Daily Archives

June 21, 2020

ଆସନ୍ତାକାଲି ବିଜେ ହେବ ଆଜ୍ଞାମାଳ । ପରିଚାଳନା କମିଟି ସଦସ୍ୟଙ୍କ ପ୍ରେସମିଟରେ ସୂଚନା, ବିନା ଭକ୍ତରେ ରଥଯାତ୍ରା…

କନକ ବ୍ୟୁରୋ: ରଥଯାତ୍ରାକୁ ନେଇ ଦ୍ୱନ୍ଦ ବଢୁଥିବାବେଳେ ବର୍ତମାନ ସମୟର ଏକ ବଡ଼ ଖରବର ଆସିଛି । ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଭିତରେ ପରିଚାଳନା କମିଟିର ସଦସ୍ୟମାନେ ସାମ୍ବାଦିକ ସମ୍ମିଳନୀ କରି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆସନ୍ତାକାଲି ବିଜେ ହେବେ ଆଜ୍ଞାମାଳ । ଏଥିପାଇଁ ନୀତି…

ମହାକାଶରେ ମହାଜାଗତିକ ଦୃଶ୍ୟ । ରାଜସ୍ଥାନ, ହରିଆଣା ସମେତ ବିଭିନ୍ନ ଅଂଚଳରେ ଦେଖାଗଲା ପୂର୍ଣ୍ଣ ପରାଗ, ଓଡିଶାରେ ଆଶିଂକ…

କନକ ବ୍ୟୁରୋ: ଆଜି ସାରା ବିଶ୍ୱ ଦେଖିଛି ମହାଜାଗତିକ ଦୃଶ୍ୟ । ମହାକାଶରେ ସଂଗଠିତ ହୋଇଛି ସୂର୍ଯ୍ୟୋପରାଗ । ଓଡିଶା ସମେତ ଭାରତର ସବୁ ଅଂଚଳରେ ଏହା ଦୃଶ୍ୟମାନ ହୋଇଛି । ଭାରତର ରାଜସ୍ଥାନ, ହରିଆଣା ଆଦି ଅଂଚଳରେ ବଳୟ ପରାଗ ଦେଖାଦେଇଛି । ରାଜସ୍ଥାନ, ହରିଆଣାରେ ଯେଉଁ ବଳୟ ସୂର୍ଯ୍ୟପରାଗ…

ବଜାରକୁ ଆସିଲା ଗ୍ଲେନମାର୍କ କମ୍ପାନୀର କରୋନା ଔଷଧ । କମ୍ପାନୀର ଦାବି, କମ୍ ଓ ମଧ୍ୟମ ଧରଣର ଆକ୍ରାନ୍ତ ହୋଇପାରିବେ…

କନକ ବ୍ୟୁରୋ: କରୋନା ଭୂତାଣୁର ଉପଚାର ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ଉଦ୍ୟମ ଜାରି ରଖିଥିବା ବେଳେ ଭାରତ ଏକ ବଡ଼ ଉପଲବ୍ଧୀ ହାସଲ କରିଛନ୍ତି । ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଗ୍ଲେନମାର୍କ କରୋନା ରୋଗର ଚିକିତ୍ସା ପାଇଁ ବଜାରକୁ ଆଣିଛି ଔଷଧ । ଏହି ଔଷଧର ନାଁ ରହିଛି ଫାବି-ଫ୍ଲୁ ।…

ରଥଯାତ୍ରା ଦ୍ୱନ୍ଦ୍ୱ ଭିତରେ ନୂଆ ଆଶାର ସଂଚାର । ପୁନଃବିଚାର ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ, ଆସନ୍ତାକାଲି ସକାଳ…

କନକ ବ୍ୟୁରୋ: ନା ଦ୍ୱନ୍ଦ୍ୱ ଦୂର ହେଉଛି, ନା ମନରୁ ଆଶଙ୍କା ଯାଉଛି । ଚାରିଦିନ ହେଲା ଏଭଳି ଦୋଦୁଲ୍ୟମାନ ସ୍ଥିତିରେ ଅଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ ଏବଂ ହଜାର ହଜାର ସେବାୟତ । କିନ୍ତୁ ଏହି ଚାରି ଦିନ ଭିତରେ ଅନେକ କିଛି ବଦଳିଛି । ଗଜପତି ମହାରାଜଙ୍କ ବୟାନ ବଦଳିଛି, ଶଙ୍କରାଚାର୍ଯ୍ୟ…

ମୃତ୍ୟୁ ପରେ ବି ପଚାରିଲେନି ପରିବାର କି ଆତ୍ମୀୟ ପରିଜନ । ଶବଦାହ ପାଇଁ ଟ୍ରଲିରେ ବୁହା ହୋଇଯାଉଥିଲେ ମୃତ ବ୍ୟକ୍ତି,…

କନକ ବ୍ୟୁରୋ: ମୃତ୍ୟୁ ପରେ ବି ପଚାରିଲେନି ପରିବାର ଲୋକେ କି ଆତ୍ମୀୟ । ଶବଦାହ ପାଇଁ ଟ୍ରଲିରେ ବୁହା ହୋଇଯାଉଥିଲେ ମୃତ । କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପାଇଁ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନ ଅଥବା ପଡ଼ିଶା କାନ୍ଧ ଦେଇ ଶ୍ମଶାନକୁ ଦାହ ନିମନ୍ତେ ନେଇଥାନ୍ତି…

ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ବିଧାୟକଙ୍କ ଚିଠି । ବିନା ଭକ୍ତରେ ରଥଯାତ୍ରା ନେଇ କଲେ…

କନକ ବ୍ୟୁରୋ: ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ବିନା ଭକ୍ତରେ ରଥଯାତ୍ରା କରିବା ଲାଗି ଅନୁରୋଧ କରିଛନ୍ତି ବିଧାୟକ । କିଛି ସେବାୟତ ଓ ପୁଲିସଙ୍କୁ ନେଇ ରଥଯାତ୍ରା କରାଯାଉ । ବିଧାୟକ ଭାବେ ରଥଯାତ୍ରା ପାଇଁ ସମସ୍ତ ସହଯୋଗ କରିବେ ବୋଲି ସେ…