Daily Archives

June 25, 2020

ଆସନ୍ତା ଅଗଷ୍ଟ ୧୨ ଯାଏଁ ବାତିଲ ହେଲା ଟ୍ରେନ୍ ଚଳାଚଳ । ଗଡ଼ିବନି ସମସ୍ତ ମେଲ୍/ଏକ୍ସପ୍ରେସ, ପାସେଞ୍ଜର ଟ୍ରେନ୍ । ପୂର୍ବ…

କନକ ବ୍ୟୁରୋ : ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ କାରଣରୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ଆରମ୍ଭରୁ କେବଳ ମାଲବାହୀ ଟ୍ରେନ୍‌ ଚାଲିଥିବା ବେଳେ ପରେ ମେ’ ମାସ ୧ ତାରିଖ ଠାରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଆରମ୍ଭ ହୋଇଥିଲା । କିଛି ଅନ୍ୟ…

ବ୍ରହ୍ମପୁର ସହରରେ ଲାଗୁ ହେବ ୪ ଦିନିଆ ସଟଡାଉନ୍ । ଜିଲ୍ଲାପାଳ କହିଲେ, କରୋନା ନିୟନ୍ତ୍ରଣ ପାଇଁ ସମସ୍ତଙ୍କ ସହଯୋଗ…

କନକ ବ୍ୟୁରୋ : ବ୍ରହ୍ମପୁର ସହରରେ ଲାଗୁ ହେବ ୪ ଦିନିଆ ସଟଡାଉନ୍ । ଆସନ୍ତା ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ରହ୍ମପୁରରେ ଲାଗୁ ହେବ ସଟଡାଉନ୍ । ଏନେଇ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସହରରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାକୁ ନଜରରେ ରଖି ଏପରି କଟକଣା…

ପଛକୁ ହଟିଲା ଚୀନ୍ ସେନା । ଦୁଇ ମାସର ବିବାଦ ପରେ ଗଲୱାନ ଘାଟିରୁ ଏକ କିଲୋମିଟର ପଛକୁ ହଟିଲା ଡ୍ରାଗନ ସେନା ।

କନକ ବ୍ୟୁରୋ : ବିବାଦୀୟ ଗଲୱାନ ଘାଟିରୁ ପଛକୁ ହଟିଲା ଡ୍ରାଗନ ସେନା । ମିଳିଥିବା ସୂଚନା ଅନୁସାରେ ପୂର୍ବ ଆଲୋଚନା ଅନୁଯାୟୀ ବିବାଦୀୟ ସ୍ଥାନରୁ ପ୍ରାୟ ୧କିଲୋମିଟର ପଛକୁ ହଟିଯାଇଛି ଚୀନ ସେନା । ଦୁଇ ଦେଶର ଆଲୋଚନା ଅନୁଯାୟୀ ଚୀନ୍ ସେନା ପଛକୁ ହଟିବା ପରେ ଭାରତୀୟ ସେନା ମଧ୍ୟ ପଛକୁ ହଟିବ ।…

୩୭ ବର୍ଷ ପୂର୍ବେ ଆଜିର ଦିନରେ ଇତିହାସ ରଚିଥିଲା ଭାରତ । ବିଶ୍ୱର ବଡ଼ ବଡ଼ ଦେଶକୁ ମାତ୍ ଦେଇ ବିଶ୍ୱବିଜେତା ବନିଥିଲା ଟିମ୍…

କନକ ବ୍ୟୁରୋ : ଜୁନ୍ ୨୫ ତାରିଖ । ଯେବେଯେବେ ଏହି ତାରିଖ ଆସେ, ପ୍ରତିଟି ଭାରତୀୟଙ୍କ ମନ ଗର୍ବରେ ଭରିଉଠେ । କାରଣ ବିଶ୍ୱର ବଡ଼ ବଡ଼ ଦେଶକୁ ପଛରେ ପକାଇ ଆଜିର ଦିନରେ ବିଶ୍ୱବିଜେତା ବନିଥିଲା ଭାରତ । ୧୯୮୩ ମସିହା ଜୁନ୍ ୨୫ ତାରିଖରେ ବିଶ୍ୱ କ୍ରିକେଟର ଭାରତ ଲେଖିଥିଲା ସ୍ୱର୍ଣ୍ଣିମ ଅଧ୍ୟାୟ ।…

କରୋନା ଭୟ ଭିତରେ ଆସିଲା ସାଙ୍ଘାତିକ ତଥ୍ୟ । କରୋନା ଠାରୁ ମାରାତ୍ମକ କିଏ ? ଆସିଲା ୨୦୧୯ର ବାର୍ଷିକ ରିପୋର୍ଟ,…

କନକ ବ୍ୟୁରୋ: ଦିନକୁ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏ ନେଇ ପ୍ରତିଦିନ ଗଣନା ଚାଲିଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, କରୋନା ଠାରୁ ଅଧିକ ମାରାତ୍ମକ ରୋଗ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ନେଉଛି । କରୋନା ଅନ୍ୟ ରୋଗ ଠାରୁ ଅଧିକ ସଂକ୍ରମିକ ସତ, ତେବେ ଏହାଠାରୁ ଆହୁରି…

ତାଲାବନ୍ଦ ଭିତରେ କେମିତି ଅଛି ଓଡ଼ିଶା ? ଦିନକୁ ଦିନ ଖରାପ ହେଉଛି ବୁଲାବିକାଳିଙ୍କ ଅବସ୍ଥା । ଦିନରେ ତାଲାବନ୍ଦ, ରାତିରେ…

କନକ ବ୍ୟୁରୋ: କରୋନା ସଂକ୍ରମଣରେ ରୋକ୍ ଲଗାଇବାକୁ ଲାଗୁ କିରଦିଆଗଲା ତାଲାବନ୍ଦ । ପ୍ରାୟ ୩ ମାସର ତାଲାବନ୍ଦରେ କରୋନା କାୟା ବିସ୍ତାର କରିବାରୁ ଟିକେ ଧିମେଇଗଲା ସତ ହେଲେ ଦୋହଲାଇଦେଲା ଛୋଟ ଛୋଟ ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡକୁ । ପ୍ରତିଦିନ ରୋଜଗାର କଲେ ଘର ଚଳୁଥିବା ପରିବାର ପାଇଁ…