Daily Archives

June 6, 2020

ଚୀନକୁ ନଯାଉ ଗୋଟିଏ ଟଙ୍କା । ଚୀନକୁ ଚକମା ଦେବାକୁ ରାମଦେବଙ୍କ ‘ରାମବାଣ’ । ଚାଇନା ସାମଗ୍ରୀ ବର୍ଜନ କର, ଚୀନକୁ ପରାସ୍ତ…

କନକ ବ୍ୟୁରୋ: ଭାରତର-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଚୀନକୁ ଚକମା ଦେବାକୁ ରାମଦେବ ଛାଡିଛନ୍ତି ‘ରାମବାଣ’ । ଚତୁର ଚୀନକୁ କଡା ଜବାବ ଦେବାକୁ ବଡ ଆହ୍ୱାନ ଦେଇଛନ୍ତି ଯୋଗଗୁରୁ । ସାମଗ୍ରୀ ବହିସ୍କାର କର, ଚୀନକୁ ପରାସ୍ତ କର । ମୁହଁତୋଡ ଜବାବ ପାଇଁ ଚୀନ ସାମଗ୍ରୀ ବର୍ଜନ ହିଁ…

ମୃତ୍ୟୁର କୂଅରେ ଜୀବନ ଗଲା । କୂଅ ସଫାକଲା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଭାଇ ମୃତ । ଗଞ୍ଜାମରୁ ଆସିଲା ଦୁଃଖଦ ଖବର

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ରାଉତି ପଞ୍ଚାୟତ ଜଗନ୍ନାଥପାଟଣା ଗ୍ରାମରେ ଆଜି ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପଙ୍କ ସଫା କରିବା ଓ ଉଝାଳିବାକୁ କୂଅ ଭିତରେ ପଶିଥିବା ଦୁଇ ଭାଇଙ୍କ ଶ୍ୱାସରୁଦ୍ଧରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ, କୈଳାସ ପ୍ରଧାନ (୪୮) ଓ ପ୍ରଦୀପ…

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡସଂଖ୍ୟକ ପଜିଟିଭ୍ ଚିହ୍ନଟ । ୨୪ ଘଂଟାରେ ୧୭୩ ଆକ୍ରାନ୍ତ, ସୁସ୍ଥ ହେଲେ ଆଉ ୧୧୨, ସେପଟେ…

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ସର୍ବାଧିକ ୧୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୬୪, ଯାଜପୁରରୁ ୧୯, କଟକ ଓ ମୟୂରଭଂଜରୁ ୧୩ ଜଣ ଲେଖାଏଁ, ବଲାଙ୍ଗିର ଓ ବାଲେଶ୍ୱରରୁ ୧୧ ଜଣ…

ଚାଲିଛି ଲକଡାଉନ୍, ହେଲେ ବଢ଼ୁଛି ସଂକ୍ରମଣ । ବିଶେଷଜ୍ଞ କହିଲେ, ପ୍ରବାସୀଙ୍କ ଯୋଗୁଁ ଓଡ଼ିଶାରେ ବଢ଼ିଲେ ଆକ୍ରାନ୍ତ, କଟକଣା…

କନକ ବ୍ୟୁରୋ: ବଢୁଥିବା ସଂକ୍ରମଣକୁ ଦେଖି ଚାରି ଚାରିଟି ପର୍ଯ୍ୟାୟରେ ତାଲାବନ୍ଦ ହେଲା । ସବୁଠି କର୍ଫ୍ୟୁ ଭଳି ସ୍ଥିତି । ଦୋକାନ ବଜାର , ଅଫିସ, କମ୍ପାନୀ ସବୁଠି ତାଲା ଝୁଲିଲା । ଲୋକେ ଘରେ ବନ୍ଦ ରହିଲେ । ତଥାପି ୬୮ ଦିନର ଲକଡାଉନ ପରେ ବି ନିୟନ୍ତ୍ରଣକୁ ଆସିଲାନି ଭୂତାଣୁ । ବରଂ ସଂକ୍ରମଣ…

ବହୁ ଦିନର ନିରବତା ପରେ ପୁଣି ଫେରିଲେ ବାଗଚୀ । କରୋନା ଅପଡେଟ ଦେଲେ, ସତର୍କ କରାଇଲେ । ତିନିମାସ ଯୁଦ୍ଧ ପରେ କିଭଳି…

କନକ ବ୍ୟୁରୋ: ବହୁଦିନ ପରେ ଟିଭି ପରଦାକୁ ଫେରିଛନ୍ତି ରାଜ୍ୟ ସରକାରଙ୍କର କରୋନା ମୁଖପାତ୍ର ସୁବ୍ରତ ବାଗଚୀ । ଆଉ କହିଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ଜୁନ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ସେପଟେ କରୋନା ମୁକାବିଲା ବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବା ନେଇ…

ଆଜି ମହାକାଶରେ ପୃଥିବୀର ନିକଟତର ହେବ, ହେଲେ ଧକ୍କା ଦେବ ନାହିଁ ଗ୍ରହାଣୁ । ନାସାର ବୈଜ୍ଞାନିକ ଶୁଣାଇଲେ ଆଶ୍ୱସ୍ତି…

କନକ ବ୍ୟୁରୋ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା- ନାସା ପୃଥିବୀ ଆଡକୁ ମାଡି ଆସୁଥିବା ଏକି ବିଶାଳ ପଥର ଖଣ୍ଡର ଗତିପଥ ନେଇ ଆକଳନ କରିଛି । ଏହି ମହାଜାଗତୀୟ ପିଣ୍ଡକୁ ୨୦୦୨ ଏନ୪ ନାମରେ ନାମିତ କରାଯାଇଛି ।  ନାସା ଅନୁସାରେ ଏହି ପିଣ୍ଡ ଶନିବାର ଦିନ ପୃଥିବୀ ନିକଟ ଦେଇ ଗତି କରିବ । ପୃଥିବୀ…