Daily Archives

June 16, 2020

ଏଲଏସିରେ ଉତ୍ତେଜନା । ଭାରତ-ଚୀନ ସେନା ମୁହାଁମୁହିଁ ନେଇ ଉଦବେଗ ପ୍ରକାଶ କଲା ଜାତିସଂଘ । ଉଭୟ ଦେଶ ଶାନ୍ତି ବଜାୟ…

କନକ ବ୍ୟୁରୋ: ଚୀନ ସୀମାରେ ବଡ ଧରଣର ସଂଘର୍ଷ ହୋଇଛି । ଗତକାଲି ରାତିରେ ଲଦାଖ ସୀମାରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୪୩ ଜଣ ଚୀନ ସେନା ମୃତାହତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ଟୁଇଟ କରିଛି ଏଏନଆଇ । ତେବେ ଦୁଇ ଦେଶ…

ଚୀନ ସୀମାରେ ଜୋରଦାର ହଲଚଲ । ଆକାଶରେ ଚକ୍କର କାଟିଲା ଚାଇନା ଚପ୍ପର । ଏଲଏସି ନିକଟରେ ବଢିଲା ହେଲିକପ୍ଟରର ଗତିବିଧି ।…

କନକ ବ୍ୟୁରୋ: ସୀମାରେ ସାଙ୍ଘାତିକ ହେଉଛି ସ୍ଥିତି । ଭାରତ-ଚୀନ ସେନା ମୁହାଁମୁହିଁରେ ୨୦ ଭାରତୀୟ ଯବାନ ସହିଦ । ସୀମାରେ ଚୀନ ଦାଦାଗିରି ଦେଖାଇବା ପରେ ପରିସ୍ଥିତି ସାଙ୍ଘାତିକ ହୋଇଥିଲା । ତେବେ ଲଦ୍ଦାଖ ଗଲୱାନ ଭ୍ୟାଲିରେ ଦୁଇ ଦେଶର ସେନା ମୁହାଁମୁହିଁ ପରେ ୨୦ ଯବାନ ସହିଦ ହୋଇଛନ୍ତି । ସେପଟେ…

ଭାରତ-ଚୀନ ସୀମାରୁ ବଡ଼ ଖବର । ଲଦ୍ଦାଖ ଗଲୱାନ ଭ୍ୟାଲିରେ ଦୁଇ ଦେଶର ସେନା ମୁହାଁମୁହିଁ, ୨୦ ଭାରତୀୟ ଯବାନ ସହିଦ, ୪୩ ଚୀନ…

କନକ ବ୍ୟୁରୋ: ପୂର୍ବ ଲଦ୍ଦାଖର ଗାଲଓ୍ଵାନ ଉପତ୍ୟାକାରେ ସୀମାରେ ଭାରତ-ଚୀନ ମୁହାଁମୁହିଁ , ୨୦ ଭାରତୀୟ ଯବାନ ସହିଦ ସୂଚନା ଲଦ୍ଦାଖ ଗଲୱାନ ଭ୍ୟାଲିରେ ଦୁଇ ଦେଶର ସେନା ମୁହାଁମୁହିଁ । ଏଥିରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ଜାତୀୟ ଖବର ସରବହରା ସଂସ୍ଥା ଏଏନ୍‌ଆଇ…

କେମିତି ପୁରୀ ରଥଯାତ୍ରାରେ ବନ୍ଦ ହେଲା ହାତୀ ସାମିଲ ହେବାର ପରମ୍ପରା? ୨୦୦୨ରେ ଉତ୍ତରପ୍ରଦେଶରୁ ଆସିଥିଲା ଲକ୍ଷ୍ମୀ ହାତୀ…

କନକ ବ୍ୟୁରୋ: ଚର୍ଚ୍ଚାକୁ ଆସିଲା ୧୮ ବର୍ଷତଳର ସେହି ଦିନର ଏକ ଫଟୋ । ଯେଉଁ ଫଟୋର ଆଜି ଦିନରେ ଗୁରୁତ୍ୱ ଏଥିପାଇଁ ରହିଛି, ଯେହେତୁ ହାତୀ ଦ୍ୱାରା ରଥ ଟଣା କଥା ଚର୍ଚ୍ଚାକୁ ଆସିଛି । ୨୦୦୨ ଜୁନ୍ ୨୪ ତାରିଖରେ ରଥଯାତ୍ରାରେ ସାମିଲ ହେବା ପରେ ପୁରୀରୁ ଜଗନ୍ନାଥ ସଡକ ଦେଇ ଫେରୁଥିଲେ ଉତର ପ୍ରଦେଶରୁ…

ବଡ଼ଦାଣ୍ଡରୁ ଉଠା ଦୋକାନ ହଟାଇବାକୁ ମୁନିସିପାଲିଟିର ନିର୍ଦ୍ଦେଶ । ୧୯ ତାରିଖ ଭିତରେ କ୍ୟାବିନ ଓ ଉଠା ଦୋକାନ ହଟାଯିବ ।…

କନକ ବ୍ୟୁରୋ:  ଦିନ ପାଖଉଛି, ଆଶା ବଢୁଛି । ରଥଯାତ୍ରା ପାଳନ ଦିଗରେ ପ୍ରସ୍ତୁତି ଆଉ ଏକ ପାଦ ଆଗକୁ ବଢ଼ିଛି । ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେଉଳ ପୁରୋହିତଙ୍କୁ ରଥ ପ୍ରତିଷ୍ଠା ଲାଗି ଅନୁମତି ପତ୍ର ଦିଆଯାଇଛି । ସେହିପରି  ଆସନ୍ତା ତିନି ଦିନ ଭିତରେ ବଡଦାଣ୍ଡରେ ଥିବା ସମସ୍ତ ଉଠା ଦୋକାନ…

ମାସ୍କ ଓ ପିପିଇ ପରେ କଂଗ୍ରେସ ଆଣିଲା ନୂଆ ଦୁର୍ନୀତି ଅଭିଯୋଗ । କହିଲେ, ନିବୁଲାଇଜର ପାଇଁ ଗୋଟିଏ କମ୍ପାନୀ ଦୁଇ ଦୁଇ ଥର…

କନକ ବ୍ୟୁରୋ: ମାସ୍କ ଓ ପିପିଇ କିଟ ପରେ ଏବେ ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ନିବୁଲାଇଜର କିଣିବା ସମୟରେ ଗୋଟିଏ କମ୍ପାନୀ ୨ଥର କୋଟେସନ ଦେଇଥିଲା । ୨୧ ତାରିଖରେ ଦେଇଥିବା ପ୍ରଥମ କୋଟେସନରେ ଏହାର ଦାମ ୩୧ଶହ ଟଙ୍କା…