Daily Archives

June 19, 2020

ରଥଯାତ୍ରା ପାଇଁ ବଢ଼ିଲା ଆଶା । ଛତିଶାନିଯୋଗ ବୈଠକ ପରେ ଗଜପତି କହିଲେ, ଏବେ ବି ରଥଯାତ୍ରା ନେଇ ରଖିଛୁ ଆଶା, ଭକ୍ତଶୂନ୍ୟ…

କନକ ବ୍ୟୁରୋ: ଛତିଶାନିଯୋଗ ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ରଥଯାତ୍ରା ବନ୍ଦ ବାବଦରେ ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ଅଛି । ଏବେ ବି ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ପିଟିସନ୍ ଦାଖଲ ହୋଇସାରିଛି । ଆଉ ଆମେ ସମସ୍ତେ ଚାହୁଁ ପୁରୀରେ…

ସାଢ଼େ ୪ କେଜି ଧଳା ଜହର ଜବତ । ରାଜଧାନୀ ଛାତି ଉପରୁ ବ୍ରାଉସୁଗାର ଜବତ କରିବା ସହ ୩ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ,…

କନକ ବ୍ୟୁରୋ: ରାଜଧାନୀର ଛାତି ଉପରୁ ଧଳା ଜହର ଜବତ । ଏସଟିଏଫ ଦ୍ୱାରା ୪ କେଜି ୪୮୦ ଗ୍ରାମ୍ ବ୍ରାଉନସୁଗାର ହେଲା ଜବତ । ରସୁଲଗଡ଼ ଅଞ୍ଚଳରୁ ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ତେବେ ସବୁଠାରୁ ବଡ଼ କଥା ହେଲା କି, ପୂର୍ବରୁ ଏକାଥରେ ଏତେ ପରିମାଣର ବ୍ରାଉନସୁଗାର କେବେ…

ଚୀନକୁ ମୋଦିଙ୍କୁ ଚରମବାଣୀ : ଭାରତ ସବୁବେଳେ ଶାନ୍ତି ଓ ବନ୍ଧୁତ୍ୱ ଚାହେଁ । ଆମର ଇଞ୍ଚେ ଜାଗା ଉପରେ ବି କେହି ଆଖି ଉଠେଇ…

କନକ ବ୍ୟୁରୋ: ଚୀନକୁ ମୋଦିଙ୍କୁ ଚରମବାଣୀ । ସୀମା ବିବାଦକୁ ନେଇ ସର୍ବଦଳୀୟ ବୈଠକ ଶେଷ ପରେ ପ୍ରଧାନମନ୍ତ୍ରୀ କହିଲେ, ଆମର କୌଣସି ପୋଷ୍ଟ କାହା କବଜାରେ ନାହିଁ । ଆମର ଗୋଟିଏ ବି ଇଞ୍ଚ ଜାଗାକୁ କେହି ଆଖି ଉଠେଇ ଦେଖିପାରିବେ ନାହିଁ । ଦେଶ ସୁରକ୍ଷା ପାଇଁ ସେନା ସବୁ କିଛି କରିପାରେ ଏବଂ ତାଙ୍କୁ…

ରଥ ଯାତ୍ରା ବନ୍ଦ ନେଇ ଭାବବିହ୍ୱଳ ଭକ୍ତ । କାଳିଆରେ ତୋତେ ଦେଖିପାରିବୁନି କହି, କେନ୍ଦ୍ରାପଡାରୁ ମାଲକାନଗିରି, ସବୁଠି…

କନକ ବ୍ୟୁରୋ: ରଥରେ ବସିବେନି ବଡ ଠାକୁର । କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଏହା ପରେ ଭାଙ୍ଗି ପଡିଛନ୍ତି ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବଶ୍ୱକର୍ମା ଓ ଅନ୍ୟ ସେବାୟତ । ବଡ ଦାଣ୍ଡରେ ଅଧା ତିଆରି ହୋଇ ଠିଆ ହୋଇଛି ନନ୍ଦିଘୋଷ, ତାଳଧ୍ୱଜ ଓ…

ରଥ ଯାତ୍ରା ବନ୍ଦର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ୨ଟି ଆବେଦନ । କେବଳ ପୁରୀରେ ରଥ ଯାତ୍ରା ଅନୁମତି ଦେବା ପାଇଁ…

କନକ ବ୍ୟୁରୋ: ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହେବା ପରେ ଦୁଇଟି ବଡ଼ ଘଟଣା ଘଟିଛି । ରଥଯାତ୍ରା ପାଇଁ ମଝିରେ ମାତ୍ର ୩ ଦିନ ସମୟ ଥିବା ବେଳେ ସୁପ୍ରିମକୋର୍ଟକୁ ଭକ୍ତମାନେ ଯାଇଛନ୍ତି, ଶେଷ ମୁହୁର୍ତ୍ତରେ ବାଟ ଖୋଜୁଛନ୍ତି ରଥଯାତ୍ରା କରାଇବା ପାଇଁ ଭକ୍ତ । ଯଦିଓ ଏଥିନେଇ ଅଧିକ ଆଶା କରାଯାଉନାହିଁ ।…

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରିଲେନି କଟକର ନବମ ଶ୍ରେଣୀ ଛାତ୍ରୀ । ଘରେ କେହି ନଥିବା…

କନକ ବ୍ୟୁରୋ: ସାରା ଦେଶକୁ ଦୋହଲାଇଥିବା ବଲିଉଡ ସେନସେସନ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଯେତେବେଳେ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ଆସିଥିଲା, ସେତେବେଳେ ସବୁଠାରୁ ଅଧିକ ମର୍ମାହତ ହୋଇଥିଲେ ସୁଶାନ୍ତଙ୍କ ପ୍ରଶଂସକ । ଆଉ ଏହି ଘଟଣାରୁ ୪ରୁ ୫ଦିନ ମଧ୍ୟରେ ସାରା ଦେଶରେ…