Daily Archives

June 10, 2020

ଚୀନକୁ ଚିତ୍ କରିବାକୁ ଭାରତରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ । ହାତ ମିଳାଇଲେ ୭ କୋଟି ବ୍ୟବସାୟୀ, ଭୁଷୁଡି ପଡିବ ଚୀନର…

ସୀମାରେ ଚୀନ୍-ଭାରତ ସେନା ମଧ୍ୟରେ ଉତ୍ତେଜନା ଦେଖା ଦେଇଥିବା ବେଳେ ବେଜିଂକୁ ବଡ ଝଟକା ଦେବାକୁ ଭାରତରେ ଆରମ୍ଭ ହେଲା ଅଭିଯାନ । ୨୦୨୧ ସୁଦ୍ଧା ଚୀନକୁ ୧ ଲକ୍ଷ କୋଟି ଟଙ୍କାର ଝଟକା ଦେବାକୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟବସାୟୀ । ଏହାସହ ଚୀନକୁ କଡା ଜବାବ ଦେବାକୁ ଅଣ୍ଟା ଭିଡିଛି…

ଭାରତର ଶକ୍ତିଶାଳୀ ‘ପାହାଡି ସେନା’ । ଚୀନ ସଂଲଗ୍ନ ସୀମାରେ ଦେଉଛନ୍ତି ପହରା, ପର୍ବତ ଘେରା ଅଞ୍ଚଳରେ ଶତ୍ରୁକୁ ନିପାତ…

ଭାରତ ଓ ଚୀନ୍ ମଧ୍ୟରେ ଲାଗିରହିଥିବା ବିବାଦ ଆଲୋଚନା ପରେ ଟିକିଏ ଥଣ୍ଡା ପଡି ଆସୁଥିବା ବେଳେ ସୀମା ସେପାରିରୁ ଆସିଛି ଏକ ବଡ ଖବର । ଚୀନର ପ୍ରତିରକ୍ଷା ବିଶେଷଜ୍ଞ ହୁଆଙ୍ଗ ଗୁଓଜି କହିଛନ୍ତି, ଭାରତ ପାଖରେ ବିଶ୍ୱର ସବୁଠୁ ବଡ ତଥା ଅନୁଭବୀ ପାହାଡି ସେନା ରହିଛି । ପାହାଡ, ପର୍ବତ ଘେରା ଅଞ୍ଚଳରେ…

ଆଠମଲ୍ଲିକର କଙ୍ଗାରୁ କୋର୍ଟ । ପରକୀୟା ପ୍ରୀତି ଅଭିଯୋଗରେ ଅସହାୟ ମହିଳା ଓ ଯୁବକଙ୍କୁ ରାସ୍ତାରେ ଚଲାଇଲେ ଗାଁଲୋକ,…

କନକ ବ୍ୟୁରୋ : ପରକୀୟା ପ୍ରୀତି ଅଭିଯୋଗରେ ଗାଁ ଲୋକେ ଓ ପରିବାରଠାରୁ ନିସ୍ତୁକ ମାଡ ଖାଇଲେ ବିବାହିତା ମହିଳା ଓ ଯୁବକ । ଶେଷରେ ମନ ମାନିଲାନି । ବିବାହିତା ମହିଳାଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ । ସାମାଜିକ ଦୂରତା ନିୟମକୁ ଫୁ କରିଦିଆଗଲା । ଏଭଳି ଘଟଣା ସାମ୍ନାକୁ ଆସିଛି ଆଠମଲ୍ଲିକ ଅଚଂଳରୁ ।…

କେନ୍ଦୁଝରରେ ହେବନି ରଜ ମଉଜ । ସମସ୍ତ ପ୍ରକାର ମେଳା, ମେହୋତ୍ସବ ଓ ଦୋଳି ଖେଳ ଉପରେ ରୋକ୍ ଲଗାଇଲା ଜିଲ୍ଲାପ୍ରଶାସନ, ୧୧…

କନକ ବ୍ୟୁରୋ : କେନ୍ଦୁଝରରେ ହେବନି ରଜ ମଉଜ । ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମେହୋତ୍ସବ ଓ ଦୋଳି ଖେଳ ଉପରେ ରୋକ୍ ଲଗାଇଛି ଜିଲ୍ଲାପ୍ରଶାସନ । ଆସନ୍ତା ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ସମୟରେ କୌଣସି…

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତାକାଲିଠାରୁ ହେବ ସ୍ଲଟ୍ ବୁକିଂ  । ୨୯ ତାରିଖରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ହେବ…

କନକ ବ୍ୟୁରୋ : ପୁଣି ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । ଡିଏଲ ପାଇଁ ଟେଷ୍ଟ ସମେତ ଲାଇସେନ୍ସ ସମ୍ପର୍କିତ ଅନ୍ୟ କାମ ବି ଆରମ୍ଭ ହେବ । ଗୁରୁବାରଠାରୁ ଡିଏଲ ପାଇଁ ସ୍ଲଟ ବୁକିଂ କରିହେବ ।ଏବଂ ୧୮ ତାରିଖରୁ ଡିଏଲ ଟେଷ୍ଟ ହେବ । ସେହିପରି ୨୯ ତାରିଖରୁ ଲର୍ଣ୍ଣିଂ ପାଇଁ ଟେଷ୍ଟ ହେବ । ତେବେ…

ସୁରତରୁ ଫେରିଥିବା ଶ୍ରମିକଙ୍କୁ ବୁଝାଇବା ପାଇଁ ଗଂଜାମ ପହଂଚିଲେ ଗୁଜୁରାଟ ଓଡିଆ ସମାଜର କର୍ମକର୍ତା । କହିଲେ ଚାକିରୀ…

କନକ ବ୍ୟୁରୋ : କରୋନା ଭୟ ଓ କଳ କାରଖାନା ବନ୍ଦ ହୋଇଯିବା ପରେ ବହୁତ ବାଧା ବିଘ୍ନ ଦେଇ ଘରେ ପହଁଚିଥିବା ଶ୍ରମିକଙ୍କୁ ବୁଝାଇବାକୁ ଗଂଜାମ ଆସିଛନ୍ତି ଗୁଜରାଟରେ କାମ କରୁଥିବା ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର କର୍ମକର୍ତା । ଗଂଜାମର ବେଗୁନିଆପଡ଼ା ଓ ଖଲ୍ଲିକୋଟ ଅଂଚଳରେ ଗାଁ ଗାଁ ବୁଲି ସୁରତରୁ…