Browsing Category

ଦେଶ ବିଦେଶ

ଏସିଆ କପ୍ ଆୟୋଜନକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ : ପାକିସ୍ତାନରେ ଆୟୋଜିତ ହେବ କି ନାହିଁ, ନିଆଯିବ ନିଷ୍ପତ୍ତି

କନକ ବ୍ୟୁରୋ : ଏସିଆ କପ୍ ପାକିସ୍ତାନରେ ହେବ କି ନାହିଁ ସେନେଇ ଆଜି ନିଆଯିବ ନିଷ୍ପତି । ବାହାରିନରେ ହେବାକୁ ଥିବା ଏସିଆନ୍ କ୍ରିକେଟ କାଉଁସିଲର ବୈଠକରେ ଯୋଗଦେବେ ବିସିସିଆଇ ତଥା ଏସିସିର ସଭାପତି ଜୟ ଶାହା ଓ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନଜାମ ସେଠୀ । ଏଥିପାଇଁ ବାହାରିନ ଗସ୍ତରେ…
Read More...

‘ଭୁଲ ଦେଖି ଶିକ୍ଷକ ଗାଳିଦେଲେ , ଦଣ୍ଡଦେଲେ ତାହା ଅପରାଧ ନୁହେଁ’: କୋର୍ଟ ଶୁଣାଇଲେ ରାୟ

କନକ ବ୍ୟୁରୋ: ଜଣେ ଶିକ୍ଷକ ବିଦ୍ୟାଳୟର ଶୃଙ୍ଖଳା ବଜାୟ ରଖିବା ପାଇଁ ଜଣେ ଛାତ୍ରକୁ ଗାଳି ଦେବା କିମ୍ବା କିଛି ଯୁକ୍ତିଯୁକ୍ତ ଦଣ୍ଡ ଦେବା ଏକ ଅପରାଧ ନୁହେଁ ବୋଲି ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ କହିଛନ୍ତି। ଏଥିସହ ଦୁଇଜଣ ସ୍କୁଲ ପିଲାଙ୍କୁ ବାଡ଼ିରେ ବାଡେଇବା ଅଭିଯୋଗରେ ଦିନକ ପାଇଁ ଜେଲଦଣ୍ଡ…
Read More...

୭ ଦିନରେ ୯ ଲକ୍ଷ କୋଟି କ୍ଷତି ସହିଲେଣି ଆଦାନୀ । କେବେ ରୋକିବ ଏହି କ୍ଷତି?

କନକ ବ୍ୟୁରୋ: ଆମେରିକା ହିିଣ୍ଡନବର୍ଗର ରିପୋର୍ଟ ଆସିବା ପରେ ବଡ ଧରଣର କ୍ଷତି ଦେଖିଛି ଅଦାନୀ ଗ୍ରୁପ । ସେୟାରବଜାରରେ ଲଗାତାର ହ୍ରାସ ହେବା ପରେ ଆଦାନୀ ଗ୍ରୁପର ମାର୍କେଟ୍ କ୍ୟାପିଟାଲାଇଜେସନ୍ ଲଗାତାର କମିବାରେ ଲାଗିଛି । ମାତ୍ର ୭ ଦିନରେ ଅଦାନୀ ଗ୍ରୁପ୍ ୧୦ ଲକ୍ଷ କୋଟି ଟଙ୍କା ହରାଇଛି ।…
Read More...

ଆମେରିକା ପରେ ଲାଟିନ ଆମେରିକାରେ ଚୀନର ଗୁପ୍ତଚର ବେଲୁନ୍ : ପେଣ୍ଟାଗନ୍ ପକ୍ଷରୁ ସୂଚନା; ଚୀନର ଜବାବ, ଗୁପ୍ତଚର ବେଲୁନ…

କନକ ବ୍ୟୁରୋ : ଆମେରିକା ପରେ ଲାର୍ଟିନ ଆମେରିକାର ଚୀନର ଗୁପ୍ତଚର ବେଲୁନ । ଗୁରୁବାର ଆମେରିକା ଆକାଶରେ ଦେଖିବାକୁ ମିଳିଥିବା ବଡ ବେଲୁନ ଭଳି ଅନ୍ୟ ଏକ ବେଲୁନ ଶୁକ୍ରବାର ଲାର୍ଟିନ ଆମେରିକାର ଉଡୁଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଚୀନର ଗୁପ୍ତଚର ବେଲୁନ ବୋଲି ପେଣ୍ଟାଗନ୍…
Read More...

ବିହାରରେ ଜୋର ଧରିଛି ଜାତିଆଣ ରାଜନୀତି… ‘ମିଶନ୍ ଦଳିତ’ର ପ୍ରସ୍ତୁତି ଆରମ୍ଭ କରିଛନ୍ତି ନୀତିଶ କୁମାର

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ବିହାରରେ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବାସ୍ତବରେ ରାଜନୈତିକ ଦଳଗୁଡ଼ିକ ତରଫରୁ ବିହାରରେ ଜାତି ସୂତ୍ର ଆଧାରିତ ରାଜନୀତି ଜୋର ଧରିଛି । ପଛୁଆ ବର୍ଗ ରାଜନୀତି ଭିତରେ ଜେଡିୟୁ ଦଳିତ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବଡ ପ୍ରସ୍ତୁତି ଆରମ୍ଭ…
Read More...

