Daily Archives

June 3, 2020

କୁକୁଡା ଖାଇଲେ ହେଉନି କରୋନା । ମହାମାରୀ ବେଳେ ଖାଇହେବ ମାଂସ, ଅଣ୍ଡା । ନିରାପଦରେ ଚିକେନ ଖାଇପାରିବା ନେଇ ପରାମର୍ଶ…

କନକ ବ୍ୟୁରୋ: ‘ଚିକେନ, ଅଣ୍ଡାରୁ ହେଉନି କରୋନା’ । ନିରାପଦରେ ଅଣ୍ଡା, ମାଂସ ଖାଇବାକୁ ସରକାରଙ୍କ ପରାମର୍ଶ । କୁକୁଡା ଅଣ୍ଡା ଖାଇଲେ ହେବନି କରୋନା । ଭୟଭୀତ ନହୋଇ ବିନା ଆଶଙ୍କାରେ ଆରାମରେ ଖାଆନ୍ତୁ ଚିକେନ ଓ ଅଣ୍ଡା । କୁକୁଡା ମାଂସ ଖାଇଲେ କରୋନା ହେବାର ଯେଉଁ ଖବର ପ୍ରସାରଣ ହେଉଛି ତାହା…

ଓଡ଼ିଶାକୁ କେଉଁଠୁ ଓ କେଉଁ ପ୍ରକାର କରୋନା ଭୂତାଣୁ ଆସିଛି ? ଆଇଏଲଏସରେ ଚାଲିଛି ପରୀକ୍ଷା, ଖୁବଶୀଘ୍ର ଆସିବ…

କନକ ବ୍ୟୁରୋ: ରାଜ୍ୟରେ କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି ସରକାର । ସାରା ଦେଶରେ ୪ଟି ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଓଡିଶାରେ ଜୁନ୍ ୩୦ ଯାଏଁ ଆହୁରି କଡାକଡି ହୋଇଛି କଟକଣା । କାରଣ ପ୍ରବାସୀ…

ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ଯିବ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପ୍ରାଥମିକ ଶ୍ରେଣୀ ପାଇଁ ୪୭୯ ଟଙ୍କା, ଉଚ୍ଚ ପ୍ରାଥମିକ…

କନକ ବ୍ୟୁରୋ: ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ବାପା ମାଆଙ୍କ ଆକାଉଂଟକୁ ଯିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ । ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪୭୯ ଟଙ୍କା ୯୬ ପଇସା ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଖାତାକୁ ୭୧୭ଟଙ୍କା ୧୬ ପଇସା ଯିବ । ମାର୍ଚ୍ଚ ୧୬ରୁ ଜୁନ ୧୩…

ଦ୍ରୁତ ବେଗରେ ଦେଶରେ ବଢୁଛି କରୋନା ସଂକ୍ରମଣ । ମାର୍ଚ୍ଚ, ଏପ୍ରିଲ ତୁଳନାରେ ମେ’, ଜୁନରେ ଅଧିକ ରହିଛି ସଂକ୍ରମଣର ହାର ।…

କନକ ବ୍ୟୁରୋ: ଭାରତରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ଦିନକୁ ଦିନ ବଢ଼ିବାର ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଏବେ ସଂକ୍ରମଣ ସଂଖ୍ୟା ୨ଲକ୍ଷ ପାର କରିଛି । ସବୁଠାରୁ ଆଶ୍ମର୍ଯ୍ୟ କରିବା କଥା ମାତ୍ର ୧୫ ଦିନରେ ୨ଲକ୍ଷ ଡ଼େଇଁଛି ସଂକ୍ରମଣ ସଂଖ୍ୟା । କରୋନା ସଂକ୍ରମଣରେ ବିଶ୍ୱରେ…

ସୈତାନ ମଣିଷର ଗୁଣକୁ ଜାଣିପାରିଲାନି ଗର୍ଭବତୀ ହାତୀ, ନୃସଂଶତାର ସବୁସୀମା ଟପି ନିଜ ହାତରେ ବାଣ ଭର୍ତ୍ତି ସପୁରୀ ହାତୀକୁ…

କନକ ବ୍ୟୁରୋ: କେରଳ ପଲାକ୍କଡ ଜିଲ୍ଲାର ଏକ ଖବରକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । ଏଠି, ଗୋଟିଏ ମାଈ ହାତୀ, ମଣିଷର ଷଡଯନ୍ତ୍ର ଯୋଗୁଁ ପ୍ରାଣ ହରାଇଛି । ଜନବସତିକୁ ଚାଲି ଆସିଥିବା ହାତୀକୁ ପାନେ ଦେବା ପାଇଁ କିଛି ସ୍ଥାନୀୟ ବାସିନ୍ଦା ସପୁରୀ ଭିତରେ ବାଣ ରଖିଥିଲେ । ଆଉ ସେହି ସପୁରୀ ଖାଇବା…

ରାୟଗଡ଼ାକୁ ଡେଇଁଲା କରୋନା । କରୋନା ସଂକ୍ରମଣ ତାଲିକାରେ ଓଡ଼ିଶାର ସବୁ ଜିଲ୍ଲା । ରାଜ୍ୟରେ ଆଜି ୧୪୩ ନୂଆ କରୋନା…

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁ ସାରା ଓଡିଶାକୁ ଛୁଇଁଛି । ଶେଷ ଜିଲ୍ଲା ଭାବେ ବୁଧବାର କରୋନା ତାଲିକାରେ ସାମିଲ ହୋଇଛି ରାୟଗଡା । ଦିଲ୍ଲୀରୁ ଫେରିଥିବା ପ୍ରବାସୀ ରାୟଗଡାର ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ତାଙ୍କଠାରୁ ଭୂତାଣୁ ଚିହ୍ନଟ ହୋଇଛି । ଏଥିସହ ରାଜ୍ୟର ସମସ୍ତ ୩୦ଟି ଯାକ…