Daily Archives

June 18, 2020

ସୀମା ଜଗୁଥିଲେ, ଗାଁ ପାଇଁ ସ୍ୱପ୍ନ ଦେଖୁଥିଲେ… ସ୍ୱପ୍ନ ସାକାର ହେବା ପୂର୍ବରୁ ସହିଦ ହୋଇଗଲେ ଓଡିଆ ଯବାନ ।…

କନକ ବ୍ୟୁରୋ: ମରଶରୀର ଆସିଲା, ମାଟି ମାଆ କାନ୍ଦିଲା । ଭୁବନେଶ୍ୱରରେ ବୀର ଓଡିଆ ଯବାନଙ୍କ ପାର୍ଥୀବ ଶରୀର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଛି ଗାଁ ମାଟି । ଗେହ୍ଲା ପୁଅ ଚନ୍ଦ୍ରକାନ୍ତଙ୍କ ମର ଶରୀର ଓଡିଶା ମାଟି ଛୁଇଁବା ପରେ କଇଁକଇଁ କାନ୍ଦିଛି କନ୍ଧମାଳ, ଛାତିପିଟି ବାହୁନି…

ସୀମା ଆଡକୁ ବଢିଲା ଭାରତର ଲଢୁଆ ଟ୍ୟାଙ୍କ । ଭାରତ-ଚୀନ୍ ସୀମାରେ ଯୁଦ୍ଧ ଭଳି ପ୍ରସ୍ତୁତି । ତିନି ସେନାକୁ ଆଲର୍ଟରେ…

କନକ ବ୍ୟୁରୋ : ଧୋକାବାଜ ଚୀନକୁ ଶିକ୍ଷା ଦେବା ପାଇଁ ସବୁସ୍ତରରେ ସକ୍ଷମ ଭାରତ । ସୀମାରେ ଚାଲ ଖେଳୁଥିବା ଚୀନର ଯୋଜନା ପଣ୍ଡ କରିବାକୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ସ୍ଥଳସେନା, ବାୟୁସେନା ଓ ନୌସେନାକୁ ଆଲର୍ଟରେ ରଖାଯାଇଛି । ସୀମାରେ ଯୁଦ୍ଧ ଭଳି ପ୍ରସ୍ତୁତି କରିଛି ଭାରତ । ଜୁନ୍…

ଗଲୱାନରେ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଆଲୋଚନା । ୬ଘଂଟା ଧରି ଚାଲିଲା ମେଜର ଜେନେରାଲ ସ୍ତରୀୟ ବୈଠକ । ଚୀନ୍ କହିଲା,…

କନକ ବ୍ୟୁରୋ: ଗଲୱାନ ଭ୍ୟାଲିରେ ୨୦ ଭାରତୀୟ ଯବାନ ସହିଦ ହେବାପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ସୀମାରେ ଯୁଦ୍ଧ ଭଳି ପ୍ରସ୍ତୁତି କରିବା ପରେ ନରମ ପଡିଛି ଚୀନ । ସୀମାରେ ଭାରତୀୟ ସେନାକୁ ନାଲିଆଖି ଦେଖାଉଥିବା ଚୀନ ଏବେ ଶାନ୍ତି ଚାହୁଁଛି । ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ…

କାଳିଆ ପାଇଁ କ୍ୟାବିନେଟ ସଂକଳ୍ପ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଶ୍ରୀମନ୍ଦିର ପରିସରରେ ପାଳନ ହେବ ସମସ୍ତ…

କନକ ବ୍ୟୁରୋ: କାଳିଆ ପାଇଁ କ୍ୟାବିନେଟ୍ ସଂକଳ୍ପ । ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ କ୍ୟାବିନେଟରେ ବିସ୍ତୁୃତ ଆଲୋଚନା ପରେ ସଂକଳ୍ପ ପାରିତ । ରଥଯାତ୍ରା ବନ୍ଦ ପରେ କ’ଣ ହେବ ସେନେଇ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୧. ସୁପ୍ରିମକୋର୍ଟଙ୍କ…

ଯବାନ ଜାଣିଥିଲେ ଯୁଦ୍ଧ ହେବ! କନ୍ଧମାଳ ସହିଦ ଚନ୍ଦ୍ରକାନ୍ତଙ୍କ ଭଉଣୀ କହିଲେ, ୨ସପ୍ତାହ ଆଗରୁ ଫୋନ କରିଥିଲେ ଭାଇ ।…

କନକ ବ୍ୟୁରୋ: ଭାରତ-ଚୀନ ଭିତରେ ଭୟଙ୍କର ସ୍ଥିତି ହେବା ନେଇ ପୂର୍ବରୁ ଆଶଙ୍କା କରି ସାରିଥିଲେ ଶହୀଦ ଯବାନ । ଆଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶହୀଦ ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଭଉଣୀ । ଭାରତ-ଚୀନ ସୀମାରେ ମୁହାଁମୁହିଁ ହେବାର ପ୍ରାୟ ଦୁଇ ସପ୍ତାହ ତଳେ ଚନ୍ଦ୍ରକାନ୍ତ ନିଜ…

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ ।

କନକ ବ୍ୟୁରୋ: ରଥଯାତ୍ରା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ । ତେଣୁ ଚଳିତ ବର୍ଷ ରଥଯାତ୍ରା ହୋଇପାରିବନି ବୋଲି…