Daily Archives

June 2, 2020

ଆମେରିକାରେ ପ୍ରତିବାଦକାରୀଙ୍କୁ ଟ୍ରମ୍ପଙ୍କ ଧମକ । ‘ସଂଜମତା ରକ୍ଷା ନକଲେ ସେନା କାର୍ଯ୍ୟାନୁଷ୍ଠାନ’ ।

କନକ ବ୍ୟୁରୋ : ଆମେରିକାରେ ପ୍ରତିବାଦକାରୀଙ୍କୁ ଟ୍ରମ୍ପଙ୍କ ଧମକ । ‘ସଂଜମତା ରକ୍ଷା ନକଲେ ସେନା କାର୍ଯ୍ୟାନୁଷ୍ଠାନ’ । ଆମେରିକାରେ ଅଣାୟତ ହେବାରେ ଲାଗିଛି ପରିସ୍ଥିତି । ଦେଶରେ ସର୍ବଶକ୍ତିମାନ ନେତାଙ୍କ କାର୍ଯ୍ୟାଳୟ ଆଡକୁ ବଢୁଥିବା ଏହି ଭିଡ, ରାଷ୍ଟ୍ରପତିଙ୍କୁ ଲୁଚିଯିବା ପାଇଁ ବାଧ୍ୟ…

ବଲାଙ୍ଗୀରରୁ ଆସିଲା ଦାଦନ ବନିବାର ଦୁଃଖଦ କାହାଣୀ । କନକ ନ୍ୟୁଜରେ ବୟାନ ଦେଲେ, କେମିତି ସାଜିଲେ ଦାଦନ । ପଢ଼ନ୍ତୁ ଜଣେ…

କନକ ବ୍ୟୁରୋ: ବଲାଙ୍ଗିର ଜିଲ୍ଲାର ଏମିତି ଏକ ଚିତ୍ର ଯାହା ସମସ୍ତ ଚାଷୀ କୁଳକୁ କଷ୍ଟ ଦେଉଛି । ଜମି ଅଛି, ଚାଷ ଅଛି କିନ୍ତୁ ଚାଷୀ ଦାଦନ ଖଟୁଛି । ଦିନ ଥିଲା ଚାଷୀର ଏହି ତେଲ ଲୁଣର ସଂସାର ଚାଲୁଥିଲା ଆଖୁ ଚାଷରେ । ଆଖୁ ଚାଷ କରି ଯାହା ରୋଜଗାର କରୁଥିଲା ଚାଷୀ, ପରିବାର ଚଳୁଥିଲା , ପେଟ…

ସୀମାରୁ ମିଳୁଛି ସାଂଘାତିକ ସଂକେତ । ଭାରତ-ଚୀନ ସୀମାନ୍ତ ଏଲଏସିରେ ଦୀର୍ଘ ଦିନ ଧରି ମୁହାଁମୁହିଁ ସ୍ଥିତିରେ ରହିପାରନ୍ତି…

କନକ ବ୍ୟୁରୋ: ସହଜରେ ଶେଷ ହେବ ନାହିଁ ଭାରତ – ଚୀନ ସୀମା ବିବାଦ । ଗତ ୨୫ଦିନରୁ ଅଧିକ ସମୟ ଧରି ଲଦାଖ ସୀମାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି । ଉଭୟ ପଟେ ସୈନ୍ୟ ବଳ ବଢାଯାଉଛି । ଅସ୍ତ୍ରଶସ୍ତ୍ର ଠୁଳ କରାଯାଉଛି । ସୀମାରେ ଲାଗି ରହିଥିବା ଏହି ସମସ୍ୟାକୁ ନେଇ…

ରାଜ୍ୟ ଭିତରେ ଚାଲିବ ୫ଟି ସ୍ୱତନ୍ତ୍ର ଟ୍ରେନ୍ । ଶନିବାର ଓ ରବିବାର ବନ୍ଦ ରହିବ ସେବା, ପୂର୍ବତଟ ରେଳବାଇର ଘୋଷଣା ।

କନକ ବ୍ୟୁରୋ : କରୋନା ଭାଇରସ ପାଇଁ ଲକଡାଉନ ୫.୦ ଜାରି ଥିବା ବେଳେ ରାଜ୍ୟ ଭିତରେ ୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଘୋଷଣା ହୋଇଛି । ଏହି ୫ଟି ସ୍ୱତନ୍ତ୍ର ଟ୍ରେନ ଜୁନ ୮ ତାରିଖ ଠାରୁ ଜୁନ ୩୦ ଯାଏଁ ଚାଲିବ । କିନ୍ତୁ ଏହି ଅବଧି ମଧ୍ୟରେ ପ୍ରତି ଶନିବାର ଓ ରବିବାର…

ଉଦ୍ୟୋଗପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶ୍ୱାସନା । କହିଲେ, ପୁଣି ଦୃତଗତିରେ ଆଗେଇବ ଭାରତର ଅଭିବୃଦ୍ଧି ହାର…

କନକ ବ୍ୟୁରୋ: କରୋନା ମୁକାବିଲା ଭିତରେ ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବାକୁ ପଡିବ । କରୋନା ମହାମାରୀ ପାଇଁ ଦେଶ ଯେଉଁ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି କେନ୍ଦ୍ର ସରକରା ଏଥିପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛି । ଏଥିସହ ପର୍ଯ୍ୟାୟ କ୍ରମେ ବିଭିନ୍ନ ଯୋଜନାର ଘୋଷଣା ମଧ୍ୟ…

ଜଳଖିଆ ଦୋକାନର ପରିଚିତ ଠିକଣା । କଟକର ଚକୁଳି ମାଉସୀ ଓ ରଘୁ ଦହିବରାକୁ ଏକାଠି କଲେ ବ୍ଳଗର ରୋହିତ ଶ୍ରୀବାସ୍ତବ, ରଘୁ…

କନକ ବ୍ୟୁରୋ: କଟକର ଅନ୍ନପୂର୍ଣ୍ଣ ମାଉସୀଙ୍କ ଚକୁଳି ଆଉ ରଘୁ ମଉସାଙ୍କ ଦହିବରା, ଯିଏ ଖାଇଛି ସିଏ ତାର ଗୁଣ ଗାଇଛି । ଜଳଖିଆ ଦୋକାନ କରି ଦୁହେଁ କଟକର ବେଶ ପରିଚତ ନାଁ । ଆଉ କଟକ କଥା କାନରେ ପଡ଼ିଲେ ଏହି ଦୁଇ ମଉସା-ମାଉସୀଙ୍କ କଥା ମନେପଡ଼େ । ହେଲେ ଦୁହେଁ କେବେ ପରସ୍ପରକୁ ଭେଟି ନଥିଲେ ।…