Daily Archives

June 24, 2020

ଜୁନ ପରେ ଏବେ ପୁଣି ଜୁଲାଇ ଚିନ୍ତା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଜୁଲାଇରେ ବଢ଼ିବ ଅଧିକ ସଂକ୍ରମଣ, ବିଶେଷଜ୍ଞ…

କନକ ବ୍ୟୁରୋ: ଜୁଲାଇ ମାସରେ ଓଡ଼ିଶାରେ ବଢ଼ିବ ସଂକ୍ରମଣ, ସତର୍କ ରହିବାକୁ ସରକାରଙ୍କ ପରାମର୍ଶ । କରୋନା ସଂକ୍ରମଣ କେବେ ସର୍ବୋଚ୍ଚ ସ୍ତରରେ ପହଁଚିବ, ଏ ନେଇ ସଠିକ୍ ଆକଳନ କରାଯାଇ ପାରୁନଥିଲେ ବି ଜୁଲାଇ ମାସରେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି କହିଛନ୍ତି ନୂଆ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ଏପଟେ ଚୀନ୍ ସାମଗ୍ରୀ ବିରୋଧରେ ତେଜୁଛି ବିକ୍ଷୋଭ । ସେପଟେ ଭାରତୀୟ ବଜାରରେ ଚୀନ୍ ସାମଗ୍ରୀର ବ୍ୟବହାର ନେଇ ଆସିଲା…

କନକ ବ୍ୟୁରୋ: ଭାରତ ଚୀନ୍ ସୀମାରେ ସଂଘର୍ଷ ପରେ ଚୀନ୍ ସାମଗ୍ରୀକୁ ବ୍ୟାନ କରିବା ପାଇଁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅପରପକ୍ଷରେ ଚୀନ୍ ସାମଗ୍ରୀକୁ ନେଇ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ । ୨୦୧୯ରେ ଭାରତରେ ସ୍ମାର୍ଟ ଫୋନ ବଜାରେ ପ୍ରାୟ ୭୧ପ୍ରତିଶତ ଚୀନ୍ କମ୍ପାନୀର ଦବଦବା…

ସେବାୟତଙ୍କ ସ୍ୱାସ୍ଥ୍ୟ ଚିନ୍ତା । ବାହୁଡ଼ା ଯାତ୍ରା ପୂର୍ବରୁ ସେବାୟତଙ୍କ ଦୁଇ ଦୁଇ ଥର ହେବ କରୋନା ପରୀକ୍ଷା । ଗୁଣ୍ଡିଚା…

କନକ ବ୍ୟୁରୋ: ସରକାରଙ୍କୁ ସେବାୟତଙ୍କ ସ୍ୱାସ୍ଥ୍ୟୃ ଚିନ୍ତା । ବାହୁଡ଼ା ଭିତରେ ଦୁଇ ଥର ହେବ କରୋନା ପରୀକ୍ଷା । ଖୁବ୍ କମ ସମୟ ମଧ୍ୟରେ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସଂପାଦନ ହୋଇଥିବାରୁ ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ବିଶେଷ କରି ସେବାୟତଙ୍କୁ ଧନ୍ୟବାଦ…

ରାମଦେବଙ୍କ କରୋନା ଔଷଧ ଉପରେ ବିଶେଷଜ୍ଞ ଡାକ୍ତରଙ୍କ ପ୍ରତିକ୍ରିୟା । କହିଲେ, ବିଶ୍ୱାସ କରିବା ପୂର୍ବରୁ ଠିକ୍ ଭାବରେ…

କନକ ବ୍ୟୁରୋ: ରାମଦେବ ବାବାଙ୍କ ଏହି ଔଷଧ କରୋନିଲ ଓ ଶ୍ୱାସାରୀ ଏବେ ଚର୍ଚ୍ଚାରେ । କରୋନା ମହାମାରୀର ନିରାଶା ଭିତରେ ସମସ୍ତେ ଔଷଧ କିମ୍ବା ଟୀକାକୁ ଅପେକ୍ଷା କରିଥିବା ବେଳେ ରାମଦେବ ବାବାଙ୍କ ଏହି ଔଷଧ, ଉନ୍ମୋଚନ ହେଉ ହେଉ ବିବାଦ ଘେରକୁ ଆସିଗଲା । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟର…

ଆଡପ ମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ରଥ ଉପରେ ନୀତିକାନ୍ତି ଶେଷ ହେବାପରେ ଗୋଟି ପହଣ୍ଡିରେ…

କନକ ବ୍ୟୁରୋ: ପୁରୀରେ ଗୁଣ୍ଡିଚାବାଡିରେ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କ ନୀତିକାନ୍ତି ସରିବା ପରେ ଆଡପ ମଣ୍ଡପକୁ ବିଜେ କରୁଛନ୍ତି ମହାପ୍ରଭୁ । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯାଉଛନ୍ତି ରଥାରୁଢ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ୯ ଦିନିଆ ରଥ ଯାତ୍ରାରେ ବାହାରି ଜଗତ ଠାକୁର ଭାଇ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୧୩୫ ଆକ୍ରାନ୍ତ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ ହଜାର…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୧୨୫ ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କ ମଧ୍ୟରେ... ସର୍ବାଧିକ ଗଞ୍ଜାମରୁ ୪୯, ଖୋର୍ଦ୍ଧାରୁ ୧୯, କଳାହାଣ୍ଡିରୁ ୧୬, ଜଗତସିଂହପୁରରୁ ୧୪, ବାଲେଶ୍ୱରରୁ ୭, କଟକରୁ ୬ ଜଣ ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ…