Daily Archives

June 20, 2020

ବିଦ୍ୟୁତ୍ ଖୁଣ୍ଟର ଜାଲି ଭିତରେ ଫସି ଯାଇଥିଲା ବଣିଛୁଆ । ବଞ୍ଚାଇବା ପାଇଁ ଥଣ୍ଟରେ ଜାଲି ଝିଙ୍କି ନିରାଶ ହେବା ପରେ…

କନକ ବ୍ୟୁରୋ: ଜାଲି ସେପଟେ ଛୁଆ, ଜାଲି ଏପଟେ ବାପାମାଆ... ମମତା ଓ ଲୁହ ମଝିରେ ଲୁହାର ବାଡ । ମୃତ୍ୟୁର ପଞ୍ଝାରେ ଫସିଥିବା ଛୁଆକୁ ଉଦ୍ଧାର କରିବାକୁ ମାଆ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛି । ବାପା ବି ନିଜ ଗେହ୍ଲା ଛୁଆକୁ ବଞ୍ଚାଇବାକୁ ଖୁଦ ଖିଆ ଥଣ୍ଟରେ ଲୁହା ତାର ଛିଡାଇ ଦେବାର ଦୁଃସାହସ ରଖିଛି…

ମୁଖ୍ୟମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି । ରଥଯାତ୍ରା ରାୟର ପୁନଃର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ରାଜ୍ୟ…

କନକ ବ୍ୟୁରୋ : ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନଃର୍ବିଚାର ପାଇଁ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ଯେମିତି ହେଉ ପୁରୀ ରଥଯାତ୍ରା କରିବା ପାଇଁ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରିଛନ୍ତି ଗଜପତି ।…

ଶତ୍ରୁର ବାଟ ଓଗାଳିବାକୁ ସୀମା ଜଗିଛି ପୁଅ । ରାତିରେ ଶୋଇପାରୁନି ବୁଢ଼ୀ ମା’ । ଆକାଶରେ ଘନ ଘନ ଚକ୍କର କାଟୁଛି ଯୁଦ୍ଧ…

କନକ ବ୍ୟୁରୋ : ସୀମା ଜଗିଛି ବୀରପୁତ୍ର । ଶତ୍ରୁକୁ ଦେଶରେ ପୂରାଇ ନଦେବାକୁ ପଣ କରିଛି । ନାଲି ଆଖି ଦେଖାଉଥିବା ଚୀନକୁ ପାନେ ଚଖାଇବା ପାଇଁ ସୀମାରେ ରଣହୁଙ୍କାର ଦେଉଛି ପରାକ୍ରମୀ ପୁତ୍ର । ହେଲେ ବୀର ପୁତ୍ରକୁ ଜନ୍ମ ଦେଇଥିବା ଏହି ବୀରାଙ୍ଗନା ମା’ର ମନ ମାନୁନି । କେଉଁ ସମୟରେ ଯେ ଯୁଦ୍ଧ…

ରଥଯାତ୍ରା ପାଇଁ କ’ଣ ରହିଛି ବିକଳ୍ପ ? କିପରି ସମ୍ପନ୍ନ ହେବ ଠାକୁରଙ୍କ ନୀତିକାନ୍ତି ? ସଂସ୍କୃତି ଗବେଷକ କହିଲେ,…

କନକ ବ୍ୟୁରୋ : ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ଅଂକୁଶ ଲଗାଇବା ପରେ କିପରି ଶ୍ରୀମନ୍ଦିର ଭିତରେ ନୀତିକାନ୍ତି କରାଯିବ, ଏହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ରଥଯାତ୍ରା ପାଇଁ ହୋଇଥିବା ସୋମବାର ଦିନ ସର୍ବୋଚ୍ଚ ନାୟ୍ୟାଳୟ କି ଆଭିମୁଖ୍ୟ ଦେଖାଉଛନ୍ତି, ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯଦି…

ଆସନ୍ତାକାଲି ସୂର୍ଯ୍ୟୋପରାଗ । ଦିନରେ ଲୁଚିବ ସୂର୍ଯ୍ୟ, ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଆଜି ରାତି ୧୦ଟା…

କନକ ବ୍ୟୁରୋ : ଆସନ୍ତାକାଲି ସୂର୍ଯ୍ୟୋପରାଗ । ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦେଖାଯିବ । ବାକି ଅଂଚଳରେ ଆଂଶିକ ପରାଗ ଦେଖାଯିବ । ଓଡିଶାରେ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ସୂର୍ଯ୍ୟୋପରାଗ ପୂର୍ବାହ୍ନ ୧୦ଟା ୨୦ରେ ଆରମ୍ଭ ହୋଇ…

ରଥଯାତ୍ରା ଇତିହାସରେ ଗୁପ୍ତ ଗୁଣ୍ଡିଚାର କାହାଣୀ । ଘାତ-ପ୍ରତିଘାତ ଭିତରେ ଅତି ଗୋପନୀୟ ଭାବେ ଏକାଧିକ ଥର ହୋଇଛି…

କନକ ବ୍ୟୁରୋ : ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଲୀଳା ଯେମିତି ଅଲୌକିକ, ମହାପ୍ରଭୁଙ୍କ କାହାଣୀ ସେମିତି ଅସରନ୍ତି । ଆଉ ଏହି ସବୁ କାହାଣୀ ଜନମାନସରେ ଲୋକସ୍ମୃତି ହୋଇରହି ଆସିଛି । ଆପଣ ଜାଣି ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଶ୍ରୀକ୍ଷେତ୍ର ବାହାରେ ୫ଥର ରଥଯାତ୍ରା ଅନୁଷ୍ଠିତ ହୋଇଛି । ଆଉ ଏକାଧିକ…