Monthly Archives

July 2020

ଭାଇ ! ଏଥର ବାନ୍ଧି ପାରିଲିନି ରାକ୍ଷୀ, ଡାକରେ ଦେଲି ପଠାଇ । ରକ୍ଷାବନ୍ଧନ ପାଇଁ ରାକ୍ଷୀ ପଠାଇଲେ ମୋଦିଙ୍କ ପାକିସ୍ତାନୀ…

କନକ ବ୍ୟୁରୋ: ମୋଦିଙ୍କୁ ରାକ୍ଷୀ ପଠାଇଲେ ପାକିସ୍ତାନୀ ଭଉଣୀ । ରକ୍ଷା ବନ୍ଧନ ଅବସରରେ ନିଜ ପ୍ରଧାନମନ୍ତ୍ରୀ ଭାଇକୁ ରାକ୍ଷୀ ପଠାଇଛି ଭଉଣୀ । ଚଳିତ ବର୍ଷ କରୋନା ପାଇଁ କଟକଣା ଲାଗିଥିବାରୁ ଏଥର ଭାଇ ହାତରେ ଭଉଣୀ ବାନ୍ଧିବନି ସ୍ନେହର ସୂତା, ସମ୍ପର୍କର ରାକ୍ଷୀ । ତେଣୁ ମୋଦିଙ୍କୁ ପାଖକୁ ଯାଇ…

୪ ଜିଲ୍ଲା ପାଇଁ ବଡ ଖବର । ୪ ଜିଲ୍ଲାରେ ହେବ ସପ୍ତାହାନ୍ତ ସଟଡାଉନ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ସହ ରାଉରକେଲା…

କନକ ବ୍ୟୁରୋ: ୪ ଜିଲ୍ଲା ପାଇଁ ବଡ ଖବର । ୪ ଜିଲ୍ଲାରେ ହେବ ସପ୍ତାହାନ୍ତ ସଟଡାଉନ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଏବଂ ରାଉରକେଲା ମୁନିସିପାଲିଟିରେ ୨ ଦିନ ସଟଡାଉନ । ଶନିବାର, ରବିବାର ଏହି ୪ ଜିଲ୍ଲା ଓ ଗୋଟିଏ ପୌରାଞ୍ଚଳ ସଟଡାଉନ କରାଯିବ । ସାରା ଅଗଷ୍ଟ ମାସରେ ଏହି ନିୟମ ଲାଗୁହେବ ।…

କରୋନା କାଳରେ ଭୁବନେଶ୍ୱରରୁ ଆସିଲା ଘରଭଡ଼ା କଳିର କାହାଣୀ: ଘର ଭଡ଼ାକୁ ନେଇ ଥାନାରେ ପହଂଚିଥିଲେ ଭଡ଼ାଟିଆ ଓ ମାଲିକ;…

କନକ ବ୍ୟୁରୋ: କରୋନା ସମୟରେ ଦୋହଲି ଯାଇଛି ସବୁ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ଏଭଳି ସମୟରେ ଘରଭଡା ଦେବା ଭଡାଟିଆଙ୍କ ପକ୍ଷେ ମୁସକିଲ ହୋଇପଡିଛି । ପରିସ୍ଥିତି ଏପରି ହୋଇଛି  ଥାନାରେ ଯାଇ ପହଁଚିଛି ଘରଭଡା କଳି । ଆଉ ଥାନାରେ ବୁଝାମଣା ପରେ ଘରଭଡା ଛାଡ କରିଛନ୍ତି ମାଲିକ । କରୋନା…

ଅନଲକ ୩.୦: ଖୋଲିଲା ଅଧା ଓଡିଶା । ଜାଣନ୍ତୁ ଅନଲକ ଅଗଷ୍ଟ ପାଇଁ କଣ ଗାଇଡଲାଇନ୍ ଜାରି କଲେ ସରକାର । କଣ ରହିବ ଖୋଲା, କଣ…

କନକ ବ୍ୟୁରୋ: ଆସିଲା ଅନଲକ ୩.୦ । ଓଡିଶାରେ ଲାଗୁହେଲା ଅନଲକ । ଖୋଲିଲା ଅଧା ଓଡିଶା । ତେବେ କଣ୍ଟେନମେଣ୍ଟ ଜୋନ ସମ୍ପୂର୍ଣ୍ଣ ଭାବେ ଲକଡାଉନରେ ରହିବ । ଯିବା ଆସିବା ବନ୍ଦ ହେବ, କଟକଣା ଲାଗିବ । କଣ୍ଟେନମେଣ୍ଟ ଜୋନ ବାହାରେ କଟକଣାରେ କାମ ହେବ । ଖେଳକୁଦ ବନ୍ଦ, ସର୍ତ୍ତ ସହ ଜିମ୍ ଖୋଲିବ ।…

ସୁଶାନ୍ତ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ: ଭିଡିଓ ବାର୍ତା ଜରିଆରେ କହିଲେ,…

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତି ମୁହଁ ଖୋଲିଛନ୍ତି । କହିଛନ୍ତି ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଭରଷା ଅଛି । ମାମଲା ଏବେ କୋର୍ଟରେ ବିଚାରାଧିନ ରହିଛି, ସେଥିପାଇଁ ସେ ଚୁପ୍ ରହିଛନ୍ତି । ସତ ସାମନାକୁ ଆସିବ ବୋଲି ତାଙ୍କର…

ନାଇଟ୍ କର୍ଫ୍ୟୁ: କେନ୍ଦ୍ର ହଟାଇଲା, ରାଜ୍ୟ ରଖିଲା । ଓଡିଶାରେ ହଟିଲାନି ନାଇଟ୍ କର୍ଫ୍ୟୁ । ରାତ୍ରୀ କାଳୀନ କଟକଣାକୁ…

କନକ ବ୍ୟୁରୋ: ଓଡିଶାରେ ଜାରି ରହିବ ନାଇଟ୍ କର୍ଫ୍ୟୁ । ରାତ୍ରୀ କାଳୀନ କଟକଣାକୁ ବଳବତ୍ତର ରଖିଲେ ରାଜ୍ୟ ସରକାର । ରାଜ୍ୟରେ ହଟିବନି ରାତ୍ରୀ କାଳୀନ କର୍ଫ୍ୟୁ । ରାତି ୯ରୁ ସକାଳ ୫ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ । ତେବେ ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ । ଏହି ସମୟରେ…