Browsing Category

ଦେଶ ବିଦେଶ

ଜାରି ରହିଛି ଆଇଟି କମ୍ପାନୀମାନଙ୍କ କର୍ମଚାରୀ ଛଟେଇ, ମାଇକ୍ରୋସଫ୍ଟ ଓ ଗୁଗଲ ପରେ ଏବେ କର୍ମଚାରୀ ଛଟେଇ କରିବାକୁ…

କନକ ବ୍ୟୁରୋ : ଆଇଟି କମ୍ପାନୀମାନଙ୍କର କର୍ମଚାରୀ ଛଟେଇରେ ବିରାମ ଲାଗିବାର ନା ନେଉନି । କିଛିଦିନ ତଳେ ମାଇକ୍ରୋସଫ୍ଟ ଓ ଗୁଗଲ ଭଳି ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଥିବା ବେଳେ ଏବେ କମ୍ପାନୀମାନଙ୍କ ତାଲିକାକୁ ଆସିଛି ଆଇବିଏମ୍ । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ…
Read More...

ରାହୁଲଙ୍କୁ ଉପହାରରେ କୋହଲି ଦେଲେ ୨ କୋଟିର କାର । ଜାଣନ୍ତୁ ନବଦମ୍ପତିଙ୍କୁ ଧୋନି ଓ ସଲମାନ ଦେଲେ କଣ?

କନକ ବ୍ୟୁରୋ : ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଗତ ୨୩ ଜାନୁଆରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଲିଉଡ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଫାର୍ମ ହାଉସରେ ଏହି ବିବାହ ଉତ୍ସବ ହୋଇଥିଲା । ତେବେ ଏହି ବିବାହକୁ ନେଇ ଏବେ ଚର୍ଚ୍ଚା…
Read More...

ମେଟାର ବଡ ଘୋଷଣା, ଅନଲକ୍ କରାଯିବ ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ

କନକ ବ୍ୟୁରୋ : ଦୁଇବର୍ଷର ପ୍ରତିବନ୍ଧକ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ଅନଲକ୍ ହେବାକୁ ଯାଉଛି । ଏନେଇ ମେଟା ପକ୍ଷରୁ ଘୋଷଣା କରାଯାଇଛି । ସୂଚନା ଥାଉକି ୨୦୨୧ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ଦଙ୍ଗା ପରେ ମେଟା ପକ୍ଷରୁ…
Read More...

କର୍ତ୍ତବ୍ୟ ପଥରେ ପ୍ରଥମଥର ପାଇଁ ପରେଡ କରିବ ମିସର ସେନା, ଭାରତୀୟ ସେନା ଦେଖାଇବ ସ୍ୱଦେସୀ ଅସ୍ତ୍ରଶସ୍ତ୍ରର ପରାକ୍ରମ

କନକ ବ୍ୟୁରୋ : ଆଜି ସାରାଦେଶ ୭୪ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଆଜି ପ୍ରଥମଥର ପାଇଁ ମିସର ସେନା ପରେଡ କରିବ । ଏହାସହ ଆଜି ମିଶରର ରାଷ୍ଟ୍ରପତି ଓବ୍ଦେଲ ଫତାହ ଅଲ ସିସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସେପଟେ ଭାରତର ମହାମହିମ ରାଷ୍ଟ୍ରପତି…
Read More...

ଆଜି ବିଶ୍ୱ ଦେଖୁଛି ଭାରତର ଶକ୍ତି । କର୍ତ୍ତବ୍ୟପଥରେ ବ୍ରହ୍ମୋସ ଠାରୁ ନେଇ ନାଗ ମିସାଇଲ ସିଷ୍ଟମର ପରାକ୍ରମ ଦେଖାଉଛି…

କନକ ବ୍ୟୁରୋ : ଦେଶ ଆଜି ୭୪ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଜାନୁଆରୀ ୨୬ ତାରିଖ ଦେଶ ଓ ଦେଶବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । ଆଜିର ଦିନରେ ଭାରତର ସମ୍ବିଧାନ ଲାଗୁ ହୋଇଥିଲା । ଏହି ଅବସରରେ ଆଜି ଭାରତୀୟ ସେନା ଦିଲ୍ଲୀର କର୍ତ୍ତବ୍ୟପଥରେ ସାରା ବିଶ୍ୱକୁ ନିଜର ପରାକ୍ରମ ଦେଖାଇବାକୁ…
Read More...

