Daily Archives

June 28, 2020

ନିଲମ୍ବନ ପ୍ରତ୍ୟାହାର ପରେ ନୂଆ ନିଯୁକ୍ତି: ଆଇଏଏସ ବିଜୟ କେତନଙ୍କ ନିଲମ୍ବନ ପ୍ରତ୍ୟାହାର । ଗତ ବର୍ଷ ଲାଞ୍ଚନେବା…

କନକ ବ୍ୟୁରୋ: ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର । ନିଲମ୍ବନ ପ୍ରତ୍ୟାହାର କରିବା ସହ ତାଙ୍କୁ ପୁନଃସ୍ଥାପନ କରାଯାଇଛି । ବିଜୟ କେତନ ଉପାଧ୍ୟାୟଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍ ରେଭେନ୍ୟୁର ସେକ୍ରେଟାରୀ ଭାବେ ନୂଆ ଦାୟିତ୍ୱ…

ସାମନାକୁ ଆସିଲା ଜଣେ କରୋନା ଯୋଦ୍ଧାଙ୍କ ବୀରତ୍ୱର କାହାଣୀ । ଡ୍ୟୁଟିରେ ଯୋଗ ନଦେବା ପାଇଁ ଚାପ ପକାଇଥିଲେ ପରିବାର…

କନକ ବ୍ୟୁରୋ: ହରିହର ଲେଙ୍କା । ଟ୍ରେନ ସୁପରିନ୍ଟେଣ୍ଡେଂଟ । ମେ ୧୨ ତାରିଖରେ ସରକାରଙ୍କ ପକ୍ଷରୁ ଡକରା ଆସିଲା କାମରେ ଯୋଗ ଦେବା ପାଇଁ । ଘରେ ସମସ୍ତେ ମନା କଲେ, କରୋନା ଆସିଛି, ଆକ୍ରାନ୍ତ ହେବାର ଆଶଙ୍କା ରହିଛି, ସମସ୍ତେ ଜିଦ୍ ଧରିଲେ ଚାକିରି ପଛେ ଛାଡିଦିଅ, ହେଲେ ଟ୍ରେନକୁ ଯାଅ ନାହିଁ ।…

ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ରଥର ଦକ୍ଷିଣ ମୋଡ । ଶରଧାବାଲିରେ ୧୪୪ ଧାରା…

କନକ ବ୍ୟୁରୋ: ରଥଯାତ୍ରା ଭଳି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସାରିବାକୁ ଅଂଟା ଭିଡିଛି ପୁରୀ ପ୍ରଶାସନ । ଫୋକସରେ ରହିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସରକାରଙ୍କ କୋଭିଡ ଗାଇଡଲାଇନ୍ । ରଥଟଣା ଓ ମହାପ୍ରଭୁଙ୍କ ସେବାରେ ସାମିଲ ହେବାକୁ ଥିବା ସେବାୟତଙ୍କ ଦୁଇଟି ପର୍ଯ୍ୟାୟରେ…

କରୋନା ପାଇଁ ବାହାଘର ବନ୍ଦ… କୁଟୀରଶିଳ୍ପରେ ପଡିଛି ତାଲା । ରୋଜଗାର ହରାଇ ବସିଛନ୍ତି ବାହା ମୁକୁଟ ଏବଂ ଅନ୍ୟାନ୍ୟ…

କନକ ବ୍ୟୁରୋ: ତାଲାବନ୍ଦ ଯୋଗୁଁ ସମ୍ବଲପୁରରେ ଏବେ ବନ୍ଧାପଡିଛି କୁଟୀର ଶିଳ୍ପ । ବେପାର ନାହିଁ , କାରିଗରର ହାତ ବି ଚାଲୁନି । ଫଳରେ ବାହା ମୁକୁଟ ଶିଳ୍ପ ସହିତ ଜଡିତ କାରିଗର ଓ ବେପାରୀ ମୁଣ୍ଡରେ ହାତ ଦେଇବସିଛନ୍ତି । କାରଣ ତାଲାବନ୍ଦ ବେଳେ ଏବେ ଘରେ ଚୁଲି ଜଳିବା ବି କଷ୍ଟକର ହୋଇଗଲାଣି ।…

ଚାଇନା ରଚିଥିଲା ଷଡ଼ଯନ୍ତ୍ର ! ଜୁନ ୧୫ରେ ଘଟିଥିବା ସଂଘର୍ଷ ପାଇଁ କରିଥିଲା ବଡ଼ ପ୍ରସ୍ତୁତି । ଭାରତୀୟ ସେନା ସହ ହାତାହାତି…

କନକ ବ୍ୟୁରୋ: ଖୋଲୁଛି ଚୀନ ଷଡ଼ଯନ୍ତ୍ରର ଗୁମର । ରକ୍ତାକ୍ତ ସଂଘର୍ଷ ପାଇଁ କରିଥିଲା ବଡ଼ ପ୍ରସ୍ତୁତି । ବିଶ୍ୱର ସର୍ବ-ପୁରାତନ ନ୍ୟୁଜ ଏଜେନ୍ସି ଏଏଫପି ଏପରି ଏକ ଖବର ପ୍ରକାଶ କରିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀୟ ସେନା ସହ ଲଢ଼ିବା ପାଇଁ ମାର୍ଶାଲ ଆଟିଷ୍ଟ ବା ସାମରିକ…

ଦସ୍ୟୁ ରତ୍ନାକରରୁ ବନିଲେ ବାଲ୍ମିକୀ! ପୁଅର ପଦେ କଥା ବଦଳାଇ ଦେଲା ଜୀବନ । ପଢ଼ନ୍ତୁ ପରିବର୍ତ୍ତନ ଓ ପ୍ରେରଣାଦାୟୀର ଏକ…

ଦିନେ ସେ ଦସ୍ୟୁ ଭଳି ଥିଲେ, ଆଜି ସେ ବାଲ୍ମୀକି ପାଲଟିଲେ । ଦିନେ ସେ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟୁଥିଲେ, ଆଜି ସେ ଭଗବତ ଚିନ୍ତନରେ ଦିନ କାଟୁଛନ୍ତି । କୁନି ପୁଅର ପଦୁଟିଏ କଥା ବଦଳାଇ ଦେଇଛି ବାପାଙ୍କ ଜୀବନର ଗତି । ଆଉ ପୁରୁଣା ଜୀବନର ତିକ୍ତ ଅନୁଭୂତିକୁ ଭୁଲି ଏବେ ସେ ନୂଆ ଜୀବନ…