Daily Archives

November 5, 2020

ଦୀପାବଳୀ ପୂର୍ବରୁ ଦୁଃଖ…ବାରୁଦ ଭରିଲେ ମେଣ୍ଟୁଥିଲା ଭୋକ । ଏଥର ବାଣ ଉପରେ କଟକଣା ଲାଗିବା ପରେ କାନ୍ଦୁଛନ୍ତି…

କନକ ବ୍ୟୁରୋ: ଯେଉଁ ବାରୁଦକୁ ବାଣ କରି ଭୋକ ମେଣ୍ଟାଉ ଥିଲେ ଆଜି ସେଇ ବାଣ ଉପରେ ଲାଗିଥିବା କଟକଣା ଅନେକଙ୍କୁ କନ୍ଦାଉଛି । ଅନେକ ପରିବାରଙ୍କ ମୁହଁରେ ହସ ଫୁଟାଉଥିବା ଫଟକା ଏଥର ଫୁଟିବନି ବୋଲି ସରକାର କହିବା ପରେ ଏବେ କାନ୍ଦୁଛନ୍ତି ବାଣ ବ୍ୟବସାୟୀ ଓ କାରୀଗର । କରୋନା ମୁକାବିଲା ପାଇଁ ଏଥର…

ବଢିବ ବାୟୁସେନାର ବାହୁବଳୀ ରାଫେଲର ଶକ୍ତି । ଖଞ୍ଜାଯିବ ହ୍ୟାମର ମିଜାଇଲ । ସେପଟେ ଭାରତରେ ପହଂଚିଲା ଆଉ ୩ଟି ରାଫେଲ…

କନକ ବ୍ୟୁରୋ : ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ ଆକାଶର ବାହୁବଳୀ । ରାଫେଲ ଯୁଦ୍ଧ ବିମାନରେ ଖଂଜାହେବ ହ୍ୟାମର ମିଜାଇଲ । ହ୍ୟାମର ବା ହାଇଲି ଏଜାଇଲ ଆଣ୍ଡ ମେନୋବରେବଲ ମ୍ୟୁନେସନ ଏକ୍ସଟେଣ୍ଡେଡ ରେଂଜ ଅର୍ଥାତ ଏହା ଆକାଶରୁ ଭୁପୃଷ୍ଠକୁ ଟାର୍ଗେଟ କରୁଥିବା ରକେଟ ଜରିଆରେ କାର୍ଯ୍ୟ କରୁଥିବା…

ଓଡ଼ିଶାରେ ନିଯୁକ୍ତିର ବଡ଼ ସମ୍ଭାବନା : ୯୨ ହଜାର ୭୧୩ କୋଟିର ୫ଟି ମେଗା ପ୍ରକଳ୍ପରେ ପୁଞ୍ଜି ନିବେଶ ପ୍ରସ୍ତାବକୁ ଅନୁମତି…

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ରାଜ୍ୟକୁ ଆସୁଛି ୯୨ ହଜାର କୋଟିରୁ ଅଧିକ ଟଙ୍କା ପୁଂଜିନିବେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାଇ-ଲେବୁଲ୍ କ୍ଲିୟରାନ୍ସ ଅଥରିଟିର ବୈଠକରେ ୫ଟି ବଡ଼ ପୁଂଜିନିବେଶ ପ୍ରସ୍ତାବକୁ ଅନୁମତି ମିଳିଛି । ଫଳରେ ରାଜ୍ୟରେ ୯୨ ହଜାର…

ସ୍ତ୍ରୀ ଆଣିଲେ ଅଭିଯୋଗ, କହିଲେ ମୋ ସ୍ୱାମୀଙ୍କର ଅଛନ୍ତିି ୨୦ଜଣ ପତ୍ନୀ । ବିବାହିତ ହୋଇ ବି ଅନେକ ଯୁବତୀଙ୍କୁ ପ୍ରେମ…

କନକ ବ୍ୟୁରୋ : ଜୟପୁର ଟାଉନ ଥାନାରୁ ଆସିଛି ସାଂଘାତିକ ଅଭିଯୋଗ, ଯାହା ପୁଲିସ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।  ଜଣେ ମହିଳା ଥାନାରେ ଅଭିଯୋଗ କରି କହିଛନ୍ତି, ତାଙ୍କ ସ୍ୱାମୀଙ୍କ ୨୦ ଜଣ ସ୍ତ୍ରୀ ଅଛନ୍ତି । ଅନ୍ୟର ପତ୍ନୀକୁ ଘରକୁ ଆଣି ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଛି । ଜୟପୁର…

ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ । ୨୦୦ ରନ କଲା ମୁମ୍ବାଇ । ଦିଲ୍ଲୀ ଆଗରେ ୨୦୧ ରନ ଟାର୍ଗେଟ

କନକ ବ୍ୟୁରୋ : ଆଜିର ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ ମୁମ୍ବାଇ ବିଶାଳ ୨୦୦ ରନ କରିବାରେ ସକ୍ଷମ ହୋଇଛି । ଏବେ ଦିଲ୍ଲୀ ଆଗରେ ୨୦୧ ରନର ଟାର୍ଗେଟ ରହିଛି । ଦିଲ୍ଲୀକୁ ଏହି ମ୍ୟାାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ…

ପଛରେ ପଡ଼ିଲେ ଟ୍ରମ୍ପ, ବିଜୟର ଦ୍ୱାର ଦେଶରେ ବାଇଡେନ୍ । ୨୬୪ ଆସନ ସହ ଆଗରେ ଜୋ ବାଇଡେନ୍

କନକ ବ୍ୟୁରୋ : ଏବେ ବି ଜାରି ରହିଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । କିଏ ଜିତିବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନା ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍ , ତା ଉପରେ ରହିଛି ସାରା ବିଶ୍ୱର ନଜର । ଏସବୁ ଭିତରେ ଶେଷ ହୋଇଥିବା ଗଣତି ଅନୁସାରେ ଢ଼େର ଆଗୁଆ ଅଛନ୍ତି ଡେମୋକ୍ରାଟ…