Daily Archives

November 12, 2020

ବିଜୟ ପାଇଁ ବାଲେଶ୍ୱର ଓ ତିର୍ତ୍ତୋଲ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡି ସୁପ୍ରିମୋ । କହିଲେ, ଲୋକଙ୍କୁ ଦେଇଥିବା…

କନକ ବ୍ୟୁରୋ : ଭିଡିଓ କନଫରେନିଂ ଜରିଆରେ ତିର୍ତ୍ତୋଲ ଓ ବାଲେଶ୍ୱରର କର୍ମୀ, ପର୍ଯ୍ୟବେକ୍ଷକ ଓ ନେତାମାନଙ୍କ ସହ ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଉପ ନିର୍ବାଚନରେ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ଜନସାଧାରଣ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଇଥିବାରୁ…

ଦୁବାଇରୁ ଫେରୁଥିବା ବେଳେ ମୁମ୍ବାଇ ଏୟାରପୋର୍ଟରେ କୃନାଲ ପାଣ୍ଡ୍ୟା ଅଟକ । ପାଖରେ ଅଧିକ ମାତ୍ରାରେ ସୁନା ରଖିଥିବା…

କନକ ବ୍ୟୁରୋ : ଭାରତୀୟ କ୍ରିକେଟର କୃନାଲ ପାଣ୍ଡ୍ୟାଙ୍କୁ ଆଜି ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା । ମୂଲ୍ୟବାନ ସାମଗ୍ରୀ ନେଉଥିବା ସନ୍ଦେହରେ ତାଙ୍କୁ ଅଟକ ରଖିଥିଲେ ଡାଇରକ୍ଟୋରେଟ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସର ଅଧିକାରୀମାନେ । ତେବେ ଅନେଇ ଅଧିକାରୀମାନେ ଅନୁସନ୍ଧାନ ଜାରି…

ଭାରତରେ ୨୦୨୧ ଟି-୨୦ ବିଶ୍ୱକପ । ବିସିସିଆଇ କହିଲା, ଆଇପିଏଲ ଭଳି ଟି-୨୦ ବିଶ୍ୱକପକୁ ମଧ୍ୟ ସଫଳତାର ସହ ଆୟୋଜନ କରିବୁ ।…

କନକ ବ୍ୟୁରୋ : ୨୦୨୧ ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଭାରତରେ ୨୦୨୧ରେ ଅକ୍ଟୋବର ଓ ନଭେମ୍ବର ମାସରେ ଟି-୨୦ ବିଶ୍ୱକପ ଆୟୋଜନ ପାଇଁ ଆଇସିସି ସ୍ଥିର କରିଛି । ତେବେ ଏନେଇ ବିସିସିଆଇ ମଧ୍ୟ ପ୍ରସ୍ତୁତ ଅଛି । ଆଇପିଏଲ ଭଳି ଟି-୨୦ ବିଶ୍ୱକପକୁ ମଧ୍ୟ ସଫଳତାର ସହ ଅନୁଷ୍ଠିତ…

ନୂଆ ରୂପରେ ଭାରତକୁ ଫେରୁଛି ପବଜି । ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ଭାରତ ପାଇଁ ଖୁବଶୀଘ୍ର…

କନକ ବ୍ୟୁରୋ : ଭାରତ ଆସୁଛି ପବଜି । ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ପୁଣି ମୋବାଇଲରେ ଚାଲିବ ପବଜିର ଜଲୱା । ୱିନର ୱିନର, ଚିକେନ୍ ଡିନର । ଭାରତୀୟ ବ୍ୟାଟେଲଗ୍ରାଉଣ୍ଡରେ ପୁଣି ଚାଲିବ ପବଜିର ରାଜ୍ । ପୁଣି ଯୁବବର୍ଗଙ୍କୁ ପାଗଳ କରିବ ପବଜି, ଆଉ ଚିକେନ୍ ଡିନର । ଭାରତରେ…

ଜିତୁ ଜିତୁ ହାରିଗଲା ମହାମେଣ୍ଟ । ହାତ ପାହାନ୍ତାରୁ ମହାଗଠବନ୍ଧନ ହାତରୁ ଦୂରେଇଗଲା ବିହାର ସିଂହାସନ

କନକ ବ୍ୟୁରୋ : ଏଥର ବିହାର ନିର୍ବାଚନରେ କଡ଼ା ଟକ୍କର ରାଜନୈତିକ ସମୀକ୍ଷକମାନଙ୍କୁ ଭୋଟ୍ ଗଣିତକୁ ନେଇ ନୂଆ ପ୍ରକାର ତର୍ଜମା କରିବାକୁ ଖୋରାକ ଯୋଗାଇଛି  ।  ତାର କାରଣ ହେଉଛି ବିଜୟ ଓ ପରାଜୟ ଭିତରେ ମାତ୍ର କିଛି ହଜାର ଭୋଟର ବ୍ୟବଧାନ ରହିଛି  । ବିହାରର ମୁଖ୍ୟମନ୍ତ୍ରୀ ସିଂହାସନ ଠାରୁ…

ଆସନ୍ତାକାଲି ଧନତେରାସ : ପରମ୍ପରାକୁ ମାନି ସୁନା କିଣିବା ପାଇଁ ଲୋକଙ୍କ ମନରେ ପ୍ରକାଶ ପାଇପାରେ ଆଗ୍ରହ । ବିଶେଷଜ୍ଞ…

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସୁନା ଦୋକାନ ଗୁଡିକ ପ୍ରସ୍ତୁତ ହେଉଛନ୍ତି ଧନତେରାସ ପାଇଁ । ଯଦିଓ, ଏହା ଓଡିଆଙ୍କ ଏକ ପରମ୍ପରା ନୁହେଁ ତଥାପି ଉତ୍ତର ଭାରତର ଏହି ବିଶ୍ୱାସ ଏବେ ଓଡିଶାରେ ବି ବେଶ ଚାଲିଛି । ୨୦୧୮ ଦୀପାବଳୀରୁ ୨୦୧୯ ଦୀପାବଳୀ ଯାଏଁ ଲକ୍ଷ୍ୟ କଲେ, ଜଣାପଡିବ  ଯିଏ ସୁନା କିଣି…