Browsing Category

ନ୍ୟୁଜ୍

ଅଷ୍ଟ୍ରେଲିଆକୁ ଝଟକା । ଦିନିକିଆ କ୍ରିକେଟରୁ ଅବସର ନେଲେ ଅଧିନାୟକ ଆରୋନ ଫିଞ୍ଚ, ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ ଶେଷ…

କନକ ବ୍ୟୁରୋ : ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ବଡ ଝଟକା । ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ । ଏବେ ଆରୋନ ଫିଞ୍ଚ ଅଷ୍ଟ୍ରେଲିଆର ଉଭୟ ଦିନିକିଆ ଓ ଟି-୨୦ ଟିମର ଅଧିନାୟକ ରହିଛନ୍ତି । ତେବେ ଶନିବାର…
Read More...

କଂଗ୍ରେସର ଭାରତ ଯୋଡ ଯାତ୍ରାରେ ଯୋଗ ଦେଲେ ଯୋଗେନ୍ଦ୍ର ଯାଦବ । ଦଳରେ ମିଶିବା ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଜାତୀୟ କଂଗ୍ରେସ ପକ୍ଷରୁ ଏବେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରାର ଡାକରା ଦିଆଯାଇଛି । ଏହି ଯାତ୍ରାର ଚତୁର୍ଥ ଦିନରେ ଆଜି ରାହୁଲ ଗାନ୍ଧୀଙ୍କ ସହ ଦେଖିବାକୁ ମିଳିଛି ସ୍ୱାରାଜ ଇଣ୍ଡିଆର ନେତା ତଥା ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ । କଂଗ୍ରେସ ପାର୍ଟିର…
Read More...

ଶବ ଖୋଜୁଛି ମଶାଣି : ୩ଟି ଶଶ୍ମାନ ବୁଲିଲାଣି ଶବ, ତଥାପି ମିଳୁନି ଶାନ୍ତି; ବିଭିନ୍ନ ହିନ୍ଦୁ ସଙ୍ଗଠନ ଓ ସ୍ଥାନୀୟ…

କନକ ବ୍ୟୁରୋ : ବିବାଦୀୟ ଶବକୁ ନେଇ ଉମରକୋଟରେ ଗତକାଲିଠୁ ଆରମ୍ଭ ହୋଇଥିବା ରାସ୍ତାରୋକ ତୃତୀୟ ଦିନରେ ପହଞ୍ଚିଛି । ଗତକାଲି ଡଙ୍ଗରି ସାହିର ଜଣେ ଯୁବତୀ ପୁଷ୍ପାଞ୍ଜଳି ବାଘଙ୍କ ମୃତ୍ୟୁ ଘଟିଥିଲା । ଶବ ସଂସ୍କାର ପାଇଁ ସ୍ଥାନ ନ ମିଳିବାରୁ ଘଟଣାକୁ ନେଇ ପରିବାର ବର୍ଗ ଉମରକୋଟ ଠାରୁ ଛତିଶଗଡକୁ…
Read More...

୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପର ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ଲୋଗୋ ସହ ଟ୍ରଫି ଉନ୍ମୋଚନ କଲେ…

କନକ ବ୍ୟୁରୋ : ୧୭ ବର୍ଷରୁ କମ ମହିଳା ବିଶ୍ୱକପର ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିଶ୍ୱକପ ଟ୍ରଫିର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କିକ୍ ଅଫ୍ ଦ ଡ୍ରିମ କାର୍ଯ୍ୟକ୍ରମରେ ଏହି…
Read More...

ଟ୍ୱିଟରରେ ଟ୍ରେଣ୍ଡ ହେଉଛି #ArrestJubinNautiyal  । ଜାଣନ୍ତୁ କାହିଁକି

କନକ ବ୍ୟୁରୋ: ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍ ଗୀତ ଭେଟି ଦେଇଥିବା ଜୁବିନ୍ ନୌତିୟାଲଙ୍କୁ ଗିରଫ କରିବାକୁ ଦାବି ହେଉଛି । ଏନେଇ ସୋସିଆଲ ମିଡିଆରେ ବି ଜୋରସୋର ଟ୍ରେଣ୍ଡ୍ ହେଉଛି । ନିଜର ପରବର୍ତ୍ତୀ କନସର୍ଟ ପାଇଁ ଅଡୁଆରେ ଫସିଛନ୍ତି ଜୁବିନ୍ । ଏବେ କନସର୍ଟର ପୋଷ୍ଟରକୁ ନେଇ ଟ୍ରୋଲ ହେଉଛନ୍ତି…
Read More...

