Daily Archives

June 5, 2020

କୁଆଡେ ଗଲେ ମୋ ଭକ୍ତ ? କାଳିଆ ଆସିଥିଲା, ଭକ୍ତ ନଥିଲା… ବଦଳିଛି ଶ୍ରୀକ୍ଷେତ୍ର, ବଡ ହୋଇଛି ବଡଦାଣ୍ଡ । ହେଲେ ସେ…

କନକ ବ୍ୟୁରୋ: ବଡଦାଣ୍ଡରୁ ଦିଶିଲେ ବଡଠାକୁର । ଭକ୍ତଙ୍କୁ ଦେଖାଦେଲେ ଭଗବାନ । କରୋନା କଣକଣା ଭିତରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଭାବର ଠାକୁର । ଆଉ ଦୀର୍ଘ ଦିନ ଧରି ଜଗାକୁ ଦେଖି ନଥିବା ଭକ୍ତଙ୍କ ଆଖି କୃତ୍ୟକୃତ୍ୟ ହୋଇଛି । ସାମ୍ନାରେ ନୋହିଲା ନାହିଁ ଟିଭି ଆଗରେ ହେଉ ପଛେ କାଳିଆକୁ ଦେଖି…

ଜଗା ତୁ ଯାଆନା… ଆମକୁ ଛାଡି ତୁ ଫେରିଯାଆନା… ଦୁଇ ମାସ ପରେ ଦେଖାଦେଇ ସାଙ୍ଗେସାଙ୍ଗେ ପଳେଇ ଯାଉଛୁ ।…

କନକ ବ୍ୟୁରୋ; ଜଗା ତୁ ଯାଆନା... ଆମକୁ ଛାଡି ତୁ ଫେରିଯାଆନା... ତୁ ଗଲା ପରେ ଆମେ କାହାକୁ ଦେଖିବୁ । କରୋନା ପାଇଁ କେତେ ଦିନ ହେଲା ତତେ ଆମେ ଦେଖି ନଥିଲୁ । ଆଉ ଆଜି ତତେ ଦେଖି ଏ ଆଖି ପୂରି ଉଠିଛି । ତୋ ପାଖକୁ ଯାଇ ହେଲାନି ସିନା ହେଲେ ଘରେ ବସି ତୋ ସବୁ ଲୀଳା ଦେଖିଛୁ । ତତେ ଦେଖୁ ଦେଖୁ…

ସଂକ୍ରମଣ ତାଲିକାରେ ସାଲିଆସାହି । ଭୁବନେଶ୍ୱରର ବଡ଼ ବସ୍ତିକୁ ବ୍ୟପିଲା କରୋନା, ଜଣେ ପଜିଟିଭ ଚିହ୍ନଟ ।

କନକ ବ୍ୟୁରୋ: ଭୁବନେଶ୍ୱରର ସବୁଠାରୁ ବଡ ବସ୍ତି କୁହାଯାଉଥିବା ସାଲିଆସାହି ବସ୍ତି । ଘରକୁ ଘର ଲାଗିଛି , ହଜାର ହଜାର ଘର ଅଛି । ପ୍ରାୟ ୮୦ ହଜାର ଲୋକ ରହୁଥିବା ଏହି ବସ୍ତିରେ ଶୁକ୍ରବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଦବେଗର ବିଷୟ ହେଉଛି ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି…

ଜନ୍ମ କରିଥିଲି କଣ ଏଇଥି ପାଇଁ…? ପୁଅ ପର କରିଦେବା ପରେ ବିଷ ପିଇଦେଲା ମାଆ । ମୃତ୍ୟୁ ମୁହଁରୁ ବଞ୍ଚି ମେଡିକାଲରୁ…

କନକ ବ୍ୟୁରୋ: ମୁଁ ତମକୁ ଜନ୍ମ ଦେଲି, ତମେ ମତେ ଯନ୍ତ୍ରଣା ଦେଲ... ମୁଁ ତମକୁ ମମତା ଦେଲି, ତମେ ମୁହଁମୋଡି ଦେଲ । ମୁଁ ଚିରା ପଣତରେ ଝାଳ ପୋଛି ତମକୁ ପାଳିଲି ପୋଷିଲି, ହେଲେ ତମେ ମତେ ନଚାହିଁ ପରକରିଦେଲ । ନିଜ ଛାତିରୁ କ୍ଷୀର ଖୁଆଇ ତମକୁ ଏଡୁଟେରୁ ଏଡଟେ କଲି, ନିଜେ ନଖାଇ ତୁମକୁ ଖୁଆଇଲି...…

ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାକୁ ୧୫ ଦିନର ମହଲତ ଦେଲେ ସୁପ୍ରିମକୋର୍ଟ । କେନ୍ଦ୍ର ଓ ରାଜ୍ୟକୁ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ: ୧୫ଦିନ ଭିତରେ ପ୍ରବାସୀଙ୍କୁ ନିଜ ନିଜ ଘରକୁ ପଠାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରବାସୀଙ୍କ ପଂଜୀକରଣ କରିବା ବାଧ୍ୟତାମୂଳକ କରିବା ସହ ପ୍ରବାସୀଙ୍କୁ ଜୀବିକା ଓ ସହାୟତା ଯୋଗାଇବା ପାଇଁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।…

ସ୍ନାନ ମଣ୍ଡପକୁ ଆସିଲେ ଶ୍ରୀଜିଉ, ହେଲେ ଭକ୍ତ ଶୂନ୍ୟ ବଡ଼ଦାଣ୍ଡ । ଦାସିଆ ବାଉରୀ ପରି ଦୂରରୁ ହାତଟେକି ଭାବବିହ୍ୱଳ ହେଲେ…

କନକ ବ୍ୟୁରୋ: ମହାପ୍ରଭୁଙ୍କ ମହାସ୍ନାନ । ଭାଇ-ଭଉଣୀଙ୍କ ସହ ରତ୍ନବେଦିରୁ ଓହ୍ଲାଇ ଆସି ସ୍ନାନବେଦିରେ ବିଜେ କରିଥିଲେ ଜଗତର ନାଥ । ୧୦୮ଗରା ଜଳରେ ହୋଇଥିଲା ଜଳାଭିଷେକ । ଏହାପରେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିଉ । ଭାବର ଠାକୁର ଜଗନ୍ନାଥଙ୍କ ଏହି ମହାମାନବୀୟ ଲୀଳା ଦେଖିବାକୁ ହଜାର…