୍ତ୍ରୋପଚାର ନିମନ୍ତେ ସୁଦ୍‌ ଆବଶ୍ୟକ ଅର୍ଥ…