ସିଙ୍ଗର ହନି ସିଂହଙ୍କ ହେଲା ଛାଡପତ୍ର । ଭରଣପୋଷଣ ବାବଦକୁ ପତ୍ନୀଙ୍କୁ ଦେବାକୁ ପଡିବ କେତେ କୋଟି?

କନକ ବ୍ୟୁରୋ: ରୈପର ହନି ସିଂହ ଓ ପତ୍ନୀ ଶାଲିନୀ ତଲୱାରଙ୍କ ମଧ୍ୟରେ ଛାଡପତ୍ର ହୋଇଛି । କୋର୍ଟରେ ୟୋ ୟୋ ହନି ସିଂ ଓ ଶାଲିନୀଙ୍କ ମଧ୍ୟରେ ଉଭୟ ପକ୍ଷରୁ ଅଭିଯୋଗର ଶୁଣାଣି ପରେ ମାମଲା ଛାଡପତ୍ରରେ ଶେଷ ହୋଇଛି । ଏହାପରେ ହନି ସିଂହ ଶାଲିନୀଙ୍କୁ ୧ କୋଟିର ଭରଣପୋଷଣ ଦେବାକୁ ଧାର୍ଯ୍ୟ ହୋଇଛି ।…
Read More...

ଲଘୁଚାପ ଯୋଗୁଁ ଲଗାଣ ବର୍ଷା : ମୋହନାରେ ଭାସିଗଲା ଅସ୍ଥାୟୀ ପୋଲ

କନକ ବ୍ୟୁରୋ : ଲଘୁଚାପ ଯୋଗୁ ଲଗାଣ ବର୍ଷା । ଆଉ ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ । ବର୍ଷାରେ ୪ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ବର୍ଷା ଜାରି ରହିବାରୁ ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ଏହି ପୋଲ ଧୋଇଯାଇଛି । ତା ସହିତ ମୋହନାଠାରୁ ସଂଲଗ୍ନ…
Read More...

ମାଲକାନାଗିରି ପରେ କୋରାପୁଟରେ ଅଜଣା ରୋଗରେ ଆତଙ୍କ : ସପ୍ତାହ ମଧ୍ୟରେ ଗଲାଣି ୩ ଜଣକ ଜୀବନ

କନକ ବ୍ୟୁରୋ : ଅଜଣା ରୋଗରେ ସପ୍ତାହକ ମଧ୍ୟରେ ଗଲାଣି ୩ ଜଣଙ୍କ ଜୀବନ । କୋରାପୁଟ ବୈପାରୀଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତର କାଣ୍ଡିକିଗୁଡା ଗାଁରେ ଅଜଣା ରୋଗ ଆତଙ୍କ ଦେଖିବାକୁ ମିଳିଛି । ରୋଗର କାରଣ ଏଯାଏଁ ଜଣାପଡିନାହିଁ । ଗ୍ରାମବାସୀଙ୍କ କହିବାନୁଯାୟୀ, ରୋଗୀର ଗୋଡ, ହାତ ଏବଂ ମୁହଁ…
Read More...

କଲେଜରେ ରାଗିଂ ପାଇଁ ବିଷ ପିଇଦେଲେ ଛାତ୍ର । ପରିବାର ଲୋକ ଆଣିଲେ ସାଂଘାତିକ୍ ଅଭିଯୋଗ

କନକ ବ୍ୟୁରୋ : ଭଦ୍ରକ ଆଇଟିଆଇ କଲେଜରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ରାଗିଂ ପରେ ଛାତ୍ର ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରଥମେ ତାଙ୍କୁ ତିହିଡି ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ତାଙ୍କୁ ସ୍ଥାନାନ୍ତର…
Read More...

ବିଜେପି ଫୋକସରେ ଓଡିଶା : ନଡ୍ଡାଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ଗସ୍ତ; ବିଭିନ୍ନ ଜିଲ୍ଲା ଯାଇ…

କନକ ବ୍ୟୁରୋ : ବିଜେପି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଦଳ । ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସୁଛନ୍ତି । ଏହା ପୂର୍ବରୁ ଦଳର ସାଙ୍ଗଠନିକ କାର୍ଯ୍ୟ ଜୋରଦାର ହୋଇଛି । ଶାସକ ଦଳକୁ ଚେକ୍ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ…
Read More...