Daily Archives

November 7, 2020

ବାଜି ମାରିନେଲେ ବାଇଡେନ । ଟ୍ରମ୍ପଙ୍କୁ ହରାଇ ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ ବାଇଡେନ, ଭାରତୀୟ ବଂଶୋଦ୍ଭବ କମଳା…

କନକ ବ୍ୟୁରୋ : ଟ୍ରମ୍ପଙ୍କୁ ହରାଇଲେ ଜୋ ବାଇଡେନ । ହ୍ୱାଇଟ ହାଉସ ଦଖଲ ରେସରେ ବାଜି ମାରିଲେ ବାଇଡେନ । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବାଇଡେନ । ଡେମୋକ୍ରାଟ ଦଳର ପ୍ରାର୍ଥୀ ବାଇଡେନ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଟ ଟମ୍ପଙ୍କୁ ମାତ୍ ଦେଇ ଏହି…

ସମୁଦ୍ର ଭିତରେ ନୌସମରାଭ୍ୟାସ । ଶତ୍ରୁ ଦେଖିବ ଭାରତର ଦମ୍ ।

କନକ ବ୍ୟୁରୋ : ସମୁଦ୍ର ଭିତରେ ନୌସମରାଭ୍ୟାସ । ବଙ୍ଗୋପସାଗରରେ ମାଲାବାର ଏକ୍ସରସାଇଜରେ ଦମ ଦେଖାଇଛନ୍ତି ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ । ବଙ୍ଗୋପସାଗରରେ ୩ରୁ ୬ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସମରାଭ୍ୟାସ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆରବ ସାଗରରେ ୧୭ରୁ ୨୦ତାରିଖ ଯାଏଁ…

ଆଇପିଏଲରୁ ବିଦା ହେବା ପରେ କୋହଲିଙ୍କ କ୍ୟାପଟେନସିପକୁ ନେଇ ପ୍ରଶ୍ନ ଉଠାଇଲେ ଗୌତମ ଗମ୍ଭୀର । କହିଲେ, ଅଧିନାୟକତ୍ୱ…

କନକ ବ୍ୟୁରୋ : ଚଳିତ ଆଇପିଏଲରେ ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନୈରାଶଜନକ ବ୍ୟାଟିଂ କରିଛି । ଶୁକ୍ରବାର ଏଲିମିନିଟର ମୁକାବିଲାରେ ହାଇଦ୍ରାବାଦ ଠାରୁ ୬ୱିକେଟରେ ହାରି ବିଦାୟ ନେବାକୁ ବାଧ୍ୟ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଉ ଏହି ମ୍ୟାଚ ପରେ…

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ୪୪% ଲୋକଙ୍କର ପସନ୍ଦ ତେଜସ୍ୱୀ । ପଛରେ ପଡିଲେ ନୀତିଶ, ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ…

କନକ ବ୍ୟୁରୋ : ଏଥର ବିହାରରେ ପଲଟିବ ବାଜି । ସଂକେତ ଦେଲା ବୁଥ୍ ବାହୁଡା ମତ । ତେଜସ୍ୱୀଙ୍କ ତେଜରେ ବିହାରରେ ଏଥର ଜଳିବ ଲଣ୍ଠନ । ଏନଡିଏକୁ ମାତ୍ ନେଇ ବିହାର ନିର୍ବାଚନୀ ମୈଦାନରେ ବାଜି ମାରିବ ତେଜସ୍ୱୀଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ । ବିଭିନ୍ନ ଏକଜିଟ୍ ପୋଲରେ ବିହାରର ନୂଆ ବାଜିଗର ଭାବେ…

ପୁଣି ଝୁଲିଲା ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନ । ଶୁଣାଣୀ ସଂରକ୍ଷିତ ରଖିଲେ ବମ୍ବେ ହାଇକୋର୍ଟ, ଡିସେମ୍ବର ୧୦ରେ…

କନକ ବ୍ୟୁରୋ : ପୁଣି ଝୁଲିଲା ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନ । ଶୁଣାଣୀ ସଂରକ୍ଷିତ ରଖିଲେ ବମ୍ବେ ହାଇକୋର୍ଟ । ଡିସେମ୍ବର ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ତେବେ ଏହି ସମୟ ମଧ୍ୟରେ ତଳ କୋର୍ଟରେ ଆବେଦନ କରିପାରିବେ ଅର୍ଣ୍ଣବ । ଅନଭୟ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ…

ସମ୍ପତ୍ତି କଳିର ସତ କଣ? କନକନ୍ୟୁଜରେ ଶ୍ୱଶୂର ନବଘନ ସେଠୀଙ୍କ ନାଁରେ ବୋହୂ ଆଣିଲେ ଅଭିଯୋଗ: କହିଲେ ତାଙ୍କ ସହ ଅସଦାଚରଣ…

କନକ ବ୍ୟୁରୋ: ପଳାଶୁଣି ବୃଦ୍ଧଙ୍କୁ ନିର୍ଯାତନା ମାମଲାରେ ଆସିଛି ନୂଆ ମୋଡ । ଶୂଶୁର ନବଘନ ସେଠୀ ତାଙ୍କୁ ଅସଦାଚରଣ କରିଥିବା ଭିଳି ସଂଗୀନ ଅଭିଯୋଗ ଆଣିଛନ୍ତିି ବୋହୂ ଚିନ୍ମୟୀ ସେଠୀ । କେବଳ ତାଙ୍କୁ ନୁହେଁ ଭଡାଟିଆଙ୍କୁ ମଧ୍ୟ ନବଘନ ଏଭଳି ଅସଦାଚରଣ କରିଥିବାର ନଜିର ରହିଥିବା ସେ କହିଛନ୍ତି ।…