Daily Archives

June 17, 2020

ମୋଦିଙ୍କ କଡା ଚେତାବନୀ, ୧୩୦ କୋଟି ଭାରତୀୟଙ୍କ ପଣ, ବ୍ୟବସାୟୀଙ୍କ ବ୍ଲୁ-ପ୍ରିଣ୍ଟ ।  ଚୀନକୁ ଆଉ ତ୍ରାହି ନାହିଁ,…

କନକ ବ୍ୟୁରୋ : ସୋମବାର ଗଲୱାନ ଘାଟିରେ ଭାରତୀୟ ସେନା ଉପରେ ଡ୍ରାଗନବାହିନୀର ଆକ୍ରମଣ ଓ ଏଥିରେ ୨୦ ଯବାନ ସହିଦ ହେବା ପରେ ପୂରା ଦେଶ ତାତି ଉଠିଛି । ଚୀନକୁ ଏବେ ତାହାରି ଭାଷାରେ ବୁଝାଇବାକୁ ଦେଶର କୋଣଅନୁକୋଣରୁ ଦାବି ଉଠିଛି । ଏପରିକି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ପ୍ରଧାନମନ୍ତ୍ରୀ…

ଫେରିବ କହି ଫେରିଲନି… ବାପା ! ତମେ ମତେ କେମିତି ଠକି ପାରିଲ…? ସୀମାରେ ସହିଦ ହେବା ପରେ ବାପାର ଫଟୋକୁ…

କନକ ବ୍ୟୁରୋ: ବାପା ! ମୁଁ ତମ ଉପରେ ରାଗିଛି... ତମ ସହ ଜମା କଥା ହେବିନି... କହିଥିଲ ନା ଧନ ଲୋ’ କରୋନା ପଳେଇଲେ ମୁଁ ଘରକୁ ଯିବି ଆଉ ତୋ ସହ ଦିନରାତି ଖେଳିବି । ମୋ ସୁନା ଝିଅଟା ପରା ଆଉ କିଛି ଦିନ ରହିଯା, ତୋ ପାଇଁ ସବୁ ନେଇକି ଯିବି... ତମ କଥା ମାନି ମୁଁ ମନକୁ ବୁଝେଇଦେଲି । କହିଥିଲ…

ସତର୍କ ରୁହ ୩ ସେନା… ଗଲୱାନ ଘାଟିରେ ସଙ୍ଘର୍ଷ ପରେ ୩ ସେନାକୁ ହାଇ ଆଲର୍ଟ । ପ୍ରତିକୂଳ ପରିସ୍ଥିତିର ମୁକାବିଲା…

କନକ ବୁରୋ: ଚୀନ୍‌ ସହିତ ଗଲଓ୍ଵାନ୍‌ ଉପତ୍ୟକାରେ ସଂଘର୍ଷ ପରେ ଭାରତ ନିଜର ତିନି ସେନାକୁ ୨୪ ଘଣ୍ଟିଆ ‘ହାଇ ଆଲର୍ଟ’ ଜାରି କରିଛି। ଏବଂ ଆବଶ୍ୟକ ସ୍ଥଳେ ଯେ କୌଣସି ପ୍ରକାରର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସଦା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି। ଦେଶର ସ୍ଥଳସେନା ସମେତ…

ଚାଇନା ମାଲକୁ ବର୍ଜନ କରିବା ପାଇଁ ପୁଣି ଉଠିଲା ସ୍ୱର । ସୀମାରେ ସହିଦ ହେଉଛନ୍ତି ଯବାନ, ଏପଟେ ଭାରତରେ ଚୀନ ଚଳାଇଛି…

କନକ ବ୍ୟୁରୋ: ସୀମାରେ ଚୀନ୍ ଚଳାଇଛି ଷଡ଼ଯନ୍ତ୍ର  । ଭାରତୀୟ ଭୂମିର ରକ୍ଷା କରି ସହିଦ ହୋଇଛନ୍ତି ଆମ ବୀର ଯବାନ  । ଚୀନକୁ ସାବାଡ଼ କରିବା ନିହାତି ଦରକାର  ।  ଆଉ ଏହି ସମୟରେ ଆମେ କେମିତି ବ୍ୟବହାର କରିବୁ ଚୀନ୍ ତିଆରି ସାମଗ୍ରୀ  । ଏମିତି କିଛି ସ୍ୱର ଥିଲା ଏମାନଙ୍କ କଣ୍ଠରେ  । ରାଜ୍ୟର…

ଚାଲାକ୍ ଚୀନକୁ ଚକମା ଦେବାକୁ ଶେଷ ରକ୍ତ ବିନ୍ଦୁ ଯାଏଁ ଗଲୱାନ ଘାଟିରେ ଲଢେଇ କରି ସହିଦ ହେଲେ ୨ ଓଡ଼ିଆ ଯବାନ । କନ୍ଧମାଳ…

କନକ ବ୍ୟୁରୋ: ଭାରତ ଚୀନ ସୀମା ଗଲୱାନ ଘାଟିରେ ଚୀନ ସେନା ସହ ଲଢେଇରେ ଓଡ଼ିଶାର ୨ ଜଣ ବୀର ଯବାନ ସହିଦ ହୋଇଛନ୍ତି । ଦେଶପାଇଁ ସର୍ବୋଚ୍ଚ ବଳିଦାନ ଦେଇ ଦୁଇ ଯବାନ ରାଜ୍ୟର ଗର୍ବ ଗୌରବ ପାଲଟିଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜ ରାଇରଙ୍ଗପୁର…

ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ନବୀନଙ୍କ ଦାବି । କହିଲେ, ଜୁନ୍ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ,…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଟକରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସ୍ଥିତି ନେଇ ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କିଛି ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି । ନବୀନ କହିଛନ୍ତି, ଆସନ୍ତା ଜୁନ…