Browsing Category

ନ୍ୟୁଜ୍

ଦେଶରେ ଶୀର୍ଷରେ ବେରୋଜଗାରୀ, କେଉଁ ରାଜ୍ୟରେ ସ୍ଥିତି କଣ ପଢନ୍ତୁ …

କନକ ବ୍ୟୁରୋ: ଭାରତରେ ବେରୋଜଗାରୀ ସବୁଠାରୁ ବଡ ସମସ୍ୟା ପାଲଟିଛି । ବର୍ତ୍ତମାନ ସ୍ଥିତି ଏଭଳି ଯେ, ଗୋଟିଏ ଚାକିରୀ ପାଇଁ ଅନେକ ସଂଖ୍ୟାରେ ଆଶାୟୀ ଆବେଦନ କରୁଛନ୍ତି । ଅଗଷ୍ଟ ମାସରେ ତ ବେରୋଜଗାରୀସ୍ତର ସବୁଠାରୁ ଚିନ୍ତାଜନକ ସ୍ଥିତିରେ ପହଞ୍ଚିସାରିଛି । ଏହାର ଦର ୮ ପ୍ରତିଶତ ପାର କରିସାରିଛି…
Read More...

ମାଆ ଦୁର୍ଗାଙ୍କ ଗହଣା ତିଆରି କରୁଛନ୍ତି ମୁସଲମାନ କାରିଗର : ୩ ପିଢି ହେଲା କରୁଛନ୍ତି ଗହଣା କାମ

କନକ ବ୍ୟୁରୋ : ଭକ୍ତିରେ କୌଣସି ଜାତି, ଧର୍ମ ନଥାଏ । ମାଆଙ୍କ ପ୍ରତି ନିଜ ଶ୍ରଦ୍ଧା ଭାବର ଅନନ୍ୟ ଭକ୍ତି । ମୁସଲମାନ ହେଇ ବି ତାଙ୍କର ମାଆ ଦୂର୍ଗାଙ୍କ ପ୍ରତି ଥିବା ଶ୍ରଦ୍ଧା ଭାବ ସ୍ପଷ୍ଟ ବାରି ହୋଇପଡ଼ିଛି । ଦୂର୍ଗାପୂଜା ଆସିଲେ କଟକ ବାଙ୍କା ବଜାରର କିଛି ମୁସଲମାନ ପରିବାର ମାଆଙ୍କ କାମରେ…
Read More...

ବିଜେପିରେ ସାମିଲ ହେବେ ଅମରିନ୍ଦର! ସେପ୍ଟେମ୍ବର ୧୯ରେ ବିଧିବଦ୍ଧ ସାମିଲ ସମ୍ଭାବନା ।

କନକ ବ୍ୟୁରୋ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ଅଧ୍ୟକ୍ଷ କ୍ୟାପଟେନ ଅମରିନ୍ଦର ସିଂହ ସେପ୍ଟେମ୍ବର ୧୯ରେ ବିଜେପିରେ ସାମିଲ ହୋଇପାରନ୍ତି । ନିଜ ପୁଅ ରଣ ଇନ୍ଦର ସିଂହ, ଝିଅ ଜୟ ଇନ୍ଦର କୌର ଏବଂ ନୀତି ନିର୍ବାଣ ସିଂହଙ୍କ ସହ ସେ ବିଜେପିରେ ସାମିଲ ହେବା ନେଇ ସୂଚନା…
Read More...

୨୦୨୪ ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : କହିଲେ, ଅଣ ବିଜେପି ଦଳ କେନ୍ଦ୍ରରେ ସରକାର କଲେ ଲାଭବାନ୍…

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ ଘୋଷଣା । କ୍ଷମତାକୁ ଆସିଲେ ଦେଶର ପ୍ରତ୍ୟେକ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି ନୀତିଶ କୁମାର ଏହି ପ୍ରତିଶ୍ରୁତି ଦେଇଛନ୍ତି । ଆଗାମୀ ଲୋକସଭା…
Read More...

ଭଗବାନଙ୍କ ରାଣ, ମୁଁ କେବେ ଡୋଭାଲଙ୍କୁ ଭେଟିନାହିଁ । ଆତଙ୍କବାଦୀଙ୍କ ଧମକ ନେଇ ମୁହଁ ଖୋଲିଲେ ଗୁଲାମନବୀ ଆଜାଦ ।

କନକ ବ୍ୟୁରୋ: କଂଗ୍ରେସରୁ ଇସ୍ତଫା ଦେଇସାରିଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କୁ ଆତଙ୍କବାଦୀଙ୍କ ପକ୍ଷରୁ ଧମକ ମିଳିଛି । ଜାମ୍ମୁକାଶ୍ମୀରରେ ଅନନ୍ତନାଗ ଜିଲ୍ଲାରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବା ବେଳେ ଗୁଲାମ କହିଛନ୍ତି, ତାଙ୍କୁ ଏହିଭଳି ସୂଚନା ମିଳିଛି ଯେ ଲସ୍କର ଏ ତୋଏବା ସହ ଜଡିତ ଦ…
Read More...

