Browsing Category

ଦେଶ ବିଦେଶ

୨୦ ଟଙ୍କାରେ ଚିକିତ୍ସା ଦେଉଥିବା ଡାକ୍ତରଙ୍କୁ ମିଳିବ ପଦ୍ମଶ୍ରୀ. ଜାଣନ୍ତୁ କିଏ ଏହି ଡାକ୍ତର?

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ବୁଧବାର ପଦ୍ମସମ୍ମାନ ଘୋଷଣା କରାଯାଇଛି । ୧୦୬ଜଣଙ୍କୁ ଏହି ସମ୍ମାନଜନକ ପଦ୍ମସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । ଏହି ତାଲିକାରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉମାନେ ନିଜ କାମ ପାଇଁ ପୁରସ୍କୃତ ହୋଇଛନ୍ତି । ତେବେ ଏମାନଙ୍କ…
Read More...

ଭାରତରେ ଲଞ୍ଚ ହେଲା କୋଭିଡ୍-୧୯ର ପ୍ରଥମ ନାଜାଲ ଭ୍ୟାକସିନ୍। ବୁଷ୍ଟର ଡୋଜ ଭାବେ କରାଯିବ ବ୍ୟବହାର।

କନକ ବ୍ୟୁରୋ: କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଭାରତ ବାୟୋଟେକର ନାଜାଲ ଭ୍ୟାକସିନ ଇନକୋଭାକକୁ ଲଞ୍ଚ କରିଛନ୍ତି । ଡିସେମ୍ବରରେ ଭାରତ ବାୟୋଟେକ୍ ଘୋଷଣା କରିଥିଲା ଯେ, ଭ୍ୟାକସିନକୁ ସରକାର ୩୨୫ ଟଙ୍କା…
Read More...

ଆଇସିସି ଦିନିକିଆ ରାଙ୍କିଙ୍ଗ: ମହମ୍ମଦ ସିରାଜ ୧ ନମ୍ବର ବୋଲର

କନକ ବ୍ୟୁରୋ: ଆଇସିସି ଦିନିକିଆ ରାଙ୍କିଙ୍ଗରେ ମହମ୍ମଦ ସିରାଜ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଦିନିକିଆ ବୋଲିଂ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନକୁ ଉଠିଛନ୍ତି । ସେ ଅଷ୍ଟ୍ରେଲିଆର ଜୋସ ହାଜେଲହୁଡଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉଠିଛନ୍ତି । ସିରାଜ ୭୨୯ ପଏଣ୍ଟ ସହ ଏକ ନମ୍ବର…
Read More...

ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କଲେ ଘୋଷଣା, ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟର ବେରୋଜଗାରଙ୍କୁ ମିଳିବ ମାସିକ ବେକାରୀ ଭତ୍ତା

କନକ ବ୍ୟୁରୋ : ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ସେପଟେ ଆଇଟି କମ୍ପାନୀମାନେ ଦୈନିକ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ହେଲେ କେନ୍ଦ୍ର ସରକାର ଏନେଇ ବିଶେଷ ଚିନ୍ତିତ ଥିବା ଭଳି ମନେ ହେଉନାହିଁ । ଏସବୁ ଭିତରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁୂପେଶ ବଘେଲ ୭୪ତମ ଗଣତନ୍ତ୍ର…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି କରିଥିବା ଡକ୍ୟୁମେଣ୍ଟାରୀ । ବିବାଦରେ ଆମେରିକା ବିଦେଶମନ୍ତ୍ରଣାଳୟର…

କନକ ବ୍ୟୁରୋ : ୨୦୦୨ ଗୁଜରାଟ ଦଙ୍ଗା ଉପରେ ବ୍ରିଟିସ ବ୍ରଡକାଷ୍ଟର ବିବିସି ତରଫରୁ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି । ଏହି ଡକ୍ୟୁମେଣ୍ଟାରୀ ନାମ ରହିଛି ‘ଇଣ୍ଡିଆ ଦ ମୋଦୀ କ୍ୱେଶ୍ଚନ’  । ଏହି ଡକ୍ୟୁମେଣ୍ଟାରୀ ରିଲିଜ ହେବା ପରେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି । ଭାରତ…
Read More...

