Browsing Category

ଦେଶ ବିଦେଶ

ଭାରତକୁ ଆସିବ ୧୦୦ରୁ ଅଧିକ ଚିତା ବାଘ : ୨ ଦେଶ ମଧ୍ୟରେ ଚୁକ୍ତି ହୋଇଥିବା କହିଲା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବ ୧୦୦ରୁ ଅଧିକ ଚିତା ବାଘ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଛି । ଗୁରୁବାର ଦକ୍ଷିଣ ଆଫ୍ରିକା ଏହା କହିଛି । ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ କହିଛି, ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଆଗାମୀ ୮ରୁ ୧୦ ବର୍ଷ ଧରି ବାର୍ଷିକ…
Read More...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ : ଦିନିକିଆ ଶୃଙ୍ଖଳା ମୂଳପୋଛ ପରେ ଟି-୨୦ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ

କନକ ବ୍ୟୁରୋ : ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ରାଞ୍ଚିରେ ଖେଳାଯିବ ମ୍ୟାଚ୍ । ଟି-୨୦ ବିଶ୍ୱକପ୍ ପରେ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ କୌଣସି ସିରିଜ୍ ହାରିନାହିଁ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଏହି ଧାରା ବଜାର ରଖିବା…
Read More...

ଆଜି ପରୀକ୍ଷା ପେ’ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ : ୩୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦେବେ ଟିପ୍ସ; ଚାପମୁକ୍ତ ରହି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଦେବେ ପରୀକ୍ଷା ଟିପ୍ସ । ଆଜି ପରୀକ୍ଷା ପେ' ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀର ତାଲକୋଟା ଷ୍ଟାଡିୟମରୁ ଦେଶର ୩୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୫ ଲକ୍ଷ ୭୩ ହଜାର ଅଧିକ ।…
Read More...

ୟୁକ୍ରେନ ଉପରେ ଋଷର କ୍ଷେପଣାସ୍ତ୍ର ମାଡ : ୧୧ଜଣଙ୍କର ମୃତ୍ୟୁ, ୩୫ଟି ବିଲ୍ଡିଂ ନଷ୍ଟ ହୋଇଥିବା ସୂଚନା

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର କ୍ଷେପଣାସ୍ତ୍ର ମାଡ । ଗୁରୁବାର ୟୁକ୍ରେନେ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏଥିରେ ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଆଉ ୧୧ରୁ ଅଧିକ ଜଣ ଆହତ ହୋଇଥିବା କଥା ସୂଚନା ରହିଛି । ବିଭିନ୍ନ ସ୍ଥାନରେ ଏବେ ବିଜୁଳି ବିଭ୍ରାଟ ମଧ୍ୟ ଦେଖାଦେଇଛି । କିଭକୁ…
Read More...

ଇଣ୍ଡିଆ ଟୁଡେ ସିଭୋଟର ସର୍ଭେ ରିପୋର୍ଟ : କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?

କନକ ବ୍ୟୁରୋ : ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ? ଏହି ପ୍ରଶ୍ନର ଉତ୍ତରରେ ଅଧିକ ଲୋକ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଏହାପରେ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ କିଛି ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ…
Read More...

୨୦୨୩ରେ ନିର୍ବାଚନ ହେଲେ କେଉଁ ରାଜ୍ୟରେ କାହାକୁ ମିଳିବ ଫାଇଦା ? କେଉଁ ରାଜ୍ୟରେ ଆଗରେ ରହିବ ଏନଡିଏ? କେଉଁ ରାଜ୍ୟରେ…

କନକ ବ୍ୟୁରୋ : ଦେଶରେ ଏବେ ନିର୍ବାଚନ ହେଲେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଓ କେଉଁ ରାଜ୍ୟରେ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏ ମେଣ୍ଟକୁnda ଫାଇଦା ମିଳିବ । ଇଣ୍ଡିଆ ଟୁଡେ ସି-ଭୋଟରର ମୁଡ ଅଫ ନେସନ ସର୍ଭେରେ ପୁଣି ଏନଡିଏ ସରକାର ଫେରିବା ସଙ୍କେତ ଦେଇଛନ୍ତି ଜନତା । ଦେଶରେ…
Read More...

