Daily Archives

June 21, 2020

କେବେ ଗଡିବ ମୋ ରିକ୍ସା…? ଚକ ଘୁରିଲେ ଘର ଚଳିବ… ଦିନେ ସେ ଗୋଟିଏ ହାତରେ ଟାଣୁଥିଲେ ସଂସାର ରିକ୍ସା, ଆଜି…

କନକ ବ୍ୟୁରୋ: ଚକ ଘୁରୁଥିଲା, ପରିବାର ଚଳୁଥିଲା । ଦୁଃଖ କଷ୍ଟର ଏ ଖଦଡିଆ ରାସ୍ତାରେ ବି ଖୁବ୍ ଗଡୁଥିଲା ଜୀବନର ରିକ୍ସା । ହାତ ସିନା ଗୋଟିଏ ହେଲେ ଜୀବନ ଯୁଦ୍ଧରେ କେବେ ହାରିଯାଇ ନାହାନ୍ତି ଏ ସାହସୀ ମଣିଷ । ଗୋଟିଏ ହାତରେ ବି ପୂରା ପରିବାରକୁ ସୁରକ୍ଷା ଦେଇଛନ୍ତି, ସମସ୍ତଙ୍କ ମୁହଁରେ ଦାନା…

ଚୀନର ମାୟାଜାଲରେ ଫଶିଲାଣି ଅଧା ବିଶ୍ୱ! ଆଧିପତ୍ୟ ବିସ୍ତାର କରିବାକୁ ଛାଡିଛି ଋଣ ଅସ୍ତ୍ର, ଟାର୍ଗେଟରେ ଦୁର୍ବଳ ଦେଶ ।

ସୀମାରେ ଭାରତ ସହ ବିବାଦ ଭିତରେ ଚୀନ୍ ରଚୁଛି ସାଂଘାତିକ ଚାଲ । ଗୋଟିଏ ପଟେ ଭାରତ ସହ ସୀମାରେ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ବିଶ୍ୱରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚୀନ୍ ପ୍ରସ୍ତୁତ କରୁଛି ବ୍ଲୁ-ପ୍ରିଣ୍ଟ । ସୀମାରେ ଉତ୍ତେଜନାମୂଳକ ସ୍ଥିତି ଭିତରେ ଚୀନ୍ ସାମଗ୍ରୀକୁ ବହିଷ୍କାର…

କରୋନା ସଂକ୍ରମଣରେ ଓଡ଼ିଶାରେ ରେକର୍ଡ । ଗୋଟିଏ ଦିନରେ ୩୦୪ ଆକ୍ରାନ୍ତ, ୧୫ରୁ ୪୦ ଭିତରେ ସର୍ବାଧିକ ଆକ୍ରାନ୍ତ । ଗତ ୬…

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ ଛୁଇଁଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ସଂଗରୋଧ କେନ୍ଦ୍ରରୁ ଓ ୩୨ ଜଣ ସ୍ଥାନୀୟ ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହା…

ଆକାଶରେ ଆପାଚି ଉଡୁଛି, ତଳେ ଟ୍ୟାଙ୍କ ଜଗିଛି ଆକାଶରେ ଉଡୁଛି ଭାରତର ଘାତକ ଅସ୍ତ୍ର ଆପାଚି, ତୁହାକୁ ତୁହା ଉଡୁଛି…

କନକ ବ୍ୟୁରୋ: ଗଲୱାନ ଘାଟିରେ ଡ୍ରାଗନ ସେନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ଲଢେଇ ପରେ ସୀମାରେ ଉତେଜନା ଚରମ ସୀମାରେ ପହଂଚିଛି । ଲାଇନ ଅଫ ଆକଚୁଆଲ କଂଟ୍ରୋଲ ବା ଏଲଏସି ନିକଟରେ ବଢିଛି ସେନା ମୁତୟନ । ଉଭୟ ଭାରତୀୟ ଯବାନ ଏବଂ ଚାଇନା ଯବାନଙ୍କ ମୁତୟନ ସଂଖା ଆଗ ଅପେକ୍ଷା ବେଶ ବୃଦ୍ଧି ପାଇଛି ।…

ନୀଳ ଆକାଶ ଚିରି ଶତ୍ରୁ ପକ୍ଷକୁ ଧୂଳିସାତ କରିବାରେ କେଉଁ ଦେଶ ଅଧିକ ସକ୍ଷମ? ଆକାଶରେ ଆଗୁଆ କିଏ? କାହାର ବାୟୁସେନା ଅଧିକ…

କନକ ବ୍ୟୁରୋ: ନୀଳ ଆକାଶ ଚିରି ଶତ୍ରୁ ପକ୍ଷକୁ ଧୂଳିସାତ କରିବାରେ କେଉଁ ଦେଶ ଅଧିକ ସକ୍ଷମ । ଭାରତ ନା’ ଚାଇନା । ଭାରତ-ଚାଇନା ଭିତରେ ସୃଷ୍ଟି ହୋଇଥିବା ଉତେଜନା ସ୍ଥିତି ଭିତରେ, ଯେତେବେଳେ ଯୁଦ୍ଧ କଥା ସାମନାକୁ ଆସୁଛି ସେତେବେଳେ ବାୟୁସେନାର ଶକ୍ତିର ତୁଳନା ହେବା ହୁଏତ ନିହାତି ଆବଶ୍ୟକ ।…

ଦସ୍ୟୁ ରତ୍ନାକରରୁ ବନିଲେ ବାଲ୍ମିକୀ ! ପୁଅର ପଦିଏ କଥା ବଦଳାଇଦେଲା ପୂରା ଜୀବନ, ଲୋକଙ୍କୁ ଭୟଭୀତ କରୁଥିବା ବ୍ୟକ୍ତି…

କନକ ବ୍ୟୁରୋ: ଦସ୍ୟୁ ରତ୍ନାକରରୁ ବନିଲେ ବାଲ୍ମିକୀ! ପୁଅର ପଦେ କଥା ବଦଳାଇ ଦେଲା ଜୀବନ । ଦିନେ ସେ ଦସ୍ୟୁ ଭଳି ଥିଲେ, ଆଜି ସେ ବାଲ୍ମୀକି ପାଲଟିଲେ । ଦିନେ ସେ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟୁଥିଲେ, ଆଜି ସେ ଭଗବତ ଚିନ୍ତନରେ ଦିନ କାଟୁଛନ୍ତି । କୁନି ପୁଅର ପଦୁଟିଏ କଥା ବଦଳାଇ ଦେଇଛି…