Daily Archives

June 1, 2020

ଏଥର ନିସ୍ତାର ନାହିଁ, ସାବାଡ ହେବ ଚୀନ୍ । ସେନା ଲଢିବ ସୀମାରୁ, ଲୋକେ ଲଢିବେ ପ୍ରତି ଘରୁ । ଆରମ୍ଭ ହେଲା ୱାଙ୍ଗଚୁକଙ୍କ…

ଲଦାଖରେ ଚୀନର ଦାଦାଗିରି ପରେ ତାତି ଉଠିଛି ଭାରତ । ବାରମ୍ବାର ସୀମାରେ ଅଶାନ୍ତି ସୃଷ୍ଟି କରୁଥିବା ଚୀନକୁ ଚିତ୍ କରିବାକୁ ଭାରତୀୟ ମାନେ ଆରମ୍ଭ କରିଛନ୍ତି ବଡ ଅଭିଯାନ । ଯେଉଁ ଲଦାଖ ସୀମାରେ ଚୀନ୍ ଦାଦାଗିରି ଦେଖାଉଛି, ସେହି ଲଦାଖରୁ ଚୀନକୁ ପାନେ ଚଖାଇବାକୁ ଆରମ୍ଭ ହୋଇଛି ବୁଲେଟ-ୱାଲେଟ…

ଗୁଜରାଟ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ନିସର୍ଗ । ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଗୁଜରାଟ, ମହାରାଷ୍ଟ୍ରରେ…

କନକ ବ୍ୟୁରୋ: ଗୁଜୁରାଟ ଉପକୂଳ ଆଡ଼କୁ ମାଡ଼ିଆସୁଛି ସାମୁଦ୍ରିକ ବାତ୍ୟା ନିସର୍ଗ । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ଓ ମହାରାଷ୍ଟ୍ରରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଉପକୂଳରେ ସ୍ଥଳଭାଗ ଛୁଇଁବାର…

ଚୋର ଫେରାଇଲା ଚୋରି ବାଇକ । ଲକଡାଉନ ପାଇଁ ଘରକୁ ଫେରିବାକୁ ବନ୍ଦ ଥିଲା ଗାଡିମଟର । ସ୍ତ୍ରୀ, ପିଲା ଚାଲିପାରିବେନି ବୋଲି…

କନକ ବ୍ୟୁରୋ: ଚୋରି ପରେ ଚୋର ଫେରାଇଲା ବାଇକ । ଅସୁବିଧା ପାଇଁ ଚୋରି କରିଥିଲା, ଘରେ ପହଞ୍ଚି ବାଇକ ଫେରାଇ ଦେଲା । ମହାମାରୀ ବେଳେ ମଣିଷପଣିଆ ଦେଖାଇ ପ୍ରଶଂସା ସାଉଁଟିଲା ସଚ୍ଚୋଟ ଚୋର । ତାଲାବନ୍ଦ ବେଳେ ତାମିଲନାଡୁରୁ ଆସିଲା ସଚ୍ଚୋଟପଣର ସୁନ୍ଦର ଦୃଶ୍ୟ । ଯାହା ଉକ୍ତ ବ୍ୟକ୍ତି ମୁଣ୍ଡରୁ…

ଅନଲକ ୧ରେ ଚାଷୀଙ୍କ ଏମଏସପି ବୃଦ୍ଧି ନେଇ ବଡ ଘୋଷଣା । ଖରିପ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର…

କନକ ବ୍ୟୁରୋ : ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ଆରମ୍ଭରୁ ବଡ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଗୋଟିଏ ପଟେ ଆକଳନ ସମୟରେ ମୌସୁମୀ ଭାରତ ଛୁଇଁଥିବା ବେଳେ ଚାଷୀଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି ମୋଦି ସରକାର । ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି ଏବଂ କୃଷି ଋଣ…

କେରଳ ଛୁଇଁଲା ମୌସୁମୀ । ଦୁଇ ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବା ସମ୍ଭାବନା, ୨ କିମ୍ବା ୩ରେ ଗୁଜୁରାଟରେ ଲ୍ୟାଣ୍ଡଫଲ…

କନକ ବ୍ୟୁରୋ : କେରଳ ଛୁଇଁଲା ମୌସୁମୀ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଛି । ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି । ସେପଟେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ଓଡିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି…

ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ରାଷ୍ଟ୍ରପତି ଟ୍ରମ୍ପ । ହ୍ୱାଇଟ ହାଉସ ସମ୍ମୁଖରେ ଜୋରଦାର ପ୍ରତିବାଦ, ଜାଣନ୍ତୁ ପୂରା ଘଟଣା…

କନକ ବ୍ୟୁରୋ : ଆମେରିକାରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ହତ୍ୟା ପରେ ଅନିୟନ୍ତ୍ରିତ ହୋଇପଡିଛି ପରିସ୍ଥିତି । ବିକ୍ଷୋଭକାରୀ ମାନେ ହ୍ୱାଇଟ ହାଉସ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିବା ପରେ ସୁରକ୍ଷା ଦୃଷ୍ଟିକୋଣରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସ ପରିସରରେ ଥିବା…