Daily Archives

June 26, 2020

ସଂକ୍ରମଣ କମାଇବା ନେଇ ବିଏମସିର ବଡ ପଦକ୍ଷେପ । ୫ ଜିଲ୍ଲାରୁ କେହି ଭୁବନେଶ୍ୱର ବସ୍ତି ଫେରିଲେ କ୍ୱାରେଣ୍ଟାଇନରେ ରହିବା…

କନକ ବ୍ୟୁରୋ: ବସ୍ତି ଅଂଚଳରେ ସଂକ୍ରମଣ ରୋକିବାକୁ ବଡ ନିଷ୍ପତି ନେଇଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ରାଜ୍ୟର ୫ଟି ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱର ବସ୍ତି ଅଂଚଳକୁ ଆସିଲେ କ୍ୱାରେଂଟିନ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ କରାଯାଇଛି । ବିଏମସିର ନିଷ୍ପତି ଅନୁଯାୟୀ, ଯେଉଁମାନେ ଗଞ୍ଜାମ,…

ବଢୁଛି ସଂକ୍ରମଣ, ବଢ଼ିବ କି ଲକଡାଉନ୍ ? ଗଞ୍ଜାମରେ ୧୧୩୭ ଆକ୍ରାନ୍ତ, ୧୭୦ କରୋନା ଯୋଦ୍ଧା ପଜିଟିଭ୍ ।

କନକ ବ୍ୟୁରୋ: ଦିନକୁ ଦିନ ବଢୁଛି ସଂକ୍ରମଣ, ବଢ଼ିବ କି ଲକ୍ଡାଉନ୍ ଅବଧି? ଜୁନ୍ ୧ରୁ ୩୦ ପର୍ଯ୍ୟନ୍ତ ଅନଲକ୍ - ୱାନ୍ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଜୁଲାଇରୁ ଅନଲକ୍ – ଟୁ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବଢ଼ିଚାଲିଛି କରୋନା ସଂକ୍ରମଣ । ଏବେ ପ୍ରଶ୍ନ ଉଠୁଛି - ପରିବର୍ତିତ ସ୍ଥିତିରେ…

ଚାଲୁ ଚାଇନା ବିଶ୍ୱାସ କରିବା ମନା! ସୀମାରେ ଉତ୍ତେଜନା ବଢୁଥିବାବେଳେ ଚୀନ ଆରମ୍ଭ କଲା ମାଇଣ୍ଡ ଗେମ୍ । ଚୀନ ସେନାର…

କନକ ବ୍ୟୁରୋ: ପୂର୍ବ ଲଦାଖର ଚୀନ ସୀମାରେ ଭାରତ ଓ ଚୀନ ଏକପ୍ରକାର ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଚୀନର ସରକାରୀ ଗଣମାଧ୍ୟମ ତଥା ସରକାରୀ ଦଳର ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସ୍ ଏହି ଫଟୋ ଟ୍ୱିଟ୍ କରିଛି । ଏହି ଫଟୋରେ ଚୀନସେନାର ଗୁପ୍ତଚର ସଂପର୍କୀତ କାର୍ଯ୍ୟାବଳୀକୁ ଦର୍ଶାଇବା…

ଭୁବନେଶ୍ୱରର ସାଲିଆ ସାହିରେ କେମିତି କମିଲା ସଂକ୍ରମଣ? ବିଏମସି କମିଶନର ଦେଲେ ସୂଚନା…ରାଜଧାନୀବାସୀଙ୍କୁ ସତର୍କ…

କନକ ବ୍ୟୁରୋ: ସାଲିଆ ସାହିରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବି ସଂକ୍ରମଣକୁ ରୋକା ଯାଇପାରିଛି । ରାଜଧାନୀର ୩୩ ପ୍ରତିଶତ ଲୋକ ବସ୍ତି ଅଂଚଳରେ ରହୁଛନ୍ତି । କିନ୍ତୁ ଏଠାରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଭୁବନୋଶ୍ୱର ମହାନଗର ନିଗମ ସତର୍କ ରହିଛି । ପ୍ରତିଦିନ ବସ୍ତିି ଅଂଚଳରେ ମନିଟରିଂ…

ବାହୁଡା ଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । କରୋନା ନେଗେଟିଭ ଥିବା ସେବାୟତ ରଥଟଣାରେ ସାମିଲ ହୋଇପାରିବେ ।…

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ସଂପନ୍ନ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଏବେ ପୁରୀରେ ସେବାୟତମାନଙ୍କର କୋଭିଡ ନମୁନା ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ପୁରୀ ସହରରେ…

ରେଳ ସେବା ପରେ ବିମାନ ସେବା ଉପରେ ବଢିଲା କଟକଣା । ଜୁଲାଇ ୧୫ ଯାଏଁ ଉଡିବନି ଅନ୍ତର୍ଜାତୀୟ ବିମାନ, ଗତକାଲି ଅଗଷ୍ଟ ୧୨…

କନକ ବ୍ୟୁରୋ: ବିମାନଯାତ୍ରୀଙ୍କ ପାଇଁ ବଡ଼ ଖବର । ବିଦେଶକୁ ଉଡିବନି ନିୟମିତ ବିମାନ । ଜୁଲାଇ ୧୫ ପର୍ଯ୍ୟନ୍ତ ବିମାନ ବିମାନ ଉଡାଣ ବନ୍ଦ ରଖିବାକୁ ନିଷ୍ପତି ନେଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ । ଅର୍ଥାତ ଜୁଲାଇ ୧୫ ପର୍ଯ୍ୟନ୍ତ କୌଣସି ଆନ୍ତର୍ଜାତୀକ ବିମାନ ଭାରତରୁ ବିଦେଶକୁ…