Daily Archives

November 10, 2020

ବିହାର ଉପରେ ସାରା ଦେଶର ନଜର । କଡ଼ା ଟକ୍କରରେ ପୁଣି ଆଗରେ ଏନଡିଏ, ପଛରେ ପଡ଼ିଲା ମହାମେଣ୍ଟ । ଭୋଟ୍ ଗଣତିରେ ଅନିୟମିତା…

କନକ ବ୍ୟୁରୋ : ମହାମେଂଟ ଓ ଏନଡିଏ ଭିତରେ ଚାଲିଛି କଡ଼ା ଟକ୍କର । ପ୍ରତି ମୁହୂର୍ତ୍ତରେ ବଦଳୁଛି ଭୋଟ୍ ଗଣିତର ପରିସଂଖ୍ୟାନ । ଶେଷ ଖବର ସୁଦ୍ଧା ଏନଡିଏ ପୁଣି ମହାମେଂଟକୁ ପଛରେ ପକାଇ ଦେଇଛି । ଏନଡିଏ ୧୨୪ଟି ଆସନ ସହ ଆଗରେ ଥିବା ବେଳେ ମହାମେଂଟ ୧୧୧ଟି ଆସନରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ୭ଟି…

ଦିଲ୍ଲୀ ଉପରେ ରାଜ୍ କଲା ମୁମ୍ବାଇ । ଦୁବାଇରେ ଦମ୍ ଦେଖାଇଲା ରୋହିତ ବାହିନୀ । ପଞ୍ଚମଥର ପାଇଁ ଆଇପିଏଲ ଟ୍ରଫି ହାତେଇଲା…

କନକ ବ୍ୟୁରୋ : ଦୁବାଇରେ ଦମ ଦେଖାଇଲା ରୋହିତ ବାହିନୀ । ପଞ୍ଚମଥର ପାଇଁ ଆଇପିଏଲ ଟ୍ରଫି ହାତେଇଲା ମୁମ୍ବାଇ ଇଣ୍ଡାଆନ୍ସ । ଆଇପିଏଲ ୨୦୨୦ ଫାଇନାଲ ମ୍ୟାଚରେ ଦିଲ୍ଲୀକୁ ୫ ୱିକେଟରେ ପରାସ୍ତ କରି ମୁମ୍ବାଇ ଚାମ୍ପିୟନ ହୋଇଛି । ଲଗାତାର ଦୁଇ ବର୍ଷ ଚାମ୍ପିୟନ ହୋଇଛି ମୁମ୍ବାଇ । ଏହାସହ ଆଇପିଏଲରେ…

ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧ ହଜାର ୪୪୮ ଆକ୍ରାନ୍ତ

କନକ ବ୍ୟୁରୋ : ରାଜ୍ୟରେ ଆଜି କରୋନାରୁ ୧ ହଜାର ୪୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୧୩୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା…

ଆସିଲା ଫାଇନାଲ ରେଜଲ୍ଟ । ଦୁଇଟ ସ୍ଥାନରେ ବିଜେଡିର ଦବଦବା । ବାଲେଶ୍ୱର, ତିର୍ତ୍ତୋଲରେ ବିଜେଡିର ବିଜୟ ନେଇ ଔପଚାରିକ…

କନକ ବ୍ୟୁରୋ: ଆସିଲା ଫାଇନାଲ ରେଜଲ୍ଟ । ବାଲେଶ୍ୱର, ତିର୍ତ୍ତୋଲ ଉପ ନିର୍ବାଚନ ନେଇ ଔପଚାରିକ ଭାବେ ଫଳାଫଳ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ବିଜୟ ହୋଇଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ବିଜେଡି ପ୍ରାର୍ଥୀ ସ୍ୱରୂପ…

ଉପ ନିର୍ବାଚନରେ ଉଠି ପାରିଲାନି ହାତ । ବାଲେଶ୍ୱର, ତିର୍ତ୍ତୋଲରେ ହଜିଗଲା କଂଗ୍ରେସ । ଦୁଇଟି ସ୍ଥାନରେ ଦୟନୀୟ ସ୍ଥିତି…

କନକ ବ୍ୟୁରୋ: ଉପ ନିର୍ବାଚନରେ ଉଠିପାରିଲାନି ହାତ । ବାଲେଶ୍ୱର, ତିର୍ତ୍ତୋଲରେ ହଜିଗଲା ହାତ, ସତ୍ତା ହରାଇଲା କଂଗ୍ରେସ । ଦୁଇଟି ସ୍ଥାନରେ ଆରମ୍ଭରୁ କଇଁଛ ଗତିରେ ଆଗେଇ ଶେଷରେ ପରାଜୟ ସ୍ୱୀକାର କରିଛି କଂଗ୍ରେସ । ଗଣତିରେ ବେସ୍ ଆଗକୁ ଯାଇପାରି ନଥିବା କଂଗ୍ରେସ ନିର୍ବାଚନ ପାଇଁ ପ୍ରଚାରକୁ…

ମୁମ୍ବାଇ ବୋଲିଂରେ ଘାଇଲା ହେଲା ଦିଲ୍ଲୀ କ୍ୟାପିଟାଲ୍ସ । ରୋହିତ ବାହିନୀ ଆଗରେ ୧୫୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଆୟର…

କନକ ବ୍ୟୁରୋ : ଆଇପିଏଲ୍-୨୦୨୦ ଫାଇନାଲରେ ଧିମା ବ୍ୟାଟିଂ ପ୍ରଦର୍ଶନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଦଳକୁ…