Daily Archives

November 22, 2020

କଷ୍ଟ କଲେ କୃଷ୍ଣ ମିଳେ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଆନ୍ଧ୍ରର ଯୁବ ଚାଷୀ । ଅଲୋଡା ପଡିଆ ଜମିରେ ନିଜ ପରିଶ୍ରମରେ…

କନକ ବ୍ୟୁରୋ : ଆମ ରାଜ୍ୟରେ ଅଲୋଡା ହୋଇ ପଡିଆ ପଡିଥିଲା ଜମି । ଏହି ଅବ୍ୟବହୃତ ଜମିରେ ସୁନା ଫଳାଇଲେ ଆନ୍ଧ୍ରର ଯୁବଚାଷୀ । ପିଜୁଳି ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାର ଦେବାର ମାଧ୍ୟମ ସାଜିଛନ୍ତି । ଦେଖନ୍ତୁ, ଓଡିଶା ମାଟିରେ ଆନ୍ଧ୍ର ଚାଷୀଙ୍କ ସଫଳତାର କାହାଣୀ ।…

ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବାରେ ବିତିଲା ୯ ଦିନ । ଏଯାଏଁ ପୁଲିସ୍ ହାତ ଖାଲି

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ କୁ ୯ ମାସ ବିତିଲାଣି । ଆଉ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରଓାଲଙ୍କ ସମେତ ୪ ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହେବାକୁ ମଧ୍ୟ ୯ ଦିନ ବିତିଛିି । ତେବେ ପୁଲିସର ହାତ କିନ୍ତୁ ଏ ଯାଏଁ ଖାଲି ।…

ପାକ୍ ସୀମାରେ ସୁଡଙ୍ଗ । ସୀମାଠାରୁ ମାତ୍ର ୧୬୦ ମିଟର ଦୂରରେ ଠାବ ହେଲା ଗୁପ୍ତ ସୁଡଙ୍ଗ । ଏହି ରାସ୍ତା ଦେଇ ଆତଙ୍କବାଦୀ…

କନକ ବ୍ୟୁରୋ : ସୀମାରେ ସୁଡଙ୍ଗ । ନଗରୋଟା ଏନ୍କାଉଂଟରରେ ୪ ଜଣ ଆତଙ୍କବାଦୀ ନିହତ କରିବା ପରେ ଭାରତୀୟ ସେନାକୁ ଆଜି ଆଉ ଏକ ସଫଳତା ମିଳିଛି । ଜାମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରକୁ ଲାଗିଥିବା ଅର୍ନ୍ତଜାର୍ତୀୟ ସୀମା ନିକଟରେ ଏକ ସୁଡଙ୍ଗ ଚିହ୍ନଟ ହୋଇଛି । ସୀମାରୁ ମାତ୍ର ୧୬୦ ମିଟର ଦୂରରେ ଏହା…

ଯାଜପୁର ରସୁଲପୁର ଅଞ୍ଚଳରେ ରେଶମ ବୁଣାକାରଙ୍କ ପାଇଁ କାଳ ସାଜିଲା କରୋନା । କଟକଣା ଭିତରେ ପ୍ରଭାବିତ ହୋଇଛି ବ୍ୟବସାୟ

କନକ ବ୍ୟୁରୋ : କରୋନା ମହାମାରି ବୁଣାକାରଙ୍କ ବ୍ୟବସାୟରେ ସାଜିଛି ପ୍ରତିବନ୍ଧକ । ଆମେ କହୁଛୁ ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ ଗୋପାଳପୁର ଗାଁର ରେଶମୀ ମଣିଷଙ୍କ କଥା । ପାଖାପାଖି ତିନି ହଜାର ବୁଣାକାର ପରିବାର ଏହି କୌଳିକ ବୃତିକୁ ଆଦରି ଥିବା ବେଳେ ଏବେ ପରିବାର ଚଳାଇବା କଷ୍ଟ । ଏ ହେଉଛି…

ଦିଲ୍ଲୀରେ ଏବେ ଓଡିଶା କନ୍ଧମାଳ ହଳଦୀର ବଢିଛି ଚାହିଦା । ଜୈବିକ ପଦ୍ଧତିରେ ଉତ୍ପାଦିତ ହଳଦୀ ପାଇଁ ଲୋକଙ୍କ ମଧ୍ୟରେ…

କନକ ବ୍ୟୁରୋ : କନ୍ଧମାଳ ହଳଦୀର ରଙ୍ଗ ଯେମିତି ଗୁଣ ବି ସେମିତି । ଫଳରେ ସେହି ହଳଦୀର ଚାହିଦା ଏବେ ଦିଲ୍ଲୀ ବଜାରରେ ବୃଦ୍ଧି ପାଇଛି । ଜୈବିକ ପଦ୍ଧତିରେ ଉତ୍ପାଦିତ ହଳଦୀରେ ଔଷଧୀୟ ଗୁଣ ରହିଥିବାରୁ ଏହା ସବୁଠି ଆଦୃତ ଲାଭ କରିଛି । ସେପଟେ କନ୍ଧମାଳ ହଳଦୀ ଜିଆଇ ଟ୍ୟାଗ୍ ହେବାପରେ କଲ୍ ଡାଉନ୍…

ବିନା ମାଟିରେ ହେଉଛି ଚାଷ । ହାଇଟେକ୍ ଚାଷ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି ଆଶିଷ । ଚାକିରି ଛାଡି ଚାଷକୁ…

କନକ ବ୍ୟୁରୋ : ମାଟି ନାହିଁ । ଅଥଚ ବଢ଼ୁଛି ଗଛ । ବିନା ମାଟିରେ ହେଉଛି ଚାଷ । ଓଡ଼ିଶାରେ ପ୍ରଥମ ଥର ପାଇଁ ହାଇଡ୍ରୋପୋନିକ୍ ପ୍ରଣାଳୀରେ ବ୍ୟବସାୟ ଭିତ୍ତିକ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ୨୯ ବର୍ଷୀୟ ଯୁବ ଚାଷୀ ଆଶିଷ ମହାନ୍ତି । ମୋଟା ଅଙ୍କର ଦରମାକୁ ଛାଡ଼ି ଓଡିଶାରେ ହାଇଟେକ୍ ଚାଷ୍ କରି…