ପଦାରେ ପଡିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବିବାଦ, ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେଲେ ନାହିଁ…

କନକ ବ୍ୟୁରୋ : ଆଜି ଗଣତନ୍ତ୍ର ଦିବସକୁ ସରା ଦେଶ ଧୁମଧାମରେ ପାଳନ କରୁଛି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସଂସଦ ଭବନ ପର୍ଯ୍ୟନ୍ତ ଉତ୍ସବ ମୁଖର । ହେଲେ ରାଜନୈତିକ ବିବାଦ କାରଣରୁ ଆଜି ତେଲେଙ୍ଗାନାରେ ଦେଖିବାକୁ ମିଳିଛି କି ଏଭଳି ଦୃଶ୍ୟ । ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମିଳିତ…
Read More...

ୱାର ମେମୋରିଆଲରେ ପ୍ରଧାନମନ୍ତ୍ରୀ : ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : କର୍ତ୍ତବ୍ୟପଥରେ ପହଞ୍ଚିବା ପୂର୍ବରୁ ୱାର ମେମୋରିଆଲକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ । ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ୱାର…
Read More...

ପଠାନ୍ ମୁଭିକୁ ନେଇ ସିନେମା ହଲରେ ମାରପିଟ୍ । ଦଙ୍ଗାରେ ଜଣେ ଯୁବକ ଗୁରୁତର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

କନକ ବ୍ୟୁରୋ : ବହୁ ବାଦ ବିବାଦ ମଧ୍ୟରେ ଗତକାଲି ରିଲିଜ୍ ହୋଇଛି ଏସ.ଆର.କେଙ୍କ ସୁପହିଟ୍ ଫିଲ୍ମ ପଠାନ୍ । ରିଲିଜ୍ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଥିବା ବେଳେ ଅନେକ ସ୍ଥାନରେ କେକ୍ କାଟି ସେଲିବ୍ରେସନ୍ କରିଛନ୍ତି ସାହାରୁଖଙ୍କ ଫ୍ୟାନ୍ସ । ଆଉ ଏହାରି ଭିତରେ…
Read More...

ଜାରି ରହିଛି ଆଇଟି କମ୍ପାନୀମାନଙ୍କ କର୍ମଚାରୀ ଛଟେଇ, ମାଇକ୍ରୋସଫ୍ଟ ଓ ଗୁଗଲ ପରେ ଏବେ କର୍ମଚାରୀ ଛଟେଇ କରିବାକୁ…

କନକ ବ୍ୟୁରୋ : ଆଇଟି କମ୍ପାନୀମାନଙ୍କର କର୍ମଚାରୀ ଛଟେଇରେ ବିରାମ ଲାଗିବାର ନା ନେଉନି । କିଛିଦିନ ତଳେ ମାଇକ୍ରୋସଫ୍ଟ ଓ ଗୁଗଲ ଭଳି ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଥିବା ବେଳେ ଏବେ କମ୍ପାନୀମାନଙ୍କ ତାଲିକାକୁ ଆସିଛି ଆଇବିଏମ୍ । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ…
Read More...

ରାହୁଲଙ୍କୁ ଉପହାରରେ କୋହଲି ଦେଲେ ୨ କୋଟିର କାର । ଜାଣନ୍ତୁ ନବଦମ୍ପତିଙ୍କୁ ଧୋନି ଓ ସଲମାନ ଦେଲେ କଣ?

କନକ ବ୍ୟୁରୋ : ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଗତ ୨୩ ଜାନୁଆରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଲିଉଡ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଫାର୍ମ ହାଉସରେ ଏହି ବିବାହ ଉତ୍ସବ ହୋଇଥିଲା । ତେବେ ଏହି ବିବାହକୁ ନେଇ ଏବେ ଚର୍ଚ୍ଚା…
Read More...