Daily Archives

June 29, 2020

କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କଲା ଅନଲକ୍ ୨.୦ର ଗାଇଡଲାଇନ୍ । ଜୁଲାଇ ୩୧ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ୍ । ଖୋଲିବନି…

କନକ ବ୍ୟୁରୋ : ଜୁନ ୩୦ ତାରିଖରେ ଅନଲକ୍-୦୧ ଶେଷ ହେବାକୁ ଯାଉଥିବା ବେଳେ ଜୁଲାଇ ୧ରୁ ଆରମ୍ଭ ହେବ ଅନଲକ୍ – ୨ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ସବୁଠୁ ବଡ଼ ଦିଗଟି ହେଉଛି କଂଟେନମେଂଟ ଜୋନ ବା ଅବରୋଧ ଅଂଚଳରେ ପୂର୍ବଭଳି…

ଭାରତରେ ବ୍ୟାନ୍ ହେଲା ଚାଇନିଜ୍ ଆପ୍ ଟିକଟକ୍ । ଟିକଟକ୍ ସମେତ ୫୯ଟି ଆପକୁ ବ୍ୟାନ୍ କଲେ ଭାରତ ସରକାର ।

କନକ ବ୍ୟୁରୋ : ଭାରତ ସରକାର ଲୋକପ୍ରିୟ ଚାଇନିଜ ଆପ ଟିକଟକକୁ ନିଷିଦ୍ଧ କରିଛନ୍ତି । ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରାଯାଇଛି । ଏସବୁ ଆପକୁ ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । List of 59 apps…

ଭାରତୀୟ ସାଟେଲାଇଟ୍ ଚିତ୍ରରୁ ସାମ୍ନାକୁ ଆସିଲା ସତ । ଗଲୱାନ ଘାଟି ନିକଟରେ ଅଧ କିଲୋମିଟର ପର୍ଯ୍ୟନ୍ତ ଭାରତ ସୀମାରେ…

କନକ ବ୍ୟୁରୋ : ଭାରତୀୟ ଉପଗ୍ରହର କିଛି ହାଇ ରିଜୋଲ୍ୟୁସନ ଚିତ୍ର ଏବେ ଭାରତ ସରକାରଙ୍କ ପାଇଁ ଚିନ୍ତାର କାରଣ ବନିଯାଇଛି । ଏହି ଚିତ୍ର ଦର୍ଶାଉଛି ଯେ ଚୀନ ସେନା ପ୍ରାୟ ଅଧ କିଲୋମିଟର ଭାରତୀୟ ସୀମା ଭିତରକୁ ପଶିଆସିଛି । କେବଳ ଅନୁପ୍ରବେଶ କରିନାହାଁନ୍ତି ବରଂ ସେଠାରେ ଅସ୍ଥାୟୀ ନିର୍ମାଣ ମଧ୍ୟ…

ଜୁଲାଇ ମାସରେ କରୋନା ମୁକାବିଲା ପାଇଁ ୯ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । ମାସ୍କ ନପିନ୍ଧିଲେ, ସାମାଜିକ ଦୂରତା ରକ୍ଷା…

କନକ ବ୍ୟୁରୋ : ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିବା ବେଳେ ଆସନ୍ତା ଜୁଲାଇ ମାସରେ କରୋନା ମୁକାବିଲା ନେଇ ୯ଟି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଏବଂ ଏସପି ମାନଙ୍କ ସହ ଆଲୋଚନା ପରେ ରାଜ୍ୟବାସୀଙ୍କୁ ୯ଟି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଓଡିଶାରେ ପହଁଚିଲା କରୋନା ଔଷଧ । ପ୍ରଥମ ପର୍ଯ୍ୟାୟରେ ପହଁଚିଲା ରେମଡେସିଭିର ଓ ଫାବି ଫ୍ଲୁ, ମଧ୍ୟମ ଆକ୍ରାନ୍ତ ରୋଗୀଙ୍କ…

କନକ ବ୍ୟୁରୋ : ଜୁନ୍ ମାସରେ ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷ ସ୍ତରରେ ପହଁଚିଥିବା ବେଳେ ଆସିଛି ବଡ ଧରଣର ଆଶ୍ୱସ୍ତିର ଖବର । ଓଡିଶାରେ ପହଁଚିଯାଇଛି କରୋନା ଔଷଧ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ରେମଡେସିଭିର ମେଡିସିନ୍ ଏବେ ରାଜ୍ୟରେ ଉପଲବ୍ଧ ହୋଇଥିବା ରାଜ୍ୟ ଡ୍ରଗ୍ସ…

କଟକ କ୍ୟାନ୍ସର ହସ୍ପିଟାଲରୁ ପୁଣି ୬ ପଜିଟିଭ୍ । ୪ ରୋଗୀଙ୍କ ସମେତ ୨ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ।

କନକ ବ୍ୟୁରୋ: କଟକ ସ୍ଥାନୀୟ କ୍ୟାନ୍ସର ହସ୍ପିଟାଲରେ ପୁଣି ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିରେ ୪ ଜଣ ରୋଗୀ ଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି ଆଟେଣ୍ଡାଣ୍ଟ ଓ ଆହାର କେନ୍ଦ୍ରର କର୍ମଚାରୀ ବୋଲି ଜଣାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟ ଏହି…