Daily Archives

November 3, 2020

ଚର୍ଚ୍ଚାରେ ଆମିର ଖାନଙ୍କ ଝିଅ ଇରା ଖାନ । ୧୪ବର୍ଷ ବୟସରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ଅଭିଯୋଗ କଲେ 

କନକ ବ୍ୟୁରୋ : ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ଆମିର ଖାନଙ୍କ ଝିଅ ଇରା ଖାନ୍ । ଏକ ଭିିଡିଓ ସେୟାର କରି ନିଜ ଜୀବନର ଅନେକ ଦିଗ ଉପରେ ମନକତା କହିଛନ୍ତି ଇରା । ଏପରିକି ତାଙ୍କୁ  ଯେତେବେଳେ ୧୪ବର୍ଷ ବୟସ ହୋଇଥିଲା ସେହି ସମୟରେ ତାଙ୍କ ସହ ଯୌନ ଉତ୍ପୀଡନ ହୋଇଥିବା ଅଭିଯୋଗ ଆଣିଛନ୍ତି ଇରା । ସେହି…

ଆମେରିକାରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ? ସିଧାସଳଖ ଭୋଟ୍ ଦେଇନଥାନ୍ତି ଜନତା, ଜାଣନ୍ତୁ ନିର୍ବାଚନର ପୂରା…

କନକ ବ୍ୟୁରୋ : ଆମେରିକାରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ? କଣ ସିଧାସଳଖ ରାଷ୍ଟ୍ରପତିଙ୍କୁ ନିର୍ବାଚନ କରିଥାନ୍ତି ଆମେରିକାବାସୀ ? ନା ପରୋକ୍ଷ ନିର୍ବାଚନ ହୋଇଥାଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆମେରିକାରେ ସାଧାରଣ ନିର୍ବାଚନ ଭାରତ ଭଳି ହୋଇନଥାଏ । ସେଠାକାର ଜନତା ସିଧାସଳଖ ନିଜର…

ସମୁଦ୍ର ଭିତରୁ ଚୀନକୁ ସନ୍ଦେଶ : ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନୌସେନା ଯୁଦ୍ଧାଭ୍ୟାସ ଆରମ୍ଭ

କନକ ବ୍ୟୁରୋ : ସମୁଦ୍ର ଭିତରୁ ଚୀନକୁ କଡା ସନ୍ଦେଶ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନୌସେନାରର ମିଳିତ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛି । ବଙ୍ଗୋପସାଗରରେ ମାଲାବାର ଏକ୍ସରସାଇଜରେ ଦମ ଦେଖାଇଛନ୍ତି ଏହି ଚାରିଟି ରାଷ୍ଟ୍ର । ମାଲାବାର ନୌସମରାଭ୍ୟାସରେ ପ୍ରଥମ ଥା ପାଇଁ ଯୋଗ ଦେଇଛି…

ନୀତିଶ କୁମାରଙ୍କ ନିର୍ବାଚନୀ ସଭାରେ ପଥର ଓ ପିଆଜ ମାଡ । ଚାକିରି କଥା କହିବାରୁ ଭିଡ ଭିତରୁ ଲୋକେ ମାଡ କଲେ ପଥର ଓ ପିଆଜ…

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆଜି ନିର୍ବାଚନୀ ସଭାରେ ଅଡୁଆ ହେବାକୁ ପଡିଛି । ନିର୍ବାଚନୀ ସଭାରେ ହୋଇଛି ପିଆଜ ଓ ପଥରମାଡ । ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧୁବନୀର ହରଲାଖିରେ ନିର୍ବାଚନ ପ୍ରଚାର କରୁବା…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ହାତବାରିଶୀ କରିଥିଲା ଚୀନ୍ । କରୋନା ସଂକ୍ରମଣ ତଦନ୍ତ ପାଇଁ ଡବ୍ଲୁଏଚଓ ସାମ୍ନାରେ ରଖିଥିଲା…

କନକ ବ୍ୟୁରୋ : ଚୀନର ଉହାନ ପ୍ରାନ୍ତରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣର କାରଣ ଖୋଜିବାକୁ ଚାହୁଁଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କିନ୍ତୁ ସାରା ବିଶ୍ୱ ଆଗରେ ନିନ୍ଦିତ ହେବା ଭୟରେ ଡବ୍ଲୁଏଚଓକୁ ବାଟବଣା କରିଥିଲା ବେଜିଂ । ଏଥିପାଇଁ ଫେବ୍ରୁୟାରୀ ମଧ୍ୟଭାଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ…

ସନ୍ଦୀପ ଶର୍ମାଙ୍କ ଚମତ୍କାର ବୋଲିଂ । ୧୪୯ ରନ କଲା ମୁମ୍ବାଇ । ହାଇଦ୍ରାବାଦ ଆଗରେ ୧୫୦ ରନର ଟାର୍ଗେଟ 

କନକ ବ୍ୟୁରୋ : ଆଜିର ମ୍ୟାଚରେ ସନ୍ଦୀପ ଶର୍ମାଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ମୁମ୍ବାଇ ମାତ୍ର ୧୪୯ ରନ କରିବାରେ ସକ୍ଷମ ହୋଇଛି । ଏହାସହ ହାଇଦ୍ରାବାଦ ଆଗରେ ଏବେ ୧୫୦ ରନର ବିଜୟ ଲକ୍ଷ୍ୟ ରହିଛି । ହାଇଦ୍ରାବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ମୁମ୍ବାଇ ବୋଲରଙ୍କୁ ସାମ୍ନା…