Daily Archives

June 13, 2020

ମହାମାରୀ ପାଇଁ ମନରୁ ଲିଭୁନି ସଂକ୍ରମଣ ଭୟ । ଆଗ ସାନିଟାଇଜ, ପରେ ସଂସ୍କାର । ଜୁଇକୁ ଯିବା ପୂର୍ବରୁ ଶବକୁ କରାଯାଉଛି…

କନକ ବ୍ୟୁରୋ: ମନରୁ ଲିଭୁନି ସଂକ୍ରମଣର ଡର । ଆଗ ସାନିଟାଇଜ ପରେ ସଂସ୍କାର । ଅହମ୍ମଦାବାଦରୁ ଆସିଥିବା ଏହି ଚିତ୍ର ହିଁ ବୟାନ କରୁଛି । କରୋନାରେ ମୃତ ବ୍ୟକ୍ତିଙ୍କ ଶବକୁ ପରିବାର ଲୋକଙ୍କୁ କରାଯାଉନି ହସ୍ତାନ୍ତର । ତେବେ କେମିତି କରାଯାଉଛି ସଂସ୍କାର । ଏହାକୁ ନେଇ ସମସ୍ତଙ୍କ ମନରେ ରହିଛି ବଡ…

ସଂକଟ ବେଳରେ ଆସିଲା ଦୟନୀୟ ଚିତ୍ର: ଜନ ଧନ ଯୋଜନାରେ ଆସିଥିବା ଟଙ୍କା ଉଠାଇବାକୁ ଖଟିଆରେ ମାଆଙ୍କୁ ଟାଣି ଟାଣି ବ୍ୟାଙ୍କ…

କନକ ବ୍ୟୁରୋ: ଦାରିଦ୍ର୍ୟ ମଣିଷକୁ କେତେ ଅସହାୟ କରିପାରେ, ତାର ଏକ ଜୀବନ୍ତ ଚିତ୍ର ଆସିଛି ନୂଆପଡ଼ା ଜିଲ୍ଲାରୁ । ଏଠି ଜଣେ ମଣିଷ ଆଉ ଜଣେ ମଣିଷକୁ ଦଉଡିଆ ଖଟରେ ଘୋଷାଡି ଘୋଷାଡି ନେଉଛି । ୪ଶହ ମିଟର ବାଟ ଏମିତି ଟଣା ହୋଇଯିବା ପରେ ଶତାୟୁ ବୃଦ୍ଧା ଜଣକ ପହଂଚିଥିଲେ ଗନ୍ତବ୍ୟସ୍ଥଳରେ । ବ୍ୟାଙ୍କରୁ…

କରୋନାର ନୂଆ ଲକ୍ଷଣ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା: କରୋନା ପଜିଟିଭ ଥିଲେ ହଠାତ୍ କମିଯିବ ଗନ୍ଧ ବାରିବା ଓ ସ୍ୱାଦ…

କନକ ବ୍ୟୁରୋ: ଭାରତରେ କରୋନା ଭୁତାଣୁରେ ଆକ୍ରନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଯେଉଁଭଳି ଭାବରେ ଆକ୍ରନ୍ତ ସଂଖ୍ୟା ବଢି ଚାଲିଛି ସେହିଭଳି ଭାବେ ଏହି ରୋଗକୁ ନେଇ ନୂଆ ନୂଆ ଲକ୍ଷଣ ଯୋଡ଼ି ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନାକୁ ନେଇ ଆଉ ଦୁଇଟି ଲକ୍ଷଣ ଯୋଡ଼ାଯାଇଛି ।…

ଗୋଟିଏ ଶବ ଦୁଇ ଦାବିଦାର: ଭଂଜନଗର ବାସିନ୍ଦା ଏ ନରେଶଙ୍କ ମୃତ୍ୟୁ ପରେ ଉପୁଜିଲା ଅଭାବନୀୟ ସ୍ଥିତି; ବୁଝାମଣା ପରେ…

କନକ ବ୍ୟୁରୋ: ଗୋଟିଏ ଶବ ଦୁଇ ଦାବିଦାର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ । ଭଞ୍ଜନଗରର ମୂଳ ବାସିନ୍ଦା ତଥା ଜାତୀୟ ସ୍ତରର ଫୁଟବଲ ଖେଳାଳି ଏ. ନରେଶଙ୍କ ମୃତ୍ୟୁ ପରେ ଏଭଳି ଏକ ଅଭାବନୀୟ ସ୍ଥିତି ଉପୁଜିଥିଲା । ନରେଶ ଦୁଇଟି ବିବାହ କରିଥିବାରୁ ତାଙ୍କର ଦୁଇ ଜଣ ପତ୍ନୀ ମୃତ…

ଅଭିନେତା ବିଜୟ ମହାନ୍ତିଙ୍କ ଘରବାହୁଡ଼ା: ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଫେରୁଛନ୍ତି ଓଡିଶା; ଝିଅ ପାଖକୁ ଯାଇଥିବା…

କନକ ବ୍ୟୁରୋ: ଓଡିଶା ଫେରୁଛନ୍ତି ଭେଟେରାନ୍ ଅଭିନେତା ବିଜୟ ମହାନ୍ତି । ଦୀର୍ଘ ଦିନ ଧରି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବରିଷ୍ଠ ଅଭିନେତା ଆସନ୍ତାକାଲି ଭୁବନେଶ୍ୱରରେ ପହଁଚିବେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହଯୋଗ ଏବଂ ଅଭିନେତା ଅଖିଳ…

ମହାମାରୀ ସାମ୍ନାରେ ମହାନଗରୀ ‘ସମର୍ପଣ’? ଦେଶର ଦୁଇ ମହାନଗରୀରେ ମହାସଂକଟ…ଦିଲ୍ଲୀ ଓ ମୁମ୍ବାଇରେ…

କନକ ବ୍ୟୁରୋ: ଦେଶରେ ୩ ଲକ୍ଷ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୧୧ ହଜାର ୪୫୮ ନୂଆ ସଂକ୍ରମିତ । ଯାହା ଆଜି ଯାଏଁ ୨୪ଘଂଟାରେ ଚିହ୍ନଟ ହୋଇଥିବା ସର୍ବାଧିକ ଆକ୍ରାନ୍ତ । ଏହାସହ ଏହି ସମୟ ଭିତରେ ୩୮୬ଜଣଙ୍କର  ମୃତ୍ୟୁ ହୋଇଛି । ସେପଟେ ବରିଷ୍ଠ ସାମ୍ବାଦିକ…