Daily Archives

June 22, 2020

ରାତି ପାହିବ, ଜଗା ଆସିବ… ଅପେକ୍ଷାରେ ତିନି ରଥ… ବଡ ଠାକୁରଙ୍କୁ ଚାହିଁ ରହିଛି ବଡଦାଣ୍ଡ । ରଥ, ପଥ,…

କନକ ବ୍ୟୁରୋ: ରାତି ପାହିଲେ ରଥଯାତ୍ରା । ବଡଦେଉଳରୁ ବଡଦାଣ୍ଡକୁ ଓହ୍ଲାଇବେ ବଡ ଠାକୁର । କରୋନା କଟକଣା ପାଇଁ କାଳିଆର ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ମନା କରିଥିବା ବେଳେ ଆଜି ଲୀଳାମୟ ଠାକୁର ସରା ଦୁନିଆକୁ ନିଜ କରିସ୍ମା ଦେଖାଇଛନ୍ତି । କୋଟି କୋଟି ଭକ୍ତଙ୍କ କାନ୍ଦ ଓ ଲୁହର ମୂଲ୍ୟ ଆଜି…

ରଥ ଯାଏ ଗଡି ଗଡି… ସିଂହଦ୍ୱାର ସାମ୍ନାକୁ ରଥଟାଣି ନେଲା ବେଳେ ଭାବ ବିହ୍ୱଳ ହେଲେ ସେବାୟତ । ବଡଦାଣ୍ଡରେ ତିନି…

କନକ ବ୍ୟୁରୋ: ହାତରେ ବଳ ନାହିଁ କିନ୍ତୁ କାଳିଆର ରଥ ଟାଣିବାକୁ ଦେହରେ ଖେଳିଯାଉଛି ଶତ ସିଂହର ବଳ । ତା ବଡଦାଣ୍ଡରେ ଛିଡା ହେଲା ପରେ ଏ ଥରିଲା ହାତରେ କେଉଁଠୁ କେଜାଣି ଏତେ ଶକ୍ତି ଚାଲି ଆସେ କେବଳ ସେହି କଳିଆକୁ ଜଣା... ରଥଯାତ୍ରା ବନ୍ଦ ପାଇଁ ଯେତେବେଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ।…

ରଥଯାତ୍ରା ପାଇଁ ୧୧ଟି ସର୍ତ୍ତ ରଖିଲେ ସୁପ୍ରିମକୋର୍ଟ । ଜାଣନ୍ତୁ କେଉଁ ଗାଇଡଲାଇନ ଜାରି କଲେ ସର୍ବୋଚ୍ଚ ନ୍ୟାୟଳୟ ।

କନକ ବ୍ୟୁରୋ: ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ସର୍ତ୍ତ ।  ୧୧ ସର୍ତ୍ତ ରଖିଲେ ସୁପ୍ରିମକୋର୍ଟ । ଆଜି ଅପରାହ୍ମରେ ରଥଯାତ୍ରା ହେବା ନେଇ ଅନୁମତି ଦେବା ପରେ ବର୍ତ୍ତମାନ ସର୍ତ୍ତାବଳୀ ରଖିଛନ୍ତି ସୁପ୍ରିମକୋର୍ଟ । କରୋନା ପାଇଁ କଟକଣା ଥିବାରୁ ୟା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ…

ବିଶ୍ୱ ନିୟନ୍ତାଙ୍କ ବଡ ଯାତ୍ରା ନେଇ ଦୂର ହେଲା ଦ୍ୱନ୍ଦ୍ୱ । ଗୋଟିଏ ଦିନରେ ନିଷ୍ପତି ବଦଳାଇଲେ ସୁପ୍ରିମକୋର୍ଟ, କୋଟି…

କନକ ବ୍ୟୁରୋ : ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ । ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଥିଲା । ଏପରିକି କେହି କେହି ରଥଯାତ୍ରା ହୋଇପାରିବ ନାହିଁ ବୋଲି କହିବାକୁ ପଛାଉନଥିଲେ । ଏହାକୁ ଆଖି ଆଗରେ ରଖି ବିଧି ରକ୍ଷା ପାଇଁ ଚାଲିଥିଲା ଆଲୋଚନା । ହେଲେ, ଏସବୁ ଭିତରେ…

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଲେ, ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଲେ । କହିଲେ ଘଡିସନ୍ଧି ମୁହୂର୍ତ୍ତରେ…

କନକ ବ୍ୟୁରୋ: ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ପରେ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟ ଜଗନ୍ନାଥ କହି ସୁପ୍ରିମକୋର୍ଟଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ବି ମୁଖ୍ୟମନ୍ତ୍ରୀ…

ପୁରୀରେ ପଡିଲା ତାଲା । ରାତି ୯ଟାରୁ ପୁରୀରେ ଲାଗୁ ହେବ ସଟଡାଉନ । ରାଥଯାତ୍ରା ପାଇଁ ବୁଧବାର ଦିନ ୨ଟା ଯାଏଁ କଟକଣା…

କନକ ବ୍ୟୁରୋ: ପୁରୀରେ ପଡିଲା ତାଲା । ରାଥଯାତ୍ରା ପାଇଁ ପୁରୀ ସଟଡାଉନ । ରାତି ୯ଟାରୁ ପୁରୀରେ ଲାଗୁ ହେବ ସଟଡାଉନ । ଆଜି ରାତିରୁ ବୁଧବାର ଅର୍ଥାତ ୨୪ ତାରିଖ ଦିନ ୨ଟା ଯାଏଁ ସଟଡାଉନ ଲାଗୁ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି । ତେବେ କରୋନା କଟକଣା ଭିତରେ…