ଭାରତୀୟ ଜିମ୍ନାଷ୍ଟଙ୍କ ଉପରେ ୨୧ମାସର ବ୍ୟାନ : କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ ଦୀପା କର୍ମାକର

କନକ ବ୍ୟୁରୋ : ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମାକରଙ୍କ ଉପରେ ୨୧ମାସର ବ୍ୟାନ । ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ ତାଙ୍କ ଉପରେ ଏହି କଟକଣା ଲଗାଇଛି ଇଂଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଆଇଟିଏ । ଫଳରେ ୨୧ ମାସ ପର୍ଯ୍ୟନ୍ତ ଦୀପା କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ ।…
Read More...

ଆଦାନୀ ଗ୍ରୁପକୁ ବ୍ୟାଙ୍କ ଋଣ ପ୍ରସଙ୍ଗ : ଆଶ୍ୱସ୍ତ କଲେ ରିଜର୍ଭ ବ୍ୟାଙ୍କ୍; କହିଲେ ଦେଶରେ ସ୍ଥିର ଓ ସଚଳ ଅଛି ବ୍ୟାଙ୍କ…

କନକ ବ୍ୟୁରୋ : ଭାରତୀୟ ବ୍ୟାଙ୍କଗୁଡିକର ସ୍ଥିତି ଭଲ ଅଛି । ଅଦାନୀ ଝଡ଼ ଯୋଗୁଁ ସେୟାର ବଜାରରେ ଅସ୍ଥିରତା ଦେଖା ଦେଇଥିବା ବେଳେ ବ୍ୟାଙ୍କ ସଂପର୍କରେ ଏଭଳି ମନ୍ତବ୍ୟ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଦାନୀ ଗ୍ରୁପକୁ ଏସବିଆଇ, ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ସମେତ କିଛି ରାଷ୍ଟ୍ରାୟତ…
Read More...

ନରେନ୍ଦ୍ର ମୋଦୀ ପୁଣି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା : ପଛରେ ପଡିଲେ ବାଇଡେନ୍, ସୁନକ ଓ ଇମାନୁଏଲଙ୍କ ପରି ୧୬…

କନକ ବ୍ୟୁରୋ : ନରେନ୍ଦ୍ର ମୋଦୀ ପୁଣି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା । ଆମେରିକୀୟ କମ୍ପାନୀ ମର୍ଣ୍ଣିଂ କନ୍ସଲ୍ଟ ସର୍ଭେ ରିପୋର୍ଟରେ ମୋଦୀଙ୍କ ଲୋକପ୍ରିୟତା ରେଟିଂ ୭୮ ପ୍ରତିଶତ ରହିଛି । ଯାହାକି ବିଶ୍ୱନେତାଙ୍କ କ୍ଷେତ୍ରରେ ସର୍ବାଧିକ । ଲୋକପ୍ରିୟତା ରେଟିଂରେ ମୋଦୀ, ବାଇଡେନ୍, ଋଷି…
Read More...

ଏନଆଇଏକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ। ମୁମ୍ବାଇରେ ଆକ୍ରମଣ ନେଇ ମିଳିଲା ମେଲ।

କନକ ବ୍ୟୁରୋ: ମୁମ୍ବାଇରେ ଆକ୍ରମଣ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ । ତାଲିବାନ ସହ ଜଡିତ ଥିବା ଜଣେ ବ୍ୟକ୍ତି ମୁମ୍ବାଇ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଗୁରୁବାର ଏନଆଇଏର ମୁମ୍ବାଇ ଅଫିସକୁ ଏକ ଇ-ମେଲ ଆସିଥିବା ନେଇ ଶୁକ୍ରବାର ଏନଆଇଏ କହିଛି…
Read More...

ଏକନାମ ଅଖଣ୍ଡ କୀର୍ତନରେ ଭର୍ଚୁଆଲରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ୫୦ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଦେଲେ ସୂଚନା।

କନକ ବ୍ୟୁରୋ: ଆସାମରେ ଆୟୋଜିତ ଏକନାମ ଅଖଣ୍ଡ କୀର୍ତନରେ ଭର୍ଚୁଆଲ ଭାବେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସାମର ବାରପେଟଠାରେ ଥିବା କୃଷ୍ଣଗୁରୁ  ସେବାଶ୍ରମରେ ବିଶ୍ୱ ଶାନ୍ତି ପାଇଁ ଅଖଣ୍ଡ କୀର୍ତନରେ ଭର୍ଚୁଆଲ ମୋଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହୋଇଛି । ଏଥିରେ ବିଭିନ୍ନ…
Read More...