Daily Archives

June 15, 2020

ତାଙ୍କ ପାଇଁ ଆମେ ଅଛୁ… ଆମେ ଥାଉ ଥାଉ କଷ୍ଟ ପାଇବେନି ନିରୀହ ପଶୁ । ପେଟ କଥା ବୁଝିବୁ, ଗୁରୁତର ହୋଇ ରାସ୍ତାରେ…

କନକ ବ୍ୟୁରୋ: ପଶୁ ହେଲେ ବି ସେମାନେ ଜୀବ, ତାଙ୍କ ଦେହରେ ଜୀବନ ଅଛି । ଆଉ ଜୀବନ ଅଛି ବୋଲି ତ ଏମାନେ ଏ ନିରୀହ ପ୍ରାଣୀଙ୍କ ସେବା କରୁଛନ୍ତି । ପଶୁମାନେ ମୁହଁ ଖୋଲି କହିପାରନ୍ତିନି ସତ କି ସାହାଯ୍ୟ-ସୁରକ୍ଷା ପାଇଁ କାହାକୁ ହାତପାତି ପାରନ୍ତିନି । ଖାଲି ଭୋକ ହେଲେ ନିଜ ପେଟ ପାଇଁ ପର ଘର…

ପରମାଣୁ ଶକ୍ତିରେ ଆଗୁଆ କିଏ, ସିପ୍ରି ରିପୋର୍ଟରେ ସାମ୍ନାକୁ ଆସିଲା ବଡ ତଥ୍ୟ? ଦ୍ରୁତ ଗତିରେ ପରମାଣୁ କ୍ଷମତା ବଢାଉଛି…

କନକ ବ୍ୟୁରୋ : ସୀମାରେ ଚୀନ୍ ସହ ଭାରତର ବିବାଦ ଥମୁନଥିବା ବେଳେ ପାକିସ୍ତାନରେ ଥିବା ଭାରତ ଉଚ୍ଚାୟୁକ୍ତର ଦୁଇ କର୍ମଚାରୀ ନିଖୋଜ ହୋଇଛନ୍ତି । ସୀମାକୁ ଲାଗି ରହିଥିବା ଏହି ଦୁଇ ଦେଶ ସହ ସର୍ବଦା ଉତ୍ତେଜନା ଲାଗି ରହୁଛି । ଏପରିକି ଗତ କିଛି ଦିନ ହେବ ସୀମାରେ ଚୀନ୍ ସହ ମୁହାଁମୁହିଁ ସ୍ଥିତିରେ…

ନଭେମ୍ବର ମଧ୍ୟଭାଗରେ ଦେଶରେ ଶୀର୍ଷରେ ପହଁଚିବ କରୋନା । ଆଇସିୟୁ ଓ ଭେଣ୍ଟିଲେଟରର ଦେଖାଦେବ ଅଭାବ । ରିସର୍ଚ୍ଚ ଗ୍ରୁପର…

କନକ ବ୍ୟୁରୋ: ଦେଶରେ ଏବେ ମହାମାରୀ କରୋନାର ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ପ୍ରତିଦିନ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ବିଶେଷ କରି ଜୁନ୍ ୧ ତାରିଖରୁ ଲକଡାଉନ କଟକଣା କୋହଳ ହେବାପରେ ଏଭଳି ସ୍ଥିତି ଉପୁଜିଛି । ଆଉ ଆଶଙ୍କା କରାଯାଉଛି କରୋନାର ସଂକ୍ରମଣ ଭାରତରେ ଶିଖର…

କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ? ଆତ୍ମହତ୍ୟା ଭିତରେ ହତ୍ୟାର ଷଡଯନ୍ତ୍ର ସନ୍ଦେହ କଲେ ସମ୍ପର୍କୀୟ । ସୁଶାନ୍ତଙ୍କ…

କନକ ବ୍ୟୁରୋ: ଆତ୍ମହତ୍ୟା ନକରିବାକୁ ବାର୍ତ୍ତା ଦେଉଥିବା ଅଭିନେତା ନିଜେ ଆତ୍ମହତ୍ୟା କରିବା ପରେ ସନ୍ଦେହ ବଢିବା ସ୍ୱାଭାବିକ । ଆଉ ପୋଲିସ ପାଇଁ ଏହି ସନ୍ଦେହ ଅଧିକ ବଢାଇଦେଇଛି କାରଣ, ଘଟଣାସ୍ଥଳରୁ ସୁସାଇଡ୍ ନୋଟ୍ ମିଳିନି । ଏଭଳି ସ୍ଥିତିରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ…

ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲା । ନିଷ୍ପତ୍ତି ଉପରେ ରହିଛି ସମସ୍ତଙ୍କର ନଜର ।

କନକ ବ୍ୟୁରୋ : ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବଢିଚାଲିଥିବା ବେଳେ ସୁପ୍ରିମକୋର୍ଟରେ ଦୁଇ ଦୁଇଟି ମାମଲା ଦାୟର ହୋଇଛି । ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବା ସମ୍ଭବ ନୁହେଁ , ତେଣୁ ରଥଯାତ୍ରା ବନ୍ଦ କରାଯାଉ ବୋଲି ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରାଯାଇଛି । ଏହି ଆବେଦନ ଉପରେ…

କାଲିଠୁ ଆରମ୍ଭ ହେବ ରାଜ୍ୟରେ ସ୍ୱତନ୍ତ୍ର କରୋନା ଅଭିଯାନ । ୩୧ ଜୁଲାଇ ପର୍ଯ୍ୟନ୍ତ ଘର ଘର ବୁଲିବେ ଆଶା ଦିଦି ଓ ଏଏନଏମ…

କନକ ବ୍ୟୁରୋ : କରୋନା ସଂକ୍ରମଣ ରୋକିବା ପାଇଁ ଆସନ୍ତାକାଲି ଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଓଡିଶା ସରକାର । ଗାଁ ଗହଳି ଓ ସହରର ବସ୍ତି ଅଂଚଳରେ ଘରକୁ ଘର ବୁଲି କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯିବ । କାରଣ, ଲକ୍ଷଣ ଥିବା ଲୋକଙ୍କ ଠାରୁ ସଂକ୍ରମଣର ଅଧିକ…