ବନ୍ୟା ଚାଲିଗଲା ହେଲେ ଦେଇଗଲା ଦୁର୍ଦ୍ଦଶା : ରାସ୍ତା ଖରାପ ପାଇଁ ଅସୁସ୍ଥ ବୃଦ୍ଧଙ୍କୁ ଲୁନାରେ ବୋହିଲେ ପରିବାର ଲୋକ

କନକ ବ୍ୟୁରୋ : ବନ୍ୟା ଚାଲିଗଲା ହେଲେ ଦୁର୍ଦ୍ଦଶା ଗଲା ନାହିଁ । ଅସୁସ୍ଥ ବୃଦ୍ଧଙ୍କୁ ଲୁନାରେ ବୋହିନେଲେ ପରିବାର ଲୋକ । ପିପିଲି କୋଠସାହି ପଞ୍ଚାୟତର ଉପର ଡିହ ସାହିରୁ ଏପରି ଏକ ଚିତ୍ର ଆସିଛି । ମିଳିଥିବା ଖବର ଅନୁସାରେ ନିକଟରେ ଆସିଥିବା ବନ୍ୟାରେ ଉପରସାହିର ବନ୍ଧଟି କ୍ଷତିଗସ୍ତ…
Read More...

ଭାଙ୍ଗିଲା କିଶୋର ମଟନ ଦୋକାନ । ତାଗିଦ ପରେ ବନ୍ଦ ନ କରିବାରୁ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବୁଲଡୋଜର ଚଲାଇଲା…

କନକ ବ୍ୟୁରୋ : ଭାଙ୍ଗିଲା କିଶୋର ଭାଇନାଙ୍କ ମଟନ ଦୋକାନ । ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ଚଢିଲା ବିଏମସିର ବୁଲଡୋଜର । ଆଉ ମାଟିରେ ମିଶିଲା କିଶୋର ଭାଇନାଙ୍କ ମଟନ ଦୋକାନ । ଅପମିଶ୍ରିିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି…
Read More...

ଆରମ୍ଭ ହେଲା ଏସସିଓ ଶିଖର ସମ୍ମିଳନୀ। ଚୀନର ବିସ୍ତାରବାଦ ନୀତି ଉପରେ କହିପାରନ୍ତି ପ୍ରଧାନମନ୍ତ୍ରୀ।

କନକ ବ୍ୟୁରୋ : ଉଜବେକିସ୍ତାନର ସମରକନ୍ଦରେ ସାଂଘାଇ ସହଯୋଗ ସଂଗଠନ(ଏସସିଓ)ର ସମ୍ମିଳନୀ ଆରମ୍ଭହୋଇଛି । ଏହି ସମ୍ମିଳନୀରେ କ୍ଷେତ୍ରୀୟ ସୁରକ୍ଷା, ବ୍ୟବସାୟ, ଶକ୍ତି କ୍ଷେତ୍ରକୁ ବୃଦ୍ଧି କରିବା ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହେବ । ଦୁଇ ବର୍ଷ ପରେ ଏହି ସମ୍ମିଳନୀ ପ୍ରଥମ ଥର ହେବାକୁ ଯାଉଛି ।…
Read More...

ବାକ୍ସରେ ପଡି ପଡି ଖତ ଖାଇଲା ୪୨ ଲକ୍ଷର ନୋଟ୍ । ପଦାରେ ପଡିଲା ବ୍ୟାଙ୍କର ବେପରୁଆ ନୀତି

କନକ ବ୍ୟୁରୋ: ରହି ରହି ଖତ ହେଲା ୪୨ ଲକ୍ଷ ଟଙ୍କାର ୨ ହଜାର ଓ ୫୦୦ ଟଙ୍କିଆ ନୋଟ୍ । କାନପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାଣ୍ଡୁନଗର ବ୍ରାଞ୍ଚରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରିଜର୍ଭ ବ୍ୟାଙ୍କର ସ୍ୱତନ୍ତ୍ର ଟିମ ଇନସ୍ପେକ୍ସନ୍ ପାଇଁ ଯାଇଥିବା ବେଳେ ଏହି ମାମଲା ସାମନାକୁ ଆସିବା ପରେ…
Read More...

ଆକାଶରେ କମାଲ ଦେଖାଇଲା ବାୟୁବୀରଙ୍କ ସୂର୍ଯ୍ୟକିରଣ ଶୋ’ : କୂଆଖାଇ ପଠାରେ ଏରୋବେଟିକ୍ ଟିମର ଆକାଶ ମାର୍ଗରେ ସାହାସିକ…

କନକ ବ୍ୟୁରୋ : ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଶୋ’ । ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ଦେଖାଉଛନ୍ତି ବାୟୁବୀର । ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସନା ପକ୍ଷରୁ ହେଉଛି ଏହି ସୂର୍ଯ୍ୟ କିରଣ ଶୋ’ । କର୍ଣ୍ଣାଟକରୁ ଆସିଥିବା ୯ଟି ହକ୍ ବିମାନରେ ଚିତାକର୍ଷକ ଶୋ’ ପ୍ରଦର୍ଶନ…
Read More...