Daily Archives

November 20, 2020

ନାଟକ କରୁଛି ପାକିସ୍ତାନ । ସାରା ବିଶ୍ୱ ଆଖିରେ ଧୂଳି ଦେଇ ଲୋକଦେଖାଣିଆ ଭାବେ ହାଫିଜ ସୟିଦକୁ ସଜ୍ଜା

କନକ ବ୍ୟୁରୋ : ହାଫିଜ ସୟିଦକୁ ୧୦ବର୍ଷ ଜେଲ । ପାକିସ୍ତାନର ଲାହୋରରେ ଥିବା ଆତଙ୍କବାଦ ନିରୋଧୀ କୋର୍ଟ ଶୁଣାଇଛନ୍ତି ଏହି ସଜା । ପାକ୍ କୋର୍ଟଙ୍କ ଏପରି ରାୟ ପରେ ପୁଣି ଚର୍ଚାରେ ଆତଙ୍କବାଦର ଆକ୍କା, ହଫିଜ ସୟିଦ୍ । ଆତଙ୍କବଦୀ କାର୍ଯ୍ୟକଳାପ ପାଇଁ ଆର୍ଥିକ ସହଯୋଗ ଦେବାର ୨ ରୁ ଅଧିକ ମାମଲାରେ…

ପାକିସ୍ତାନର ବଡ଼ ଷଡଯନ୍ତ୍ରକୁ ପଣ୍ଡ କଲା ଭାରତୀୟ ସେନା । ନଗରୋଟାରେ ୨୬/୧୧ ଆକ୍ରମଣ ପରି ବଡ଼ ହମଲା ପାଇଁ ପ୍ରସ୍ତୁତ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଟ୍ୱିଟ ଉପରେ ନଜର ପକାନ୍ତୁ । ଜମ୍ମୁକଶ୍ମୀରର ନଗରୋଟାରେ ୪ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନିହତ କରିଥିବାରୁ ମୋଦୀ ପ୍ରଶଂସା କରିଛନ୍ତି । ହେଲେ ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା…

ବଦଳିଲେ ପୁରୀ ଏସପି । ସମ୍ବଲପୁର ଏସପି ଥିବା କେ. ବିଶାଲଙ୍କୁ ପୁରୀ ଏସପି ଭାବେ ନୂଆ ଦାୟିତ୍ୱ, ଅଖିଳେଶ୍ୱରଙ୍କୁ…

କନକ ବ୍ୟୁରୋ : ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସପି ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ଅଖିଳେଶ୍ୱରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଥିବା ବେଳେ…

ରାଜଧାନୀ ଦିଲ୍ଲୀରେ କୋଭିଡ ବିରୋଧରେ ସବୁଠୁ ବଡ ଲଢେଇ । ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେ । ୫୭ଲକ୍ଷ ଲୋକଙ୍କ ତଥ୍ୟ…

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ତୃତୀୟ ଲହଡି ଅସମ୍ଭାଳ ହେବାକୁ ଲାଗିଛି । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଶୁକ୍ରବାରଠାରୁ ଦିଲ୍ଲୀରେ ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି । କୁହାଯାଉଛି ଏହା ଦିଲ୍ଲୀର ସବୁଠାରୁ ବଡ ସର୍ଭେ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଟିମ୍ ୧୩ରୁ…

ଚର୍ଚ୍ଚାରେ କୁନି ଝିଅ । ମାତ୍ର ୧୦ ବର୍ଷର ସିମରନ ଆକାଉଣ୍ଟିଂ ଗଣିତର କରୁଛନ୍ତି ସମାଧାନ

କନକ ବ୍ୟୁରୋ : ଚାଟାର୍ଡ ଆକାଉନଟିଙ୍ଗ, କଷ୍ଟ ଆକାଉନଟିଙ୍ଗ ବା କଷ୍ଟ ମ୍ୟାନେଜମେଂଟ ଆକାଉନଟିଙ୍ଗର ପାଠର ନା ଶୁଣିଲାବେଳୁ ପରୀକ୍ଷାର୍ଥୀଙ୍କ ନିଦ ହଜିଯାଏ । ବର୍ଷ ବର୍ଷ ଧରି ପାଠ ପଢି ପରିକ୍ଷାର୍ଥୀ ଏହି ପରିକ୍ଷାରେ ଉତିନ୍ନ ହେବା କଷ୍ଟକର ହୋଇପଡେ । କିନ୍ତୁ ଏହି ପାଠ୍ୟକ୍ରମର ଆକାଉଂଟାସି…

ଅଁଳା ନବମୀରେ ରାଧାଦର୍ଶନ ମନା । କୋଭିଡ କଟକଣାରେ ରାତିନୀତି କରିବା ପାଇଁ ନିଷ୍ପତି । ଏଥର ରାଧାପାଦ ଦର୍ଶନ…

କନକ ବ୍ୟୁରୋ : ପବିତ୍ର କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସାକ୍ଷୀଗୋପାଳ ପୀଠ ଚଳଚଞ୍ଚଳ ହୋଇ ଉଠେ। ଅଁଳା ନବମୀ ଅବସରରେ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଚଳିତ ଥର ଅଁଳା ନବମୀରେ ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରି ପାରିବେ ନାହିଁ…