Daily Archives

June 7, 2020

ରାଜ୍ୟରେ କାଲି ଖୋଲିବନି କୌଣସି ଧାର୍ମିକସ୍ଥଳ । ଜୁନ୍ ୩୦ ଯାଏ ଜାରି ରହିବ କଟକଣା, ଖୋଲିବନି ମନ୍ଦିର । ମନ୍ଦିର ଖୋଲିବା…

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ଖୋଲିବ ନାହିଁ ମନ୍ଦିର ଓ ଅନ୍ୟ ଧାର୍ମିକ ପୀଠ । ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ସମେତ ଏଏସଆଇ ଅଧୀନରେ ଥିବା ରାଜ୍ୟର ୪୬ ଟି ପୀଠ ଖୋଲିବାକୁ କେନ୍ଦ୍ର ସରକାର ପ୍ରେସ୍ ରିଲିଜ୍ ଜାରି କରିବା ପରେ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା, ତାକୁ ଦୂର କରିଛନ୍ତି…

ବିଧାତା ତୁ ଏ କି କଲୁ… ଆଖି ଆଗରୁ ଝିଅକୁ ମୋର ଛଡେଇ ନେଲୁ… ମନ୍ଦିରରୁ ଫେରିବା ବେଳେ ମାଆ ସାମ୍ନାରେ ଝିଅ…

କନକ ବ୍ୟୁରୋ: ଜୀବନ ଚାଲିଗଲା ଜନ୍ମଦିନରେ । ରାସ୍ତାରେ ମାଡିଗଲା ମୃତ୍ୟୁର ଗାଡି । ମାଆ ଆଗରେ ଆଖିବୁଜିଲା ଝିଅ । ଯେଉଁ ଝିଅକୁ ଦିନେ ମାଆ ଅନ୍ତଫାଡି ଜନ୍ମ ଦେଇଥିଲା ଆଜି ସେହି ଦିନରେ ତା ଜୀବନ ଚାଲିଗଲା । ମାଆ ଗର୍ଭର ଅନ୍ଧାରରୁ ଦୁନିଆର ଆଲୋକ ଦେଖିଥିବା ଦିନରେ ହିଁ ସବୁଦିନ ପାଇଁ ଝିଅ ଆଖି…

୨୦ ମିନିଟରେ ମିଳିବ କରୋନା ରିପୋର୍ଟ । ଏଣିକି ଅଳ୍ପ ସମୟରେ ଜାଣିହେବ ଆପଣ କରୋନା ଆକ୍ରାନ୍ତ କି ନାହିଁ । ବାହାରିଲା କମ୍…

କନକ ବ୍ୟୁରୋ: ୨୦ମିନିଟରେ ମିଳିବ ସ୍ୱାବ ନମୁନା ରିପୋର୍ଟ । ଏବେ କମ ସମୟ ମଧ୍ୟରେ ଆପଣ କରୋନା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣି ପାରିବେ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)-ହାଇଦ୍ରାବାଦର ଏକ ଗବେଷକ ଦଳ ଏଭଳି ଦାବି କରିଛନ୍ତି । କମ ମୂଲ୍ୟର ଏକ କୋଭିଡ-୧୯…

ଦାଦନ ଯାଉଛି ଓଡ଼ିଆ ପୁଅ, ବନ୍ଦ ପଡ଼ିଛି ଓଡିଶାର ଶିଳ୍ପ । ଜଗତସିଂହପୁର ଜିଲ୍ଲାର ଶାରଳା ସୂତାକଳ ଚାଲୁ କରିବା ପାଇଁ ଦାବି…

କନକ ବ୍ୟୁରୋ : କାମ ଅନ୍ୱେଷଣରେ କାହିଁକି ଯାଉଛନ୍ତି ଓଡ଼ିଆ ? ଆଉ କରୋନା ବେଳେ ଫେରି ଆସିଥିବା ଶ୍ରମିକ ଏବେ କରିବେ କ’ଣ ? ଏମିିତି କିଛି ପ୍ରଶ୍ନ ଭିତରେ ଯେଉଁ କଥାଟି ମନକୁ ପ୍ରଥମେ ଆସୁଛି, ତାହା ହେଲା ବନ୍ଦ ପଡ଼ିଥିବା କାରଖାନା ଓ କଳ କାର୍ଯ୍ୟକ୍ରମ ହେବା କେତେ ଜରୁରୀ । ଆଉ ଠିକ୍ ଏମିତି ଏକ…

ଶିକ୍ଷୟତ୍ରୀ ୪୨୦ ! ୨୫ଟି ସ୍କୁଲ, ଜଣେ ଶିକ୍ଷୟିତ୍ରୀ । ୧୩ ମାସରେ ୧ କୋଟି ଟଙ୍କା ରୋଜଗାର ।

କନକ ବ୍ୟୁରୋ : ଜଣେ ଦିଦି, ୨୫ଟି ସ୍କୁଲ । ଶିକ୍ଷୟିତ୍ରୀଙ୍କ କେଳେଙ୍କାରୀର କାହାଣୀ । ୧୩ ମାସରେ ୧ କୋଟି ଦରମା । ଜଣେ ଶିକ୍ଷୟିତ୍ରୀଙ୍କ ଜାଲିଆତିର ଏହା ଏପରି କାହାଣୀ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଶିକ୍ଷୟିତ୍ରୀଙ୍କର ମାସକୁ ଦରମା ଥିଲା ପାଖାପାଖି ୮ ଲକ୍ଷ ଟଙ୍କା । ଆଉ…

ମାସ୍କ କିଣା ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ,…

କନକ ବ୍ୟୁରୋ : ରାଜ୍ୟରେ କୋଭିଡ୍ ଉପକରଣ କିଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି । କୌଣସି ଦୁର୍ନୀତି ହୋଇନଥିବା ସରକାର ବାରମ୍ବାର ସଫେଇ ଦେବା ପରେ ବି ବିରୋଧୀ, ପ୍ରସଙ୍ଗକୁ ଛାଡିବାକୁ ନାରାଜ । ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ସେହିପରି…