Daily Archives

June 4, 2020

ପୁଅ ଆରପାରିକୁ ଚାଲିଗଲା ପରେ ପରିବାର ନେଲା ଚରମ ନିଷ୍ପତ୍ତି । ଗେହ୍ଲା ପୁଅକୁ ହରାଇ ଝୁରିବା ଅପେକ୍ଷା, ମରିବା ଭଲ ଭାବି…

କନକ ବ୍ୟୁରୋ: ସ୍ନେହ ଟାଣିନେଲା ଶ୍ମଶାନକୁ । ମଶାଣି ମଝିରେ ଜଳିଲା ମାଆଛୁଆର ସମ୍ପର୍କ । ଜଣେ ସିନା ରୋଗରେ ପଡି ଆଖି ବୁଜିଦେଲା ହେଲେ ଅନ୍ୟ ୩ ଜଣଙ୍କୁ ରକ୍ତ ଟାଣିନେଲା । ସାନ ପୁଅ ଆରପାରିକୁ ଚାଲିଯିବା ପରେ ଭାବପ୍ରବଣ ହୋଇ ପରିବାରର ୩ ଜଣ ଆତ୍ମହତ୍ୟା କରିଛନ୍ତି । ଆଉ ଶ୍ମଶାନରେ ଏକାଠି…

କରୋନାକୁ ନେଇ ବୈଜ୍ଞାନିକଙ୍କ ନୂଆ ତଥ୍ୟ । ଦେଶରେ ନଭେମ୍ବରରୁ ପ୍ରବେଶ କରିଛି କରୋନା ଭୂତାଣୁ ।

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରତ୍ୟେକ ଦିନ ଆକ୍ରାନ୍ତ ସଂଖ୍ୟା ୮ ହଜାର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଆଉ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ହଜାର ଟପି ସାରିଲାଣି । ଏହାରି ଭିତରେ ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟ କଲାଭଳି…

ହାତୀ ହତ୍ୟାକୁ ନେଇ ସାରା ଦେଶରେ ଅସନ୍ତୋଷ । ସୋସିଆଲ ମିଡିଆରେ ତୀବ୍ର ନିନ୍ଦା କଲେ ଖେଳାଳୀ, ନେତା ଓ ଅଭିନେତା । ପଶୁ…

କନକ ବ୍ୟୁରୋ: ମଣିଷ, ଅମଣିଷ ପାଲଟିଗଲା । ହିଂସ୍ର ପଶୁଙ୍କ ଠାରୁ ବି ହୀନ ହୋଇଗଲା । ଅମାନବିକତାର ସୀମା ଟପିିଗଲା । ନିରୀହ ଗର୍ଭବତୀ ହାତୀକୁ ହତ୍ୟା କରିବା କଣ ସମାଜର ସବୁଠୁ ଚତୁର କୁହାଯାଉଥିବା ମଣିଷର କାମ ହୋଇପାରେ । ହାତୀ ମୃତ୍ୟୁ ଘଟଣା ଆଉ କେବଳ କେରଳରେ ସୀମିତ ହୋଇ ରହିନି, ସାରା…

ଭାରତ କଥାରେ ହଁ ମାରିଲା ‘ହୁ’ । କରୋନା ଚିକିତ୍ସା ପାଇଁ ବ୍ୟବହାର ହୋଇପାରିବ ହାଇଡ୍ରୋକ୍ସି କ୍ଲୋରୋକୁଇନ । ଭାରତରୁ ଦୃଢ଼…

କନକ ବ୍ୟୁରା: କରୋନା ଚିକିତ୍ସାରେ ପୁଣି ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର ହେବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ପ୍ରସ୍ତାବକୁ ଗ୍ରହଣ କରିଛି । ପୂର୍ବରୁ ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର ବିପଦଜନକ କହିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ କରୋନା ସଂକ୍ରମଣ କମାଇବାକୁ…

ରାଜଧାନୀରେ ଜଘନ୍ୟ ହତ୍ୟା । ୪ ବର୍ଷର କୁନି ପିଲାକୁ ତଂଟି ଚିପି ପଡୋଶୀ ମହିଳା ମାରି ଦେଇଥିବା ଅଭିଯୋଗ । ଭୁବନେଶ୍ୱର…

କନକ ବ୍ୟୁରୋ : ରାଜଧାନୀରେ ଜଣେ ପଡୋଶୀ ମାତ୍ର ଚାରି ବର୍ଷର କୁନି ପିଲାକୁ ଖେଳିବାକୁ ଘରକୁ ଡାକି ନେଇ ହତ୍ୟା କରିଛି ଜଣେ ମହିଳା । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ନାଁ – ସାଇରାମ, ବୟସ-୪ବର୍ଷ । ଭୁବନେଶ୍ୱର ରାଜୀବନଗରରେ ରହୁଥିବା ଏହି କୁନି ପିଲାଟି ସହ ଯାହା ଘଟିଯାଇଛି ତାହା…

କରୋନା ବେଳେ ବୋଝ ଉପରେ ନଳିତା ବିଡା ସାଜିଛି ପୁଲିସ ଫାଇନ୍ । ଅଫିସରୁ ବାହାରିବା ବିଳମ୍ବ ହେଲେ ରାସ୍ତାରେ ଗଣିବାକୁ…

କନକ ବ୍ୟୁରୋ : ଲୋକମାନେ ଯେତେବେଳେ ଆଗକୁ କ’ଣ ହେବ ସେନେଇ ସନ୍ଦିହାନ ଅଛନ୍ତି, ସେତେବେଳେ ଲୋକଙ୍କ ଭିତରେ ଆଉ ଏକ ଭୟ ସୃଷ୍ଟି ହୋଇଛି । ପଦାକୁ ବାହାରିଲେ ପୋଲିସକୁ ଫାଇନ ଦେବା ସହ କଡା ଯାଂଚର ସମ୍ମୁଖୀନ ହେବା ଆଶଙ୍କା କରୁଛନ୍ତି ସାଧାରଣ ଲୋକ । ନାଇଟ୍ କର୍ଫ୍ୟୁ ବେଳେ ଏହି ଭୟ ଆହୁରି…