Daily Archives

June 12, 2020

୧୫ ଜୁନ୍ ପରେ ଦେଶରେ ପୁଣି ହେବ କି ସମ୍ପୂର୍ଣ୍ଣ ଲକଡାଉନ? ଜାଣନ୍ତୁ ଭାଇରାଲ ହେଉଥିବା ମେସେଜର ସତ କଣ?

କରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ୪ଟି ପର୍ଯ୍ୟାୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଜୁନ୍ ୧ରୁ ଅନଲକ-୧ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଅନଲକ-୧ରେ ଲକଡାଉନର ଅନେକ କଟକଣାକୁ କୋହଳ କରାଯାଇଥିଲା । କିନ୍ତୁ ଦେଶରେ ଅନଲକ-୧ ଲାଗୁ ହେବା ପରେ…

ଆମେରିକାରୁ ଆସିବ ମୋଦିଙ୍କ ସୁରକ୍ଷାକବଚ । ଆକାଶପଥରେ ମିସାଇଲ ଆକ୍ରମଣକୁ କରିପାରିବ ପ୍ରତିହତ, ଟ୍ରମ୍ପଙ୍କ ଏୟାରଫୋର୍ସ…

ଆମେରିକାରୁ ଭାରତ ଆସିବ ଏୟାର ଇଣ୍ଡିଆ ୱାନ୍ । ଭିଭିଆଇପି ସୁରକ୍ଷା ପାଇଁ ଖୁବଶୀଘ୍ର ଭାରତକୁ ଆସିବ ୧୨୦୦ କୋଟି ଟଙ୍କାର ଏୟାର ଇଣ୍ଡିଆ-ୱାନ୍ ବିମାନ । ଖାସକରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଭଳି ଭିଭିଆଇପିଙ୍କ ବିଦେଶ ଗସ୍ତ ସମୟରେ ଏହି ବିମାନର ବ୍ୟବହାର କରାଯିବ । ଯାହାର ପ୍ରଥମ ଝଲକ…

ଜୀବନ ଆଗ, ରଜ ପଛ: ଗଂଜାମରେ ରଜ ଦୋଳି, ମେଳା, ମହୋତ୍ସବରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଜୁନ୍ ୧୬ ଯାଏଁ ସକାଳ ୭ରୁ…

କନକ ବ୍ୟୁରୋ: କରୋନା ପାଇଁ ରଜ ଉପରେ କଟକଣା । କରୋନା ସଂକ୍ରମଣକୁ ଏଡାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି ପ୍ରଶାସନ । କେନ୍ଦୁଝର ପରେ ଆଜି ଗଞ୍ଜାମ ଓ ଖୋର୍ଦ୍ଧାରେ କଟକଣା ଲଗାଯାଇଛି । ଗଞ୍ଜାମରେ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି…

ରଥଯାତ୍ରାରେ ସ୍ୱତନ୍ତ୍ର ମାସ୍କ ପିନ୍ଧିବେ ସେବାୟତ । ୩ ରଥର ରଙ୍ଗ ଅନୁସାରେ ହେବ ମାସ୍କ, ବାନ୍ଧ ବସ୍ତ୍ରରେ ମାସ୍କ…

କନକ ବ୍ୟୁରୋ : ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ମାସ୍କ । ଓଡ଼ିଶାର ପ୍ରସିଦ୍ଧ ବାନ୍ଧ ବସ୍ତ୍ରରେ ଏହି ସ୍ୱତନ୍ତ୍ର ମାସ୍କ ତିଆରି କରାଯିବ । ତିନି ରଥର ରଙ୍ଗ ଆଧାରରେ ତିନି ପ୍ରକାର ଡିଜାଇନର ମାସ୍କ ତିଆରି ହେବ । ନାଲି-ହଳଦିଆ, କଳା-ନାଲି ଓ ସବୁଜ-ନାଲି ରଙ୍ଗର ମାସ୍କ ତିଆରି କରିବାକୁ ବୟନିକାକୁ…

କେମିତି ହେବ ରଥଯାତ୍ରା ? ସରକାରଙ୍କ ନିଷ୍ପତି ପୂର୍ବରୁ ପ୍ରସ୍ତୁତି ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ । ସେବାୟତଙ୍କ ସହ…

କନକ ବ୍ୟୁରୋ: ସରି ସରି ଆସୁଛି ମହାପ୍ରଭୁଙ୍କ ଅଣସର ନୀତି ଏବଂ ପାଖେଇ ପାଖେଇ ଆସୁଛି ରଥଯାତ୍ରା । ତେଣୁ କରୋନା କଟକଣା ଭିତରେ କିଭଳି ସୁରୁଖୁରୁରେ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଯାତ କରାଯାଇ ପାରିବ ସେନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଛି ବୈଠକ । ଆଜି ପ୍ରଥମେ ମହାନାୟକ, ପରେ…

ଜୀବନ ବଞ୍ଚାଇ ଫେରି ଆସିବା ପରେ ଏବେ ଦାଦନ ଶ୍ରମିକଙ୍କୁ ଘାରିଲା ଜୀବିକା ଚିନ୍ତା । କେମିତି ପୋଷିବେ ପରିବାର ପ୍ରଶ୍ନ…

କନକ ବ୍ୟୁରୋ: ଗୁଜୁରାଟର ସୁରଥର ବିଭିନ୍ନ କଳ କାରଖାନା ଚାଲିଥାଏ କେବଳ ଗଞ୍ଜାମ ଜିଲ୍ଲାର ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ। ତେବେ ଲାଗି ରହିଥିବା କରୋନା ମହାମାରୀ ଯୋଗୁଁ ଏବେ ସମ୍ପୁର୍ଣ୍ଣ ଅଚଳ ସେଠାକାର ସୂତା କଳ ଓ ଅନ୍ୟାନ୍ୟ କାରଖାନା। ତେବେ ସୁରଥରେ କାର୍ୟ୍ୟରତ ଥିବା ପ୍ରାୟ ୨ ଲକ୍ଷରୁ…