Daily Archives

June 14, 2020

ମୁମ୍ବାଇରୁ ମୃତ୍ୟୁର ଖବର ଆସିଲା, ପହିଲି ରଜରେ ଓଡିଶା ଲୁହ ପୋଛିଲା । ରଜରେ ବଲିଉଡର ‘ରାଜପୁତ’ ବିଦାୟ ନେବା ପରେ…

କନକ ବ୍ୟୁରୋ: ଓଡିଶାରେ ପହିଲି ରଜ । ମୌସୁମୀ ଛୁଇଁବା ପରେ ଓଦାଓଦା ମାଟି, ମେଘୁଆ ଆକାଶ । ଗାଁ ଗଣ୍ଡା, ସହର ବଜାର ସବୁଠି ରଜ ପାଗ, ପହିଲି ରଜର ପ୍ରଥମ ଛୁଆଁ । ଯଦିଓ କରୋନା କଟକଣା ଓ ସଟଡାଉନ ପାଇଁ ଘରେ ରହି ଓଡିଶା ରଜ ପାଳିଛି ତଥାପି ଘରେ ଘରେ ପିଠାପଣା, ଖିଲି ପାନ ଓ ଦୋଳିର ମଜା ।…

କେମିତି ହେବ ରଥଯାତ୍ରା? କରୋନା କଟକଣା ପାଇଁ ମନେ ପଡ଼ିଲା ୯୪ ବର୍ଷ ତଳର ଇତିହାସ, ହଜାର ହଜାର ଭକ୍ତଙ୍କ ଭିଡ଼ ଭିତରେ ରଥକୁ…

କନକ ବ୍ୟୁରୋ: ଭାରତ ସ୍ୱାଧିନ ହେବାର ଆହୁରି ଦୁଇ ଦଶନ୍ଧି ପୂର୍ବରୁ, ଇଂରେଜ ଶାସନ କାଳରେ ଏ ହେଉଛି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କ ରଥଯାତ୍ରାର ଦୃଶ୍ୟ । ଯେତେବେଳେ ରଥଟଣାରେ ସାମିଲ ହେଉଥିଲେ ଗଜରାଜ । ଶନିବାର ହାଇକୋର୍ଟ, ହାତୀ ଟାଣିବା ନେଇ ରାଜ୍ୟ ସରକାର ବିଚାର କରିପାରିବେ ବୋଲି କହିବା…

ସେପାରିରେ ସୁଶାନ୍ତ, ବାକଶୂନ୍ୟ ବାପା । ପୁଅ ପରପାରିକୁ ଚାଲିଯିବା ପରେ ଭାଙ୍ଗିପଡିଛି ପୂରା ପରିବାର, ଘନଘନ ମୁର୍ଚ୍ଛା…

କନକ ବ୍ୟୁରୋ: ସୁଶାନ୍ତ ! ତୁ ଏତେ ଶୀଘ୍ର କାହିଁ ଚାଲିଗଲୁ । ତୋ ବାପା ଥାଉ ଥାଉ ପର କରି ଦେଇ କାହିଁକି ପଳେଇଗଲୁ । ତୋ ବୁଢା ବାପା ପ୍ରତି ଏତେ ନିଷ୍ଠୁର କେମିତି ହେଇପାରିଲୁରେ ପୁଅ । ତୋ ବିନା ଏବେ ମୁଁ କେମିତି ବଞ୍ଚିବି... ଏ ସୁଶାନ୍ତ... ସୁଶାନ୍ତରେ... ସୁଶାନ୍ତ... ସେପାରିରେ…

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ । ମୁମ୍ବାଇ ସ୍ଥିତ ବାସଭବନରେ ଦଉଡ଼ି ଦେଇ ଆତ୍ମହତ୍ୟା ସୂଚନା, ହେଲେ…

କନକ ବ୍ୟୁରୋ: ରିଲ୍ ଲାଇଫର ଏହି ଦୃଶ୍ୟରେ ଦିନେ ରିୟଲ୍ ଲାଇଫ୍ ସହ ସଂଯୋଗ ରଖିବ ହୁଏତ ନିଜେ ସୁଶାନ୍ତ ସିଂ ରାଜପୁତ ବି ଚିନ୍ତା କରିନଥିବେ । ଫିଲ୍ମରେ ଲୁଜରର ସଂଜ୍ଞା ବୁଝାଉଥିବା ଏହି ଅଭିନେତା ଆଜି ଜୀବନଯୁଦ୍ଧରେ ହାରିଯାଇଛନ୍ତି । ଯୁବ ବୟସରେ ସଫଳତାର ଶୀର୍ଷରେ ଛୁଇଁଥିବା ସୁଶାନ୍ତ ସିଂ…

ଓଡ଼ିଶାକୁ ପୁଣି ଫେରିଲା ସିବିଆଇ । ଦୀର୍ଘ ଦିନର ନିରବତା ପରେ ଚିଟଫଣ୍ଡ ମାମଲାରେ ଆକ୍ସନ ମୋଡକୁ ଆସିଲା କେନ୍ଦ୍ରୀୟ…

କନକ ବ୍ୟୁରୋ: ପୁଣି ଫେରିଲା ଚିଟଫଣ୍ଡ ମାମଲା । ଦୀର୍ଘଦିନର ନିରବତା ପରେ ଆକ୍ସନ ମୋଡକୁ ଆସିଲା ସିବିଆଇ! ଦୁଇ ଦିନ ତଳେ ଅଚାନକ ଭାବେ ପୁଣିଥରେ ଓଡ଼ିଶାରେ ଚିଟଫଣ୍ଡ ମାମଲା ଖୋଲିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଅପ୍ରତ୍ୟାଶିତ ଭାବେ ଆରମ୍ଭ ହୋଇଥିବା ଏହି ଖୋଳତାଡ ସଂପର୍କରେ କେହି ଟେର୍…

ସୁପ୍ରିମକୋର୍ଟରେ ପହଞ୍ଚିଲା ରଥଯାତ୍ରା ପ୍ରସଙ୍ଗ । ସାମାଜିକ ଦୂରତ୍ୱ ରକ୍ଷା ସମ୍ଭବ ନଥିବା ଆଶଙ୍କା କରି ସର୍ବୋଚ୍ଚ…

କନକ ବ୍ୟୁରୋ: ରଥ ଖଳାରେ କାମ ଆଗେଇ ଚାଲିଛି । ଶ୍ରୀଜିଉଙ୍କ ତିନି ରଥ ପ୍ରାୟ ପ୍ରସ୍ତୁତ ହେବା ଉପରେ । ରଥଯାତ୍ରା ପାଇଁ ସମସ୍ତ କା ର୍ଯ୍ୟ ବିଧି ଅନୁସାରେ ଆଗେଇ ଚାଲିଛି । କିନ୍ତୁ ଏହି କାମ ଯେତେ ଆଗେଇ ଚାଲିଛି, ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବି ସେତିକି ବଢି ଚାଲିଛି । ରଥଯାତ୍ରା ଉପରେ…