ବିବିସି ଡକ୍ୟୁମେଣ୍ଟାରୀ ବିବାଦ : ଜେଏନୟୁ ପରେ ଏବେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ସ୍କ୍ରିନିଂକୁ ନେଇ ଉତ୍ତେଜନା

କନକ ବ୍ୟୁରୋ : କ୍ୟାମ୍ପସରୁ କ୍ୟାମ୍ପସ ଡେଉଁଛି ବିବିସି ଡକ୍ୟୁମେଣ୍ଟାରୀ ବିବାଦ । ଜେଏନୟୁ ପରେ ଏବେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ସ୍କ୍ରିନିଂକୁ ନେଇ ଦେଖାଦେଇଛି ଉତ୍ତେଜନା । ସଂଧ୍ୟା ୬ଟା ସମୟରେ ସ୍କ୍ରିନିଂ ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ବି ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ…
Read More...

ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ : ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ; ପ୍ରଥମ ଥର ପାଇଁ ପରେଡରେ ପଦର୍ଶନ ହେବ…

କନକ ବ୍ୟୁରୋ : ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ । ଦିଲ୍ଲୀରେ ଆଜି ଅନୁ୍ଷ୍ଠିତ ସ୍ୱତନ୍ତ୍ର ପରେଡ୍ । ପ୍ରଥମ ଥର ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ପଦର୍ଶନ କରାଯିବ । ସେହିପରି ଏହି ଅବସରରେ ଭୁବନେଶ୍ୱରରେ ଲୋୟର…
Read More...

୧୦୬ଜଣ ପାଇବେ ପଦ୍ମ ପୁରସ୍କାର: ୬ଜଣଙ୍କୁ ପଦ୍ମ-ବିଭୂଷଣ, ୯ଜଣଙ୍କୁ ପଦ୍ମ-ଭୂଷଣ ଓ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

କନକ ବ୍ୟୁରୋ: ଘୋଷଣା ହେଲା ପଦ୍ମ ପୁରସ୍କାର । ଚଳିତ ବର୍ଷ ଜଣଙ୍କୁ ପଦ୍ମ ବିଭୁଷଣ, ପଦ୍ମ-ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପାଇଁ ୧୦୬ ଜଣଙ୍କୁ ମନୋନୀତ କରାଯାଇଛି । ୬ଜଣଙ୍କୁ ପଦ୍ମ-ବିଭୂଷଣ, ୯ଜଣଙ୍କୁ ପଦ୍ମ-ଭୂଷଣ ଓ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ମୂଲାୟମ ସିଂ ଯାଦବ, ଡାକ୍ତର ଦିଲ୍ଳୀପ…
Read More...

ଉଡିବା ପାଇଁ ସୁଟ୍, ରୋବୋଟିକ ଖଚର: ଭାରତୀୟ ସେନାକୁ ମିଳିବ ଆଧୁନିକ ଉପକରଣ

କନକ ବ୍ୟୁରୋ: ହଲିଉଡ ମୁଭିର ଚର୍ଚ୍ଚିତ ସୁପରହିରୋ ଆଇରନ ମ୍ୟାନ ଭଳି ଆକାଶରେ ଉଡିବ ଭାରତୀୟ ସେନା । ହାଇଟେକ ହେବ ଆର୍ମିର ସାମରିକ କ୍ଷମତା । ଦୁର୍ଗମ ଅଂଚଳରେ ପଶି ଶତ୍ରୁକୁ ଦମନ କରିପାରିବ । ସୀମାବର୍ତି ଅଂଚଳରେ ସେନାର ସାମରିକ ଶକ୍ତି ମଜବୁତ କରିବା ସହ ଶତ୍ରୁପକ୍ଷ ଉପରେ ନୀରିକ୍ଷଣ…
Read More...

ଆମେରିକାର ପୂର୍ବତନ ବୈଦେଶିକ ସଚିବ ମାଇକ ପମ୍ପିୟୋଙ୍କ ଖୁଲ୍ଲାସା । ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତ ଉପରେ…

କନକ ବ୍ୟୁରୋ : ପାକିସ୍ତାନ ବିରୋଧରେ ବଡ ବୟାନ ଦେଲେ ଆମେରିକାର ପୂର୍ବତନ ବୈଦେଶିକ ମାଇକ ପମ୍ପିୟୋ । ୨-୨୦୧୯ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତ ଉପରେ ପାକିସ୍ତାନ ଆଣବିକ ଆକ୍ରମଣ ପାଇଁ ଯୋଜନା କରିଥିଲା । ପାକିସ୍ତାନର ଏହି ଷଡଯନ୍ତ୍ର ବିଷୟରେ ତାଙ୍କୁ ଭାରତର ପୂର୍ବତନ…
Read More...