Daily Archives

November 21, 2020

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଭେଣ୍ଟିଲେଟରରେ ଭର୍ତ୍ତି । 

କନକ ବ୍ୟୁରୋ : କିଛି ଦିନ ପୂର୍ବେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହୋଇଥିବା ସୂଚନା ମିଳିଛି । ତାଙ୍କର କେତେକ ଅଙ୍ଗ କାମ କରୁନଥିବା ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ…

କିଏ ଦେହରେ ମହୁମାଛିକୁ ଛାଡୁଛି, ତ ପୁଣି କିଏ ୧୪ ଫୁଟର ନିଶ ରଖିଛି? ଗିନିଜ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଥିବା କିଛି…

କନକ ବ୍ୟୁରୋ : ରେକର୍ଡ ବୁକରେ ସାମିଲ ହେବା ପାଇଁ କିଏ ବା ନ ଚାହେଁ । ଦୁନିଆର ଏମିତି ଅନେକ ମଣିଷ ଅଛନ୍ତି ଯେଉଁମାନେ ରେକର୍ଡ ହାସଲ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି । ପୂରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିବାକୁ ଅହରହ ଉଦ୍ୟମ କରିଥାନ୍ତି । କିଏ ନିଜର ପ୍ରତିଭା ବଳରେ…

ଅଲଗା ହେବେ ଦେଶର ସବୁଠାରୁ ଚର୍ଚ୍ଚିତ ଆଇଏଏସ ଯୋଡି । ଜୟପୁର ଫ୍ୟାମିଲି କୋର୍ଟରେ ଛାଡପତ୍ର ଆବେଦନ କଲେ ଟିନା ଡାବି ଓ…

କନକ ବ୍ୟୁରୋ : ବିବାହର ଦୁଇ ବର୍ଷ ପରେ ଅଲଗା ହେବେ ଦେଶର ସବୁଠୁ ଚର୍ଚ୍ଚିତ ଆଇଏଏସ ଯୋଡି । ଛାଡପତ୍ର ପାଇଁ ଆବେଦନ କରିଛନ୍ତି ଟିନା ଡାବି ଓ ଅଥର ଖାନ । ଏଥିପାଇଁ ଜୟପୁର ଫ୍ୟାମିଲି କୋର୍ଟରେ ଉଭୟଙ୍କ ପକ୍ଷରୁ ଆବେଦନ କରାଯାଇଛି । ଆପୋଷ ବୁଝାମଣାରେ ଛାଡପତ୍ର ଦେବା ପାଇଁ ନଭେମ୍ବର ୧୭ତାରିଖରେ…

ଆତଙ୍କାବଦୀ କାର୍ଯ୍ୟକଳାରୁ ଦୂରେଇ ରହୁ ବୋଲି ପାକିସ୍ତାନ । ନାଗରୋଟା ଘଟଣା ପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଭାରତ

କନକ ବ୍ୟୁରୋ : ନାଗରୋଟା ଆତଙ୍କବାଦୀ ଘଟଣା ପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି ଭାରତ । ନୂଆଦିଲ୍ଲୀ ରୋକଠୋକ୍ ଭାଷାରେ ଶୁଣାଇଦେଇଛି ଯେ, ପାକିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପରୁ ଦୂରେଇ ରହୁ । ଏହାସହ ପାକିସ୍ତାନ ମାଟିରୁ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ ଯେପରି ବନ୍ଦ ହେବ,…

ସ୍କୁଲ ବନ୍ଦ ପ୍ରସଙ୍ଗରେ ଉଠିଲା ପଡ଼ିଲା ବିଧାନସଭା । ବାଚସ୍ପତିଙ୍କ ପୋଡିୟମ ସାମନାରେ ମୁଣ୍ଡ ପିଟିଲେ ତାରା । କହିଲେ,…

କନକ ବ୍ୟୁରୋ : ସ୍କୁଲ ବନ୍ଦ ନିଷ୍ପତିକୁ ବିରୋଧ କରି ପୋଡିୟମରେ ମୁଣ୍ଡ ବାଡେଇ ଦେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ରାଜ୍ୟରେ ୧୪ ହଜାର ପ୍ରାଇମେରୀ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭାରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ତୁମ୍ବିତୋଫାନ । ଗୃହ ଆରମ୍ଭରୁ ସରକାରଙ୍କ ନିଷ୍ପତିକୁ…

ହାଜତ ମୃତ୍ୟୁ ପ୍ରସଙ୍ଗରେ ହଙ୍ଗାମା ଜାରି । ବିଧାନସଭାରେ ଶାସକ ଦଳକୁ ଘେରିଲେ ବିରୋଧୀ, ପୁରୀରେ ବିଜେପିର ଶୋଭାଯାତ୍ରା,…

କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ଘଟଣାରେ ଏସପିଙ୍କ ବଦଳି ଓ ବାସେଳୀସାହି ଥାନାର ଏସଆଇ ସମେତ ୩ ଜଣଙ୍କ ନିଳମ୍ବନ ପରେ ବି ଏହି ମାମଲା ଥମିବାର ନାଁ ନେଉନାହିଁ । ବିଧାନସଭାରେ ଏହାକୁ ନେଇ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏପଟେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ…