Daily Archives

June 8, 2020

ଜୁଆଡ଼ି ଗଧ…ଗଧ ଖେଳିଲା ଜୁଆ । ପାକିସ୍ତାନରୁ ଆସିଲା ଜୁଆଡ଼ି ଗଧର ଗିରଫ ଖବର ।

କନକ ବ୍ୟୁରୋ : ଜୁଆଡ଼ି ଗଧ...ଗଧ ଖେଳିଲା ଜୁଆ । ପାକିସ୍ତାନରୁ ଆସିଲା ଜୁଆଡ଼ି ଗଧର ଗିରଫ ଖବର । ଆପଣ କେବେ ଗଧ ଜୁଆ ଖେଳୁଥିବାର ଦେଖିଛନ୍ତି କି ଶୁଣିଛନ୍ତି କି ? ଆପଣଙ୍କ ଉତ୍ତର ହେବ ନାଁ, ପଶୁ କେମିତି ଜୁଆ ଖେଳିପାରିବେ ? କିନ୍ତୁ ପାକିସ୍ତାନରୁ କିଛି ଏମିତି ଖବର ସାମ୍ନାକୁ ଆସିଛି ଯାହା…

ନ୍ୟୁଜିଲାଣ୍ଡରେ କରୋନା ନିପାତ! ୧୭ ଦିନ ହେବ ଆସିନି ନୂଆ କରୋନା କେସ୍, ଆଉ ଗୋଟିଏ ସପ୍ତାହର ଅପେକ୍ଷା । ବଡ ଘୋଷଣା…

କରୋନା ଭାଇରସ ପୂରା ବିଶ୍ୱରେ କାୟା ମେଲାଉଥିବା ବେଳେ ନ୍ୟୁଜିଲାଣ୍ଡ କିନ୍ତୁ ଏହି ଭାଇରସ ଉପରେ ଏକପ୍ରକାର ବିଜୟପ୍ରାପ୍ତ କରିଛି । ଯେଉଁଠି କରୋନାରେ ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି, ସେଭଳିସ୍ଥଳେ ଗତ ୧୭ ଦିନ ହେବ ନ୍ୟୁଜିଲାଣ୍ଡରେ କରୋନାର କୌଣସି ନୂଆ କେସ୍ ସାମ୍ନାକୁ…

ଇଂଲଣ୍ଡକୁ ବିଶ୍ୱବିଜୟୀ କରିଥିବା ବେନ୍ ଷ୍ଟୋକ୍ସଙ୍କୁ ଭାରତୀୟ କ୍ରିକେଟର ଶ୍ରୀସନ୍ଥଙ୍କ ଚେତାବନୀ । ଧୋନି ସବୁ ମନେ…

୨୦୧୯ ବିଶ୍ୱକପରେ ଭାରତର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଥିବା ବେନ୍ ଷ୍ଟୋକ୍ସଙ୍କୁ କଡା ଜବାବ ଦେଇଛନ୍ତି ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥ । ୨୦୧୯ ବିଶ୍ୱକପ ଜିତିବା ପାଇଁ ଧୋନି ସେଭଳି ଆଗ୍ରହ ଦେଖାଇନଥିଲେ । ନିଜ ବହିରେ ଷ୍ଟୋକ୍ସ ଏଭଳି କିଛି କହିବା ପରେ ମୁହଁ ଖୋଲିଛନ୍ତି ଶ୍ରୀସନ୍ଥ ।…

କଟକ ଜିଲ୍ଲାରୁ ୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୁଣ୍ଡଳି ଏନଡିଆରଏଫ୍ କ୍ୟାମ୍ପରୁ ୪୯ ପଜିଟିଭ୍ ଚିହ୍ନଟ ।

କନକ ବ୍ୟୁରୋ : ଅମ୍ଫାନ ବାତ୍ୟା ବିଧ୍ୱସ୍ତ ପଶ୍ଚିମବଙ୍ଗରେ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିବାକୁ ଯାଇଥିବା ମୁଣ୍ଡଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ଯବାନ ମାନେ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ମିଳିଥିବା ଖବର ଅନୁସାରେ ୪୯ ଜଣ ଯବାନ କରୋନା ପଜିଟିଭ ଥିବା…

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିୟୋଗ ।

କନକ ବ୍ୟୁରୋ : ଭଦ୍ରକର ବର୍ଷିଆନ ନେତା ତଥା ୮ ଥର ସାଂସଦ ଥିବା ବରିଷ୍ଠ ବିଜେପି ନେତା ଅର୍ଜୁନ ଚରଣ ସେଠୀଙ୍କର ପରଲୋକ ହୋଇଯାଇଛି । ସେ ପୂର୍ବତନ ଭଦ୍ରକ ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଥିବାବେଳେ ୨ ଥର ବିଧାୟକ ମଧ୍ୟ ରହିଆସିଥିଲେ । ସେ ଭଣ୍ଡାରିପୋଖରୀ ଆସନରୁ ୨…

କେମିତି ହେବ ରଥଯାତ୍ରା ? ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଲେ ଅଣସର ପିଣ୍ଡିରୁ ରଥକୁ ଠାକୁର ନଆସିଲେ ଇତିହାସରେ…

କନକ ବ୍ୟୁରୋ : କରୋନାର ମହାମାରୀ ଭିତରେ ସରିଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ବିନା ଭକ୍ତରେ ଶାନ୍ତିଶୃଙ୍ଖଳାର ସହ ସ୍ନାନଯାତ୍ରା ହୋଇଛି । ଠିକ୍ ଏହିଭଳି ଶ୍ରୀଜିଉଙ୍କ ରଥଯାତ୍ରା କରିବାକୁ ମତ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତିଙ୍କ ବାଡଗ୍ରାହୀ । ସ୍ନାନଯାତ୍ରା ପରି ଭକ୍ତମାନେ ଘରେ ବସି ଟିଭିରେ…