Daily Archives

June 23, 2020

ଚକାଆଖି ଆସିଲା, ଭକ୍ତ ନଥିଲା… ମହାମାରୀ ପାଇଁ ଭକ୍ତ-ଭଗବାନଙ୍କ ଭିତରେ ହେଲାନି ମହାମିଳନ । କଟକଣା ପାଇଁ…

କନକ ବ୍ୟୁରୋ: ବଡ ଠାକୁର ଆସିଛି, ବଡଦାଣ୍ଡ ଖାଲି ପଡିଛି । ରଥ ଉପରେ ବସି ଭକ୍ତଙ୍କୁ ଖୋଜୁଛି କାଳିଆ ସୁନା । ଆଜି ତା ଦାଣ୍ଡରେ ଭକ୍ତ ନାହିଁ, ଭାବପ୍ରବଣତାର ସେ ଭିଜା ଭିଜା ଆଖି ବି ନାହିଁ । ତାକୁ ଦେଖି ଯେଉଁ ଆଖିରୁ ଧାରଧାର ଲୁହ ଝରିଯାଏ, ଯେଉଁ ପାଦ ନାଚି ନାଚି ଅଥୟ ହୁଏ ଆଜି ସେ ନାଚ ନାହିଁ…

ଶିଳ୍ପ ବୁଡିଲା ଜୀବିକା ଗଲା । ନୀଳାଚଳ ଇସ୍ପାତ ବନ୍ଦ ହେବା ପରେ ଉଜୁଡିଗଲା ପ୍ରାୟ ୧୦ ହଜାର ଲୋକଙ୍କ ଜୀବନ ଜୀବିକା,…

କନକ ବ୍ୟୁରୋ : କାରଖାନା ବନ୍ଦ, ଚାକିରି ନାହିଁ । ଏପଟେ ପେଟପାଟଣା ପାଇଁ ବିକଳ୍ପ ଖୋଜୁଛନ୍ତି ଲୋକେ । ଏହା ହେଉଛି ନିଳାଚଳ ଇସ୍ପାତ ନିଗମ କର୍ମଚାରୀଙ୍କ ଜୀବନ ସଂଘର୍ଷର କାହାଣୀ । ପୁଂଜି ପ୍ରତ୍ୟାହାର ନିଷ୍ପତି ନେବା ପରେ ପରେ ବନ୍ଦ ହୋଇଯାଇଛି କାରଖାନା । ଅନ୍ୟପଟେ ଘରୋଇ କମ୍ପାନୀ ବଦଳରେ…

ଗଲୱାନ ଘାଟି ସଂଘର୍ଷର, ଗୁମର ଖୋଲିଲା ଆମେରିକା ଗୁଇନ୍ଦା ସଂସ୍ଥା । ଚାଞ୍ଚଲ୍ୟ ଲ୍ୟକର ତଥ୍ୟରେ କହିଲା ଯୋଜନାବଦ୍ଧ ଭାବେ…

କନକ ବ୍ୟୁରୋ: ଗଲୱାନ ଘାଟିରେ କେମିତି ହୋଇଥିଲା ଆକ୍ରମଣ । କାହା ଇସାରାରେ ଚାଇନା ସେନା କରିଥିଲା ଆକ୍ରମଣ । ଏହି ପ୍ରଶ୍ନର ଉତର ଖୋଜା ଚାଲିଥିବା ବେଳେ ଆମେରିକା ଗୁଇନ୍ଦା ରିପୋର୍ଟ ଦେଇଛି ଚାଂଚଲ୍ୟକର ତଥ୍ୟ । ଏହି ରିପୋର୍ଟ ମୁତାବକ ବେଜିଂଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ଯବାନଙ୍କ ଉପରେ…

ଗଲୱାନ ଘାଟି ଆକ୍ରମଣ ନେଇ ଚୀନର ମୁଖା ଖୋଲିଲା ଆମେରିକା । ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ହୋଇଥିଲା…

କନକ ବ୍ୟୁରୋ : ଭାରତ ଚୀନ୍ ମଧ୍ୟରେ ଗଲୱାନରେ ହୋଇଥିବା ସଂଘର୍ଷକୁ ନେଇ ଚାଂଚଲ୍ୟକର ତଥ୍ୟ ଦେଇଛି ଆମେରିକା ଗୁଇନ୍ଦା ସଂସ୍ଥା । ରିପୋର୍ଟ ମୁତାବକ ବେଜିଂର ନିର୍ଦ୍ଦେଶ କ୍ରମେ ଭାରତୀୟ ଯବାନଙ୍କ ଉପରେ ଡ୍ରାଗନ ସେନା କରିଥିଲା ଏହି ଭୟାନକ ଆକ୍ରମଣ । ଚାଇନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖ୍ୟ…

କରୋନା ମୁକାବିଲା ପାଇଁ ଆସିଲା ରାମବାଣ । ରାମଦେବ କହିଲେ ୭ଦିନ ଭିତରେ ଆରୋଗ୍ୟ ହେବେ କରୋନା ଆକ୍ରାନ୍ତ । କିନ୍ତୁ…

କନକ ବ୍ୟୁରୋ: କରୋନା ଚିକିତ୍ସାରେ ସହାୟକ ହେବ ଆୟୁର୍ବେଦିକ ମେଡିସିନ କୋରୋନିଲ । କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି ।ହେଲେ ଏପର୍ଯ୍ୟନ୍ତ ଏହି ଭୂତାଣୁକୁ ମାତ୍ ଦେବା ପାଇଁ କୌଣସି ଔଷଧ ବାହାରିନି । ଔଷଧ ବାହାର କରିବା ପାଇଁ ଗବେଷଣା ଚାଲିଛି । ଅନେକ…

ମାରିଦେଲା ଟିକ୍‌ଟକ୍‌ । ଜଗତସିଂହପୁରରେ ଟିକ୍‌ଟକ୍‌ କଲାବେଳେ ନଦୀରେ ଭାସିଗଲେ ୪ ଜଣ, ୧୫ ବର୍ଷୀୟ ଝିଅ ମୃତ ।

କନକ ବ୍ୟୁରୋ : ଟିକଟକ୍ କରିବା ହେଲା କାଳ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳରୁ ଆସିଛି ଏଭଳି ଏକ ଖବର । ସ୍ଥାନୀୟ ଦେବୀ ନଦୀ କୂଳରେ ଟିକଟକ୍ କରୁଥିବା ବେଳେ ଅଘଟଣ ଘଟିଛି । ନଦୀର ପ୍ରଖର ସୁଅରେ ଭାସିଯିବାରୁ ଜଣେ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଉଦ୍ଧାର…