Daily Archives

June 11, 2020

ଲକ୍ଷଣ ବିହୀନ କରୋନା ବଢାଉଛି ବିପଦ । ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ, ଅଜାଣତରେ ସଂକ୍ରମଣ ବଢାଉଛନ୍ତି ଲକ୍ଷଣ ବିହୀନ…

ଗୋଟିଏ ପଟେ ପୂରା ବିଶ୍ୱରେ କରୋନା ଦ୍ରୁତ ଗତିରେ ବଢୁଥିବା ବେଳେ ଅନ୍ୟପଟେ ଲକ୍ଷଣ ବିହୀନ ଆକ୍ରାନ୍ତ ଏହି ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି । ମେଡିକାଲ ଜର୍ଣ୍ଣାଲ ଆନାଲ୍ସ ଅଫ୍ ଇଣ୍ଟରନାଲ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟରେ ଲକ୍ଷଣ ବିହୀନ ଆକ୍ରାନ୍ତ ଅଜାଣତରେ ଦ୍ରୁତ ଗତିରେ ଅନ୍ୟ ଲୋକଙ୍କୁ…

ପତଞ୍ଜଳି ପାଖରେ କରୋନା ଔଷଧ! ଦାବି କଲେ ଆଚାର୍ଯ୍ୟ ବାଳକୃଷ୍ଣ, କହିଲେ ସୁସ୍ଥ ହେଲେଣି ୧୦୦୦ରୁ ଅଧିକ ଆକ୍ରାନ୍ତ ।

କନକ ବ୍ୟୁରୋ : ଦିନ ଗଡୁଛି. ପୂରା ବିଶ୍ୱରେ କରୋନା କାୟା ମେଲାଉଛି । ପୂରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହାର ଟୀକା ପ୍ରସ୍ତୁତ କରିବାକୁ ବିଶ୍ୱସ୍ତରରେ ଜୋରସୋରରେ ଉଦ୍ୟମ ଚାଲିଛି । କିନ୍ତୁ କୌଣସି ଦେଶକୁ ଏଯାଏଁ ସଫଳତା ମିଳିପାରିନାହିଁ । କରୋନା ସହ ଲଢେଇ…

UG ଓ PGର ସମସ୍ତ ପରୀକ୍ଷାକୁ ବାତିଲ କଲେ ସରକାର । ପରୀକ୍ଷା ହେବନି, ହେଲେ ଫଳ ଆସିବ । ଅଧିକ ମାର୍କ ଆଶାୟୀ…

କନକ ବ୍ୟୁରୋ : ପରୀକ୍ଷା ହେବନି ଫଳ ଆସିବ । ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏସନର ସମସ୍ତ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । କରୋନା ସ୍ଥିତିକୁ ନଜରରେ ରଖି ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି । ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ୟୁଜିସି ପ୍ରସ୍ତାବ ଅନୁସାରେ…

ରାଉରକେଲାର ଶବ ଶୋଭାଯାତ୍ରାକୁ ନେଇ ଡେରିରେ ଭାଙ୍ଗିଲା ପୁଲିସର ନିଦ । ରୁଜୁ କଲା ମାମଲା, ସେପଟେ ଓକିଲ ସଂଘ କହିଲା,…

କନକ ବ୍ୟୁରୋ : ରାଉରକେଲାରେ କୋଭିଡ କଟକଣା ନମାନି ଶବ ଶୋଭାଯାତ୍ରା କରିବା ଅଭିଯୋଗରେ ୫୦୦ରୁ ଅଧିକ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ନିୟମ ଭଙ୍ଗକାରୀଙ୍କ ବିରୋଧରେ ମହାମାରୀ ଆଇନ ଓ ଆଇପିସିର ଧାରା ଅନୁସାରେ ମାମଲା ରୁଜୁ କରିଛି ରାଉରକେଲା ପୋଲିସ୍ । ଅନ୍ୟପଟେ କରୋନା ମୁକାବିଲା ପାଇଁ…

ଭାରତରେ ହୋଇନି ସମୂହ ସଂକ୍ରମଣ । ଆଇସିଏମଆର କହିଲା, ମାତ୍ର ୦ ଦଶମିକ ୭୩ ପ୍ରତିଶତ ରହିଛି ସ୍ଥାନୀୟ ସଂକ୍ରମଣ । ସେପଟେ…

କନକ ବ୍ୟୁରୋ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦେଶରେ ଗୋଷ୍ଠି ସଂକ୍ରମଣ ହୋଇନାହିଁ । କେନ୍ଦ୍ର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାଗର୍ବ କହିଛନ୍ତି ଗୋଷ୍ଠି ସଂକ୍ରମଣ ହେଲେ ସମସ୍ତେ ଆକ୍ରାନ୍ତ…

ରଜର ଦୁଇ ଦିନ ପୂର୍ବରୁ ଓଡିଶାବାସୀଙ୍କୁ ସତର୍କ କଲେ ରାଜ୍ୟ ସରକାର : ବାଗଚୀ କହିଲେ, ଜୀବନ ଥିଲେ ବାରମ୍ବାର ଆସିବ ରଜ ।…

କନକ ବ୍ୟୁରୋ : ଆସୁଛି ଓଡିଆଙ୍କ ସବୁଠାରୁ ବଡ ପର୍ବ ରଜ । ଦୁଇ ଦିନ ପରେ ଅର୍ଥାତ ରବିବାର ଠାରୁ ଆରମ୍ଭ ହେବ ରଜ ପର୍ବ । ତେବେ ଏହି ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ସରକାର । ରଜ କେମିତି ପାଳନ କରିବେ ସେଥିପାଇଁ ପରାମର୍ଶ ଦେବାକୁ ଆଜି ସ୍ୱତନ୍ତ୍ର ଭାବେ ସରକାରଙ୍କ ତରଫରୁ…