ଦୁର୍ଘଟଣା ବେଳେ ବଞ୍ଚାଇଥିଲେ ରିଷଭଙ୍କ ଜୀବନ: ଏବେ ୪ ଜଣଙ୍କୁ ପୁରସ୍କୃତ କଲେ ଉତ୍ତରାଖଣ୍ଡ ସରକାର

କନକ ବ୍ୟୁରୋ: ରିଷଭ ପନ୍ତଙ୍କ ଦୁର୍ଘଟଣା କିଏ ବା କେମିତି ଭୁଲିବ । ଡିସେମ୍ବର ୩୦ ତାରିଖର ସେହି କାଳରାତି ପୂରା କ୍ରିକେଟ ଜଗତକୁ ଚମକାଇ ଦେଇଥିଲା । ଏକ ବଡ ଅଘଟଣରୁ ରିଷଭ ବଞ୍ଚିଯାଇଥିଲେ ବି ସେହି ରାତିକୁ କେହି କେବେ ଭୁଲିପାରିବେନି । ଆଉ ସେଦିନ ରିଷଭଙ୍କ ପାଇଁ ଦେବଦୂତ ସାଜିଥିବା ସେହି ୪…
Read More...

ଭାରତର ଆମନ୍ତ୍ରଣ ନେଇ ହିନା ରବାନୀ ଖାରଙ୍କ ବୟାନ। କହିଲେ, କୌଣସି କୁଟନୈତିକ ସମ୍ପର୍କ ଚାଲୁନାହିଁ।

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନ ବିଦେଶ ରାଜ୍ୟମନ୍ତ୍ରୀ ହିନା ରବାନୀ ଖାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ କୌଣସି କୁଟନୈତିକ ସମ୍ପର୍କ ଚାଲୁନାହିଁ । ହିନା ରବାନୀ ଖାର ଆହୁରି ମଧ୍ୟ…
Read More...

ପାକିସ୍ତାନକୁ ନେଇ ଭବିଷ୍ୟବାଣୀ କଲେ ଯୋଗଗୁରୁ ବାବା ରାମଦେବ। କହିଲେ, ୪ଭାଗରେ ବିଭକ୍ତ ହେବ ପାକିସ୍ତାନ।

କନକ ବ୍ୟୁରୋ: ପାକିସ୍ତାନ ଉପରେ ବଡ ବୟାନ ଦେଲେ ଯୋଗଗୁରୁ ବାବା ରାମଦେବ । ଖୁବ ଶୀଘ୍ର ପାକିସ୍ତାନ ୪ଭାଗରେ ବିଭକ୍ତ ହେବ ଓ ଭାରତ ସହ ମିଶିବ ବୋଲି ରାମଦେବ କହିଛନ୍ତି । ଆଗାମୀ ଦିନରେ ପଞ୍ଜାବ, ପିଓକେ, ବାଲୁଚିସ୍ତାନ ବିଭକ୍ତ ହୋଇ ଭିନ୍ନ ଭିନ୍ନ ରାଷ୍ଟ୍ରରେ ପରିଣତ ହେବେ ଓ କ୍ରମଶ ଭାରତ ସହ…
Read More...

ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି। ଫେସବୁକ ଓ ଇନଷ୍ଟାଗ୍ରାମରେ ହେବାକୁ ଯାଉଛି…

କନକ ବ୍ୟୁରୋ: ଦୀର୍ଘ ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରୁଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିବାଦୀୟ ବୟାନ ପାଇଁ ପାଖାପାଖି ଦୁଇବର୍ଷ ହେବ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ସସପେଣ୍ଡ କରାଯାଇଥିଲା । ତେବେ ଏହାକୁ ସ୍ୱାଭାବିକ କରିବା ପାଇଁ ମେଟା…
Read More...