Daily Archives

November 28, 2020

କୁଳପତି ଚୟନରେ କ’ଣ ପ୍ରଶ୍ନ କରିଥିଲେ ରାଜ୍ୟପାଳ? କେଉଁ ପ୍ରଶ୍ନର ଉତ୍ତର ଦେଇ କୁଳପତି ହେଲେ ପ୍ରାର୍ଥୀ, ପଢ଼ନ୍ତୁ…

କନକ ବ୍ୟୁରୋ: ଓଡିଶାର ୬ଟି ବିଶ୍ୱବିଦ୍ୟାଳୟର କୁଳପତି ଚୟନ ପାଇଁ ରାଜ୍ୟପାଳ କରିଥିବା ପ୍ରଶ୍ନକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ଗତ ସୋମବାର ପତ୍ନିଙ୍କ ଦେହାନ୍ତ ସତ୍ୱେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍୍ କୁଳପତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ । ସର୍ଟଲିଷ୍ଟ କରି…

ବାବୁଙ୍କୁ ଦରକାର ଥିଲା ବଟର…ପୋଲିସ ଦେଲା ମଟର । ଡଲଫ ଗଦିରୁ ଜେଲ୍ ବିଛଣା…ପଢ଼ନ୍ତୁ ଜେଲରେ କେମିତି କଟିଲା…

କନକ ବ୍ୟୁରୋ: ଦିନେ ଯିଏ ଲକ୍ଷାଧିକ ଟଙ୍କାର ଡାଇନିଂର ମଜା ନେଉଥିଲେ, ସେ ଆଜି ଲମ୍ବା ଧାଡିରେ ଠିଆ ହୋଇ ଖାଇବା ଅପେକ୍ଷାରେ । ବିଳାସପୂର୍ଣ୍ଣ ପଲଙ୍କର ଆରାମ ଗଦି ନହେଲେ ଯାହାଙ୍କୁ ନିଦ ହେଉ ନଥିଲା, ସିଏ ଏବେ ସିମେଂଟ ଚଟାଣ ଉପରେ ଶୋଇଛି । ଏବେ ଷ୍ଟାର ହୋଟେଲର ରଙ୍ଗୀନ କୋଠରୀ  ନୁହେଁ ବରଂ…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ଼ ଖବର । ପହିଲାରୁ ଏଟିଏମ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ, ଓଟିପି…

କନକ ବ୍ୟୁରୋ : ଆସନ୍ତା ଡିସେମ୍ବରରୁ ଏଟିଏମରୁ ଟଙ୍କା ଉଠାଣ ନିୟମ ବଦଳାଇବ ପିଏନବି । ଟଙ୍କା ଉଠାଣ ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ପିଏନବି ନିୟମରେ ପରିବର୍ତ୍ତନ ଆଣିଛି। ଡିସେମ୍ବର ୧ ଠାରୁ ଗ୍ରାହକମାନେ ଓଟିପି ମାଧ୍ୟମରେ ଟଙ୍କା ଉଠାଇ ପାରିବେ। ୧୦,୦୦୦ରୁ ଅଧିକ ଟଙ୍କା ଉଠାଇବାକୁ…

ଦୁର୍ଲଭ ନାଗାର୍ଜୁନ ବେଶ ଦେଖିବାରୁ ବଂଚିତ ହେଲେ ଲକ୍ଷ ଲକ୍ଷ ଭକ୍ତ: ହେଲେ ବେଶ ସମୟରେ ସରକାରୀ ବାବୁଙ୍କ ଭିଡ଼ ନେଇ ଆସିଲା…

କନକ ବ୍ୟୁରୋ: ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନକୁ ନେଇ ନୂଆ ବିବାଦ । ଠାକୁରଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାରୁ ବଂଚିତ ହେଲେ ଭକ୍ତ । କିନ୍ତୁ ସରକାରୀ ବାବୁଙ୍କ ପାଇଁ ଶ୍ରୀମନ୍ଦିରର ସାହାଣ ମେଲା ଚାଲିଥିଲା ବୋଲି ଅଭିଯୋଗ ଆସିଛି । ଏନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, ପୁରା…

ପରୀ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ କରିବ ଏସଆଇଟି: ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ…

କନକ ବ୍ୟୁରୋ: ‘ପରୀ’ ମୃତ୍ୟୁର ରହସ୍ୟ ଖୋଲିବ ଏସଆଇଟି ଟିମ୍ । ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସଆଇଟି ଟିମ୍ କୁନି ଝିଅ ପରୀ ମୃତ୍ୟୁର ସତ ସାମ୍ନାକୁ ଆଣିବ । ହାଇକୋର୍ଟଙ୍କ ନିରୀକ୍ଷଣରେ ତଦନ୍ତ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଏସଆଇଟି ତଦନ୍ତରେ ସନ୍ତୁଷ୍ଟ…

ଏସଆଇଟି ଖୋଲିବ ଆଇଏଫଏସ ଅଭୟ ପାଠକଙ୍କ ଅପରାଧ ପେଡି: ଟିମରେ ଅଛନ୍ତି ୨୦ ସଦସ୍ୟ, ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ସବୁ…

କନକ ବ୍ୟୁରୋ: ଏସଆଇଟି ତଦନ୍ତ ଖୋଲିବ ଧୁର୍ତ ଆଇଏଫଏସ ଅଭୟ ପାଠକଙ୍କ ଦୁର୍ନୀତିର ପେଡି । ଜେଲରେ ଥିବା ବାବୁଙ୍କ ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ସବୁ ଦିଗରୁ ତଦନ୍ତ କରିବ ୨୦ ଜଣିଆ ଏସଆଇଟି ଟିମ୍ । ବ୍ୟାଙ୍କ ଅଧିକାରୀ, ବନ ଅଧିକାରୀ, ସଂପର୍କୀୟ, ସହଯୋଗୀଙ୍କୁ ନେଇ ତଦନ୍ତ କରିବ ଏସଆଇଟି ।…